ଏହି କାର୍ଯ୍ୟ ପରେ ପାଣି ପିଇବା ହୋଇଥାଏ ବିଷ ପିଇବା ସହ ସମାନ, ନିଶ୍ଚୟ ଜାଣି ରଖନ୍ତୁ – Chanakya Niti

ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଜାଣନ୍ତି କି ଜଳ ହିଁ ଜୀବନ । ପାଣି ପିଇବା ଆମ ସ୍ଵାସ୍ତ ପାଇଁ ନିତାନ୍ତ ଆବଶ୍ୟକ । କିନ୍ତୁ କିଛି କ୍ଷେତ୍ରରେ ପାଣି ପିଇବା ଦ୍ଵାରା ଦେହ ଖରାପ ହୋଇଯାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ କି ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି ପାଣି କେଉଁ ସମୟରେ ପିଇବା ଦରକାର ଏବଂ କେଉଁ ସମୟରେ ପିଇବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ସମ୍ପୂର୍ଣ ଭାବରେ ।

ଚାଣକ୍ୟ କହିଛନ୍ତି କି ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଉଚିତ ନୁହେଁ । ଖାଇବା ହଜମ ନହେବା ପର୍ଯ୍ୟନ୍ତ ପାଣି ପିଇବା ଠିକ ନୁହେ । ନଚେତ ସ୍ଵାସ୍ତ ଖରାପ ହେବାର ସମ୍ଭାବନା ରହିଛି । ଯଦି ଏହା ଆପଣ କରୁଛନ୍ତି ତେବେ ଆପଣଙ୍କ ଖାଦ୍ଯ ହଜମ ହେବରେ ଅସୁବିଧା ହେବ । ଯଦି ଖାଦ୍ୟ ଠିକରେ ହଜମ ହେବ ନାହିଁ ତେବେ ଶରୀରକୁ ଶକ୍ତି ମଧ୍ୟ ମିଳିବ ନାହିଁ ।

କେବେ ନା କେବେ ପେଟ ସମ୍ଭନ୍ଧୀୟ ରୋଗ ହେବାର ସମ୍ଭାବନା ରହିଛି । ତେଣୁ ଭୋଜନ ସମୟରେ ପାଣି ପିଇଲେ ତାହା ବିଷ ସମାନ କାର୍ଯ୍ୟ କରେ । ଯଦି ଆପଣ ଚାହିଁବେ ତେବେ ଖାଇବା ମଧ୍ୟରେ ଟିକେ ଟିକେ ପାଣି ପିଇ ପାରିବେ । କିନ୍ତୁ ବେସୀ ପାଣି ପିଇବା ଖ୍ଯାତି କାରକ ଅଟେ । ତେଣୁ ଚାଣକ୍ୟ କହିଛନ୍ତି ଖାଇବା ସମ୍ପୂର୍ଣ ଭାବେ ହଜମ ହେବା ପରେ ପାଣି ପିଇଲେ ତାହା ଅମୃତ ସମାନ କାର୍ଯ୍ୟ କରିଥାଏ ।

ଏବଂ ଶରୀରକୁ ଭରପୁର ଶକ୍ତି ପ୍ରଦାନ କରିଥାଏ । ପାଚନ ତନ୍ତ୍ର ମଧ୍ୟ ଏହାଦ୍ବାର ଠିକ ରହିଥାଏ । ଯାହାଫଳରେ ପେଟ କାଟିବା, ଗ୍ୟାସ ଆଦି ସମସ୍ଯା ହୋଇନଥାଏ । ଧ୍ୟାନ ରଖନ୍ତୁ ଖାଇବାର 1 ଘଣ୍ଟା ପୁରବାରୁ ଆପଣ ଏକ ଗ୍ଳାସ ବା ଦୁଇ ଗ୍ଲାସ ପାଣି ପିଇପାରିବେ । ଖାଇବା ସମୟରେ ଅଳ୍ପ ଅଳ୍ପ ପାଣି ପିଇବା ଦ୍ଵାରା ଖାଇବା ଜଲ୍ଦି ହଜମ ହୋଇଥାଏ ।

ଏବଂ ପାଚନ ଶକ୍ତି ମଧ୍ୟ ବଢିଯାଏ । ଶୋଷ ଲାଗୁଥିବା ସମୟରେ ଏକ ଗ୍ଳାସ ପାଣି ନିହାତି ପିଇବା ଉଚିତ । ଏହା କରିବା ଦ୍ଵାରା ଆମ ଶରୀର ପାଣିର କମିକୁ ପୁରା କରିଦିଏ । ଶାରୀରିକ ପରିଶ୍ରମ କରିବାର ସଙ୍ଗେ ସଙ୍ଗେ ପାଣି ପିଇବା ଉଚିତ ନୁହେଁ । କାର୍ଯ୍ୟ କରିସାରିବାର ଅଧଘଣ୍ଟା ପରେ ପାଣି ପିଅନ୍ତୁ ।

ଆପଣ ମାନେ ଏହିସବୁ କଥାକୁ ଧ୍ୟାନରେ ରଖନ୍ତୁ ଆପଣଙ୍କ ସ୍ଵସ୍ଥ ନିଶ୍ଚୟ ସୁସ୍ତ ରହିବ । ଆଶା କରୁଛୁ ଏହେ ଆପଣଙ୍କ ପାଇଁ ନିଶ୍ଚୟ ଫଳପ୍ରଦ ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲନ୍ତୁନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।