କେଉଁ ଜିନିଷ ଶୁଖିଲେ 2 kg, ଓଦାରେ 1 kg , ଜଳିଗଲେ 3 kg ହୋଇଥାଏ ? ମଜାଦାର ପ୍ରଶ୍ନଉତ୍ତର

ନମସ୍କାର ବନ୍ଧୁଗଣ । ମଣିଷ ଜୀବନରେ ଶିକ୍ଷାର ଭୂମିକା ବହୁତ ଉନ୍ନତ ଅଟେ । ଶିକ୍ଷାକ୍ଷେତ୍ରରରେ ଅର୍ଜନ କରାଯାଇଥିବା ଜ୍ଞାନ ସବୁକ୍ଷେତ୍ରରରେ ବିନିଯୋଗ କରିଥାଉ । ଆଜି ଆମେ ଆପଣଙ୍କ ପାଇ ନେଇ ଆସୁଛି ଶିକ୍ଷାସ୍ତର ସହ ସମ୍ପର୍କିତ ପ୍ରଶ୍ନଉତ୍ତରମାଳା । ଏହାକୁ ଆପଣ ବ୍ୟାପାର ,ବାଣିଜ୍ୟ ଓ ରାଜନୈତିଜ କ୍ଷେତ୍ରରରେ ଉପଯୋଗ କରିପାରିବେ । ଏହା ବ୍ୟତୀତ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ତାଙ୍କ ପରୀକ୍ଷାରେ ଏହା ସହାୟକ ହୋଇଥାଏ । ତେବେ ଆଜି ଆମେ ମଜାଦାର କୁଇସ୍ ପ୍ରତିଯୋଗୀତା ନେଇଆସିଛୁ ଯଦି ଆପଣ ଉତ୍ତର ଜାଣନ୍ତି ତେବେ ଆମକୁ କମେଣ୍ଟ କରନ୍ତୁ ଏବଂ ଏହାକୁ ଆନନ୍ଦ ସହକାରେ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖନ୍ତୁ ।

 

1- ହୀରାକୁଦ ବନ୍ଧ କେବେ ଶୁଭ ଦିଆଯାଇଥିଲା ?

ଉତ୍ତର : ହୀରାକୁଦ ବନ୍ଧ 1948 ମସିହାରେ ଶୁଭ ଦିଆଯାଇଥିଲା ।

2- ଓଡିଶାରେ ମହାବାତ୍ୟା କେବେ ହୋଇଥିଲା ?

ଉତ୍ତର : ଓଡିଶାରେ ମହାବାତ୍ୟା 1999 ମସିହା ଅକ୍ଟୋବର 29ରେ ହୋଇଥିଲା ।

3- କେବେ କଳାପାହାଡ଼ ଓଡିଶା ଗମନ କରିଥିଲେ ?

ଉତ୍ତର : 1568 ମସିହାରେ କଳାପାହାଡ଼ ଓଡିଶା ଗମନ କରିଥିଲେ ।

4- ନ ଅଙ୍କ ଦୁର୍ଭିକ୍ଷ କେବେ ହୋଇଥିଲା ?

ଉତ୍ତର : 1866 ମସିହାରେ ନ ଅଙ୍କ ଦୁର୍ଭିକ୍ଷ ହୋଇଥିଲା ।

5- ସିପାହୀ ବିଦ୍ରୋହର ସାହାସିନି ନାରୀ ନେତ୍ରୀ କିଏ ?

ଉତ୍ତର : ରାଣୀ ଲକ୍ଷ୍ମୀବାଇ ହେଉଛନ୍ତି ସିପାହୀ ବିଦ୍ରୋହର ସାହାସିନୀ ନାରୀ ନେତ୍ରୀ ଅଟନ୍ତି ।

6- ଛତ୍ରପତି କାହାକୁ କୁହାଯାଏ ?

ଉତ୍ତର : ଶିବାଜୀଙ୍କୁ ଛତ୍ରପତି କୁହାଯାଏ ।

 

7- ଲୋହମାନବ କାହାକୁ କୁହାଯାଏ ?

ଉତ୍ତର : ସର୍ଦ୍ଧାର ବଲ୍ଲଭ ବାଇ ପଟେଲକୁ ଲୋହମାନବ ବୋଲି କୁହାଯାଏ ।

8- ଆଦିମ ମଣିଷ ପ୍ରଥମେ କେଉଁ ଧାତୁର ସନ୍ଧାନ କରିଥିଲେ ?

ଉତ୍ତର : ଆଦିମ ମଣିଷ ପ୍ରଥମେ ଲୁହା ଧାତୁର ସନ୍ଧାନ କରିଥିଲେ ।

 

9-   ଆମ ଓଡିଶା ଭାରତର କେଉଁ ଦିଗରେ ଅବସ୍ଥିତ ?

ଉତ୍ତର : ଆମ ଓଡିଶା ଭାରତର ପୂର୍ବ ଦିଗରେ ଅବସ୍ଥିତ ।

10 – କେଉଁ ଜିନିଷ ଶୁଖିଲେ 2 kg,ଓଦାରେ 1 kg ଓ ଜଳିଗଲେ 3 kg ହୋଇଥାଏ ?

ଉତ୍ତର : ସଲଫର୍ ଶୁଖିଲେ 2 kg ,ଓଦା ଥିଲେ 1 kg ଓ ଜଳିଗଲେ 3 kg ହୋଇଥାଏ ।

ଆଜିର ପ୍ରଶ୍ନଉତ୍ତର ସମାପ୍ତ ହେଇଛି ଆପଣଙ୍କୁ ଯଦି ଏଭଳି ପୋଷ୍ଟ ଭଲ ଲାଗିଥାଏ । ତେବେ ଆମ ପେଜ୍ କୁ ଲାଇକ ,ଶେୟାର ଓ କମେଣ୍ଟ କରନ୍ତୁ ।