ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ କିଛି ପ୍ରଶ୍ନ ପଚରାଯାଏ । ସେହି ପ୍ରଶ୍ନ ଗୁଡିକ କିଛି ସହଜ ଥାଏ ତ କିଛି କଷ୍ଟ ଥାଏ । ଏହା ସହ ଏହି ପ୍ରଶ୍ନ ଓ ଉତ୍ତରରୁ କିଛି ଶିକ୍ଷଣୀୟ ଜିନିଷ ମଧ୍ୟ ଶିଖିବାକୁ ମିଳିଥାଏ ।
ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ରୋମାଞ୍ଚକର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଏହାକୁ ଆପଣ ମାନେ ପାଠପଢୁ ଥିବା ପିଲାଙ୍କୁ ମଧ୍ୟ ପଚାରି ପାରିବେ । ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଓ ଉତ୍ତର ଗୁଡିକ କଣ ରହିଛି ।
୧- ପୃଥିବୀପୃଷ୍ଠରେ କେତେ ପ୍ରତିଶତ ଜଳଭାଗ ରହିଛି ?
ଉତ୍ତର- ୭୧%
୨- ଲାକ୍ଷାଦ୍ଵୀପର ରାଜଧାନୀ କେଉଠି ଅଛି ?
ଉତ୍ତର- କାଭାରତି
୩- ନିମ୍ନଲିଖିତ ମଧ୍ୟରୁ କେଉଁ କମ୍ପାନୀ ଆଇଫୋନ ତିଆରି କରେ ?
ଉତ୍ତର- ଆପଲ
୪- ସବୁଠାରୁ ଅଧିକ ଭୂମିକମ୍ପ କେଉଁ ଦେଶରେ ହୋଇଥାଏ ?
ଉତ୍ତର- ଜାପାନ
୫- ଭାରତର ଯେଉଁ ରାଜ୍ଯରେ ସବୁଠାରୁ ଲମ୍ବା ତଟରେଖା ଅଛି ?
ଉତ୍ତର- ଗୁଜୁରାଟ
୬- ସେ କେଉଁ ଏକମାତ୍ର ମହିଳା ଯିଏ କି ନୋବେଲ ପୁରସ୍କାର ପାଇଛନ୍ତି ?
ଉତ୍ତର- ମେରି କ୍ୟୁରୀ
୭- କେଉଁ ଦେଶରେ ଜାତୀୟ ସଙ୍ଗୀତରେ କୌଣସି ଶବ୍ଦ ନାହି ?
ଉତ୍ତର- ସ୍ପେନ
୮-ନିମ୍ନ ଲିଖିତ କାହାର ବୈଜ୍ଞାନିକ ନାମ “ପାଭୋ କ୍ରିଷ୍ଟେଟସ” ଅଟେ ?
ଉତ୍ତର- ମୟୂର
୯- ନିମ୍ନ ଲିଖିତ କେଉଁ ରାଜ୍ୟଟି କାବେରୀ ନଦୀ ଜଳ ବିବାଦରେ ସାମିଲ ନୁହେ ?
ଉତ୍ତର- ଆନ୍ଧ୍ରପ୍ରଦେଶ
୧୦- ରାମାୟଣ ଅନୁସାରେ ନିମ୍ନ ଲିଖିତ ମଧ୍ୟରୁ କେଉଁମାନେ ଜଣେ ଅନ୍ୟ ଜଣକ ପ୍ରତି ସମୁଦି ଥିଲେ ?
ଉତ୍ତର- ଜନକ-ଦଶରଥ
୧୧- କେଉଁ ନୃତ୍ୟ ଶୈଳୀକୁ ଅଲମ୍ପିକ ଖେଳ ରୂପେ ସାମିଲ କରା ଯାଇଛି ଓ ୨୦୨୪ ଅଲମ୍ପିକ ଖେଳରେ ଏହାର ପ୍ରତିଯୋଗୀତା ଆରମ୍ଭ ଅହେବ ?
ଉତ୍ତର- ବ୍ରେକଡ୍ୟାନିସିଙ୍ଗ
୧୨- ୨୦୧୯ ମସିହା ମେ ମାସରେ କିଏ ଭାରତର କେନ୍ଦ୍ରୀୟ କୃଷି ଓ କୃଶକ କଲ୍ୟାଣ ମନ୍ତ୍ରୀ ହୋଇଥିଲେ ?
ଉତ୍ତର- ନରେନ୍ଦ୍ର ସିଂହ ତୋମର
୧୩- ରଦ ଲେବର, ବ୍ୟୋର୍ନ ବୋର୍ଗ ଓ ଜନ ମଇକେନରୋ ଏମାନେ ସମସ୍ତେ ତାଙ୍କ ସମୟରେ କେଉଁ ଖେଳରେ ପ୍ରସିଦ୍ଧି ଲାଭ କରିଥିଲେ ?
ଉତ୍ତର- ଟେନିସ
୧୪- ୧୯୬୨ ମସିହାର ଯୁଦ୍ଧ ପାଇଁ ଭାରତୀୟ ବାୟୁ ସେନାକୁ ଦିଆ ଜିଆଠିବା ଏକମାତ୍ର ମହାବୀର ଚକ୍ର ଦ୍ଵାରା କେଉଁ ବାୟୁ ସେନା ଅଧିକାରୀଙ୍କୁ ସମାନୀତ କରା ଯାଇଥିଲା ?
ଉତ୍ତର- ଜଗ ମୋହନ ନାଥ
୧୫- ଆଖୁ ବ୍ଯତୀତ ଅନ୍ୟ କେଉଁ ବୃକ୍ଷରୁ ଗୁଡ ତିଆରି ହୋଇଥାଏ ?
ଉତ୍ତର- ଖଜୁରୀ
୧୬- କେଉଁ ଫଳର ଚୋପା ନାହି କିମ୍ବା ମଞ୍ଜି ନାହି ?
ଉତ୍ତର- ତୁତକୋଳି ବା ମଲବେରି
ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ