କେଉଁ କର୍ମ କରିବା ଦ୍ଵାରା ମିଳିଥାଏ କୁକୁର ଜନ୍ମ

ଥରେ ଶ୍ରୀ ରାମ ଚନ୍ଦ୍ର ସଭାରେ ବସିଥିଲେ ଏହି ସମୟରେ ଗୋଟିଏ କୁକୁରର କ୍ରନ୍ଦନ ଶବ୍ଦ ଶୁଣିଲେ ତ ସେ ନିଜର ଦୂତକୁ କହି ସେହି କୁକୁରକୁ ଗୋଡାଇ ଦେଇଥିଲେ । ତାପର ଦିନ ସେହି କୁକୁର ପୁଣି ଥରେ ଦରବାରକୁ ଆସି କ୍ରନ୍ଦନ କରିବାକୁ ଲାଗିଲା । ଦୁତ ପୁଣି ଥରେ ତାକୁ ଗୋଡାଇ ଦେଇଥିଲେ । ତୃତୀୟ ଦିନ ପୁଣି ସେହି କୁକୁର ଆସି ଦରବାରରେ କ୍ରନ୍ଦନ କରିବାକୁ ଲାଗିଲା । ଏହି ଥର ଭଗବାନ ରାମ ସେହି କୁକୁର କୁ ଗୋଡାଇଲେ ନାହିଁ ।

ରାମ ଚନ୍ଦ୍ର ସେହି କୁକୁର ର କ୍ରନ୍ଦନ କରିବାର କାରଣ ପଚାରି ବୁଝିଲେ । ରାମଚନ୍ଦ୍ର ନିଜ ଦୂତଙ୍କ ଦ୍ଵାରା ସେହି କୁକୁରକୁ ଦରବାରକୁ ଡକାଇଲେ । କୁକୁର ଦୂତଙ୍କୁ କହିଲାକି ମୋତେ ପା-ପୀ ଜୋ-ନୀ-ରେ ଜନ୍ମ ମିଳିଛି ।

ଏଥିପାଇଁ ଦେବାଳୟ, ଯଜ୍ଞ ସ୍ଥଳ, ତୁଳସୀ ଗଛ, ରାଜ ଭବନ, ଗୋ ଶାଳା, ତୀର୍ଥ ସ୍ଥଳ, ମଠ, ରୋଷେଇ ଘର, ରତି ସ୍ଥାନ ଓ ସ୍ନାନ ସ୍ଥାନକୁ ଯିବା ପାଇଁ ଯୋଗ୍ୟ ନୁହେଁ ଏହି କାରଣ ଯୋଗୁଁ ତୁମେ ଶ୍ରୀ ରାମଙ୍କୁ ଏଠାକୁ ଆସିବା ପାଇଁ କୁହନ୍ତୁ । ଦୁତ ଶ୍ରୀ ରାମଙ୍କୁ ଯାଇ କୁକୁର ସବୁ କଥା କହିଲେ । ଏହି କଥା ଶୁଣି ଭଗବାନ ରାମ ବାଡି ଧରି କୁକୁର ପାଖକୁ ଆସିଲେ । ରାମ କୁକୁରକୁ କାନ୍ଦିବାର କାରଣ ପଚାରିଲେ ।

କୁକୁର କହିଲା କି ହେ ପ୍ରଭୁ ଆପଣ ବହୁତ କ-ଷ୍ଟ କରି ଏଠାକୁ ଆସିଛନ୍ତି । କହିଲା ହେ ମହାରାଜ ମୁଁ କୌଣସି ଅ-ପ-ରା-ଧ କରି ନାହିଁ କିନ୍ତୁ ଜଣେ ସନ୍ୟାସୀ ମୋତେ ପଥରରେ ମା-ରି ଗୋଡ ଛୋ-ଟା କରିଦେଇଛନ୍ତି । କୁକୁର କଥା ଶୁଣି ଶ୍ରୀ ରାମ ସେ ସନ୍ୟାସୀକୁ ଡାକି ପଚାରିଲେ କେଉଁ କାରଣ ପାଇଁ କୁକୁରର ଗୋଡ ଭା-ଙ୍ଗି-ଥି-ଲେ । ସନ୍ୟାସୀ ଉତ୍ତର ଦେଲେ କି ଭିକ୍ଷାପାନ ଗଲାବେଳେ କୁକୁର ତାଙ୍କର ଭିକ୍ଷା ଥଳିକୁ ଛୁଇଁ ଦେଲା ।

ଏଠି ପାଇଁ ସେ କ୍ରୋ-ଧ-ରେ ସେ କୁକୁରକୁ ପଥର ଫୋପଡିଥିଲେ ଓ ତାର ବ୍ଗୋଦ ଭା-ଙ୍ଗି-ଗଲା । କିନ୍ତୁ ଶ୍ରୀ ରାମ ସନ୍ୟାସିକୁ କହିଲେ କି କୁକୁର ଜ୍ଞାନ ହିନ ପ-ଶୁ ଅଟେ ସେ କୌଣସି ଖାଦ୍ୟ ପଦାର୍ଥ ଦେଖି ଆପଣଙ୍କୁ ଛୁଇଁ ଦେଲା ଏଥିପାଇଁ ଏଥିରେ ତାର କୌଣସି ଦୋଷ ନାହିଁ । ଏହାତ ତାର ସ୍ଵଭାବ ଅଟେ, ଏଥିପାଇଁ ଆପଣ ତାର ଅ-ପ-ରା-ଧୀ ଅଟନ୍ତି ।

ଶ୍ରୀ ରାମ କୁକୁରକୁ ନିର୍ଦେଶ ଦେଲେକି ଏହି ସନ୍ୟାସି ତୁମର ଅ-ପ-ରା-ଧୀ ଏଥିପାଇଁ ତୁମେ ହିଁ ତାଙ୍କୁ ଦ-ଣ୍ଡ ଦେଇପାରିବ । କୁକୁର ସନ୍ୟାସୀଙ୍କୁ କୌଣସି ଶିବାଳୟର ମହନ୍ତ କରିଦେବା ପାଇଁ ଶା-ସ୍ତି ଦେଲା । ଶ୍ରୀ ରାମ ସେହି ସନ୍ୟାସିକୁ ଶିବାଳୟର ମହନ୍ତ କରିଦେଲେ କିନ୍ତୁ ସନ୍ୟାସୀ ନିଜେ ଭାବୁଥିଲା କି ତାହାର ଭାଗ୍ୟ ବହୁତ ଭଲ ଯାହାଫଳରେ କି ସେ ମହନ୍ତ ହୋଇଗଲା ।

କିନ୍ତୁ ଦରବାର ରେ ଥିବା ଲୋକ ମାନେ କୁକୁରକୁ ଏହି ପରି ଶା-ସ୍ତି ସନ୍ୟାସିକୁ ଦେବାର କାରଣ ପଚାରିଲେ । କୁକୁର ଉତ୍ତର ଦେଲାକି କ୍ଷେତରେ ଉତ୍ପର୍ଣ ଅର୍ଣକୁ ରଖିବା ବାଲାକୁ ଶିବାଳୟ, ମଠ, ବଗିଚା ଦାନ ଗ୍ରାମ ଏହି ସ୍ଥାନର ଅଧିପତି । ଅନାଥ ସ୍ତ୍ରୀ ଓ ବାଳକଙ୍କର ଧନକୁ ହରଣ କରିବା ବାଲା । ଗା-ଳି ଗୁ-ଲ-ଜ କରିବା ବାଲା । ଗାଈ କିମ୍ବା ବିପ୍ର ପିନ ଉଦିଷ୍ଟ ଧନକୁ ହ-ର-ଣ କରିବା ବାଲା । ଅ-ନ୍ୟା-ୟ କରିବା ବାଲା ।

ଅନ୍ୟର ଧନ ହ-ର-ଣ କରିବା ବାଲା । ବ୍ରାହ୍ମଣର ଦାନକୁ ହ-ର-ଣ କରିବା ବାଲା ଲୋକ ମୃ-ତ୍ୟୁ ପରେ ଦ୍ଵିତୀୟ ଜନ୍ମରେ କୁକୁର ଜନ୍ମ ପାଇଥାନ୍ତି । କୁକୁର କହିଲାକି ସେ ପୂର୍ବ ଜନ୍ମରେ ଏକ ମଠର ମହନ୍ତ ଥିଲା ସେଥିପାଇଁ ସେ କୁକୁର ଜନ୍ମ ପାଇଛି । ଏହି କାରଣରୁ ସନ୍ୟାସୀ କୁ ତାର କର୍ମର ଦ-ଣ୍ଡ ଦେଇଛି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ