Odia GK Questions- କେଉଁ ପ୍ରାଣୀର 3000 ରୁ ଅଧିକ ଦାନ୍ତ ଅଛି ? କଣ ଆପଣ ଜାଣନ୍ତି ?

ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ଏବଂ ତା’ର ଉତ୍ତର ନେଇ ଆସିଛୁ । ଯାହା ଆପଣଙ୍କୁ ଶିଖିବାକୁ ମଜାଦାର ଲାଗିବ ଓ ଜୀବନରେ ଅନେକ କ୍ଷେତ୍ରରେ ଏହକା କାର୍ଯ୍ୟରେ ମଧ୍ୟ ଆସିବ । ଯଦି ଆପଣ ଏହି ପ୍ରଶ୍ନ ଗୁଡିକର ପୂର୍ବରୁ ଜାଣିଛନ୍ତି ତେବେ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ ଏବଂ ଯଦି ଉତ୍ତର ନ ଜାଣିଛନ୍ତି ତେବେ ପ୍ରଶ୍ନ ତଳେ ଏହାର ଉତ୍ତର ଆମେ ଆପଣଙ୍କ ପାଇଁ ଲେଖି ଦେଇଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା ପ୍ରଶ୍ନୋତ୍ତର ।

୧- ଭାରତର ସବୁଠାରୁ ବଡ ଜନଗହଳି ରାଜ୍ୟର ନାମ କଣ ?

ଉ: ଉତ୍ତରପ୍ରଦେଶ

୨- କେଉଁ ସଂକ୍ରାନ୍ତିରେ ଓଡିଆ ନବବର୍ଷ ପାଳନ କରାଯାଏ ?

ଉ: ପଣା ସଂକ୍ରାନ୍ତି

୩- ସୂର୍ଯ୍ୟକିରଣରୁ କେଉଁ ଭିଟାମିନ ମିଳିଥାଏ ?

ଉ: ଭିଟାମିନ-ଡି

୪- ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମାତାଙ୍କ ନାମ କଣ ?

ଉ: କୌଶଲ୍ୟା

୫- କେଉଁ ଜୀବର ପେଟରେ ଦାନ୍ତ ଥାଏ ?

ଉ: କଙ୍କଡା

୬- କେଉଁ ଜୀବର ରକ୍ତର ରଙ୍ଗ କଳା ?

ଉ: ଶାମୁକା

୭- କେଉଁ ଗଛରେ ଫୁଲ ହୁଏ ନାହିଁ ?

ଉ: ପଣସ ଗଛ

୮- ଜୀବନକାଳ ମଧ୍ୟରେ ଗୋଟିଏ ଥର ଫଳ ଦେଉଥିବା ଗଛ କିଏ ?

ଉ: କଦଳୀ ଗଛ

୯- କିଏ ଜିଭରେ ଚାଟି ଚାଟି ଖାଏ ?

ଉ: କୁକୁର

୧୦- କେଉଁ ଗଛ ଏକ ବର୍ଷରୁ ବି କମ୍ ବଞ୍ଚେ ?

ଉ: କାକୁଡି

୧୧- କେଉଁ ଜୀବର ଗୋଟିଏ ଶିଙ୍ଘ ଥାଏ ?

ଉ: ଗଣ୍ଡା

୧୨- ଦୁର୍ବଳ କାଣ୍ଡ ଯୁକ୍ତ ଉଦ୍ଭିଦକୁ କଣ କୁହାଯାଏ ?

ଉ: ଲତା

୧୩- ଉଭୟ ଜଳ ଓ ସ୍ଥଳରେ ବାସ କରୁଥିବା ପ୍ରାଣୀ କିଏ ?

ଉ: ବେଙ୍ଗ

୧୪- ଉଦ୍ଭିଦ ଖାଦ୍ଯ ପ୍ରସ୍ତୁତି ସମୟରେ କେଉଁ ଗ୍ଯାସ ଗ୍ରହଣ କରେ ?

ଉ: ଅଙ୍ଗାରକାମ୍ଳ

୧୫- ଅଦାର କେଉଁ ଅଂଶଟି ଆମେ ଖାଉ ?

ଉ: ଚେର

୧୬- କେଉଁ ଜୀବର ଚଳନ ଶକ୍ତି ନାହିଁ ?

ଉ: ଉଦ୍ଭିଦ

୧୭- ଭାରତର ଜାତୀୟ ନୀତି କଣ ?

ଉ: ଅହିଂସା

୧୮- ପ୍ରଥମ ଇଲେକ୍ଟ୍ରିକ ଟ୍ରେନର ନାମ କଣ ?

ଉ: ଡେକାନ କୁଇନ

୧୯- ବିଶ୍ଵର ସବୁଠୁ ବଡ ଘଣ୍ଟାଘର କେଉଁଠାରେ ଅବସ୍ଥିତ ?

ଉ: ଋଷିଆ

୨୦- କେଉଁ ଦେଶ ପ୍ରଥମେ ବ୍ଯାଙ୍କ ନୋଟ ଜାରି କରିଥିଲା ?

ଉ: ସ୍ଵିଡେନ

୨୧- ବିଶ୍ଵର ସବୁଠାରୁ ମହଙ୍ଗା ଫଳ କେଉଁଠାରେ ମିଳିଥାଏ ?

ଉ: ଜାପାନ

୨୨- କେଉଁ ପକ୍ଷୀ କାନ ଦ୍ଵାରା ଦେଖିପାରେ ?

ଉ: ବାଦୁଡି

୨୩- ଆମେରିକାରେ କେତେ ପ୍ରତିଶତ ଭାରତୀୟ ଡାକ୍ତର ରହୁଛନ୍ତି ?

ଉ: ୩୮%

୨୪- ହାତୀ କେଉଁ ରଙ୍ଗକୁ ଦେଖି ରାଗି ଯାଇଥାଏ ?

ଉ: ହଳଦିଆ ରଙ୍ଗ

୨୫- କେଉଁ ପ୍ରାଣୀର 3000 ରୁ ଅଧିକ ଦାନ୍ତ ଅଛି ?

ଉ: ଧଳା ସାର୍କ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।