କେଉଁ ଜୀବର କ୍ଷୀର ଦେଖିବାକୁ ଗୋଲାପୀ ହୋଇଥାଏ ? – GK Questions ଓ Answer

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ IAS, IPS, UPSC ଭଳି ପରୀକ୍ଷାରେ ଆସିଥିବା ୧୨ ଟି ପ୍ରଶ୍ନ ଉତ୍ତର । ଯଦି ଆପଣ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ନିଶ୍ଚିନ୍ତ ଭାବରେ ଏହି ପ୍ରଶ୍ନ ଉତ୍ତର ଗୁଡ଼ିକୁ ପଢନ୍ତୁ । ଆଶା କରୁଛୁ ଆପଣଙ୍କୁ ଏହି ପ୍ରଶ୍ନ ଉତ୍ତର ଆଗାମୀ ସମୟରେ ସାହାଯ୍ୟ କରିବ । ତେବେ ଚାଲନ୍ତୁ ଜାଣିବା

୧) କେଉଁ ଜୀବ ତା ପାଦରେ ଖାଦ୍ୟ ପଦାର୍ଥ ର ସ୍ଵାଦ ବାରିଥାଏ?

ଊ:- ପ୍ରଜାପତି।

୨) କେଉଁ ଖାଦ୍ୟ କେବେ ବି ଖରାପ ହୁଏ ନାହିଁ?

ଊ:- ମହୁ।

୩) ମଇଦା କେଉଁଥିରୁ ତିଆରି ହୁଏ?

ଊ:- ଗହମରୁ।

୪) ମଣିଷ ଶରୀରରେ କେତେ ଖଣ୍ଡ ହାଡ ଥାଏ?

ଊ:- ୨୦୬ ଖଣ୍ଡ।

୫) ତାଜମହଲ କେଉଁଠାରେ ଅବସ୍ଥିତ?

ଊ:- ଆଗ୍ରା ।

୬) ତାଜମହଲ କିଏ ନିର୍ମାଣ କରିଥିଲେ?

ଊ:- ଶାହାଜାହାନ।

୭) BSNL ର ଫୁଲଫର୍ମ କଣ?

ଊ:- Bharat sanchar nigam limited।

୮) CEO ର ଫୁଲଫର୍ମ କଣ?

ଊ:-Chief executive officer।

୯) DOB ର ଫୁଲଫର୍ମ କଣ?

ଊ:- date of birth।

୧୦) ପିପିଲି କଣ ପାଇଁ ପ୍ରସିଦ୍ଧ?

ଊ:- ଚାନ୍ଦୁଆ।

୧୧) ଭାରତର ସବୁଠାରୁ କମ ବୟସ ସହିଦ କିଏ?

ଊ:- ବାଜି ରାଉତ।

୧୨) କେଉଁ ଜୀବର କ୍ଷୀର ଦେଖିବାକୁ ଗୋଲାପି ରଙ୍ଗର ହୋଇଥାଏ?

ଊ:- ଜଳହସ୍ତୀ।

୧୩. ଆମେରିକା ରେ କେତେ ପ୍ରତିଶତ ଭାରତୀୟ ଡାକ୍ତର ରହୁଛନ୍ତି?
ଉତ୍ତର- ୩୮%।

୧୪. ସୁଗନ୍ଧିତ ସହର କାହାକୁ କୁହାଯାଏ?
ଉତ୍ତର- କନୌଜ।

୧୫. ଭାରତରେ ପ୍ରଥମ ମେଟ୍ରୋ ଟ୍ରେନ କେଉଁଠାରେ ଚାଲିଥିଲା?
ଉତ୍ତର- କୋଲକାତା

୧୬. ଏଭଳି କେଉଁ ଜିନିଷ ଅଛି ଯାହା ଆମେ ଅନ୍ୟ ମାନଙ୍କର ଦେଖିପାରୁ କିନ୍ତୁ ନିଜର କେବେବି ଦେଖିପାରି ନଥାଉ?
ଉତ୍ତର- ନିଜର ଭୁଲ

୧୭. ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ?
ଉତ୍ତର-ଜବାହରଲାଲ ନେହେରୁ।

୧୮. ତାହା କଣ ଯାହା ଖାଇବା ପୂର୍ବରୁ ଦେଖାଯାଇ ନ ଥାଏ ?
ଉତ୍ତର-ଧକ୍କା ଖାଇବା।

୧୯. ପତି ପ୍ରତିଦିନ କିନ୍ତୁ ପତ୍ନୀ ବର୍ଷରେ ଥରେ ପିନ୍ଧିଥାଏ ତା ନାମ କଣ ?
ଉତ୍ତର- ପଇତା

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।