Gk Qestions & Answers- କେଉଁ ଜୀବ ତାର ମୁହଁ ଦ୍ଵାରା ପିଲା ଜନ୍ମ କରିଥାଏ ? 99 % ଲୋକ ଫେଲ

ଆଜି ଆମେ ଆପଣଙ୍କୁ କିଛି ଏପରି ପ୍ରଶ୍ନ ଓ ଉତ୍ତର ବିଷୟରେ କହିବୁ ଯାହାକି ବହୁତ ସରଲ ଅଟେ । ଏହା ଏମିତି କିଛି ପ୍ରଶ୍ନ ଓ ଉତ୍ତର ଅଟେ ଯାହାକୁ ଯଦି ଆପଣ ପଢି କୌଣସି ବି ଇଣ୍ଟରଭିୟୁକୁ ଯିବେ ତେବେ ସେଠାରେ ଆପଣ କେବେ ହେଲେ ହାରିବେ ନାହିଁ । ଏହା ଛଡା ଏପରି କରିବା ଦ୍ଵାରା ଆପଣଙ୍କର ଯଦି ପାଠ ପଢାରେ ମନ ଲାଗୁ ନ ଥିବ ତେବେ ଆପଣ ଏହାକୁ ପଢି ବହୁତ ମଜା ଉଠାଇ ପାରିବେ । କାରଣ ଏଥିରେ କିଛି ମଜାଦାର ପ୍ରଶ୍ନ ଓ ଉତ୍ତର ମଧ୍ୟ ଅଛି ଯାହାକି ଆପଣଙ୍କୁ ବହୁତ ମଜା ଲାଗିବ ।

ଆପଣ ଅଳ୍ପ ଚିନ୍ତା କରନ୍ତୁ ଯଦି ଆପଣ କେଉଁ ଜାଗାକୁ ଯାଉଛନ୍ତି ଓ ସେଠାରେ ଗୋଟିଏ ପିଲା ପାଠ ପଢୁଛି, ତାର ମନକୁ ଏକ ପ୍ରଶ୍ନ ଆସିଲା ଓ ସେ ଆପଣଙ୍କୁ ପଚାରିବ କିନ୍ତୁ ଆପଣ ତାହାର ଉତ୍ତର ଜାଣି ନ ଥିବେ ତେବେ ଆପଣଙ୍କୁ ବହୁତ ଖରାପ ଲାଗିବ । କିନ୍ତୁ ଯଦି ଆପଣ ଏହାକୁ ପଢିବେ ତେବେ ହୁଏତ ଆପଣ ସବୁ ଉତ୍ତର ଦେଇ ପାରିବେ ।

ପ୍ରଶ୍ନ – କେଉଁ ପକ୍ଷୀର ଦାନ୍ତ ନ ଥାଏ ?

ଉତ୍ତର – ଶୁଆ ଦାନ୍ତ ନ ଥାଏ ।

ପ୍ରଶ୍ନ – କେଉଁ ପକ୍ଷୀକୁ ଶାନ୍ତିର ପ୍ରତୀକ ବୋଲି କୁହାଯାଏ ?

ଉତ୍ତର – ପାରାକୁ ଶାନ୍ତିର ପ୍ରତୀକ କୁହାଯାଏ ।

ପ୍ରଶ୍ନ – କେଉଁ ପକ୍ଷୀ ଭୂମି ସ୍ପର୍ଶ କରେ ନାହିଁ ?

ଉତ୍ତର – ବାଦୁଡି ଭୂମି ସ୍ପର୍ଶ କରେ ନାହିଁ ।

ପ୍ରଶ୍ନ – ଦୁନିଆରେ କେଉଁ ପକ୍ଷୀର ଅଣ୍ଡା ସବୁଠାରୁ ବଡ ଅଟେ ?

ଉତ୍ତର – ଓଟ ପକ୍ଷୀର ଅଣ୍ଡା ସବୁଠାରୁ ବଡ ଅଟେ ।

ପ୍ରଶ୍ନ – ଭାରତ ଓ ଚୀନ ମଧ୍ୟରେ କେଉଁ ମସିହାରେ ଯୁଦଧ ଆରମ୍ଭ ହୋଇଥିଲା ?

ଉତ୍ତର – ୧୯୬୨ ମସିହାରେ ଯୁଦଧ ଆରମ୍ଭ ହୋଇଥିଲା ।

ପ୍ରଶ୍ନ – ଭାରତ ଓ ପାକିସ୍ଥାନ ମଧ୍ୟରେ ପ୍ରଥମ ଯୁଦଧ କେଉଁ ମସିହାରେ ହୋଇଥିଲା ?

ଉତ୍ତର – ୧୯୬୫ ମସିହାରେ ହୋଇଥିଲା ।

ପ୍ରଶ୍ନ – ବାଂଲାଦେଶକୁ ସମର୍ଥନ କରୁଥିବା ସମୟରେ ସେ କେଉଁ ସମୟରେ ପାକିସ୍ଥାନ ଓ ଭାରତ ମଧ୍ୟରେ ଯୁଦଧ ହୋଇଥିଲା ?

ଉତ୍ତର – ୧୯୭୧ ମସିହାରେ ଯୁଦଧ ହୋଇଥିଲା ।

ପ୍ରଶ୍ନ – ୧୯୧୪ ମସିହାରେ ହୋଇଥିବା ବ୍ରିଟେନ ଓ ଜର୍ମାନୀ ମଧ୍ୟରେ କେଉଁ ଯୁଦଧ ହୋଇଥିଲା ?

ଉତ୍ତର – ପ୍ରଥମ ବିଶ୍ଵ ଯୁଦଧ ହୋଇଥିଲା ।

ପ୍ରଶ୍ନ – ଉଦ୍ଭିଦ ମଧ୍ୟରେ ଜଳ ସଂବାହିତ କାହା ମାଧ୍ୟମରେ ହୋଇଥାଏ ?

ଉତ୍ତର – ଜାଇଲେମ ମାଧ୍ୟମରେ ହୋଇଥାଏ ।

ପ୍ରଶ୍ନ – ଉଦ୍ଭିଦର ଖାଦ୍ୟ ପରିବହନ କାହା ମାଧ୍ୟମରେ ହୋଇଥାଏ ?

ଉତ୍ତର – ଫ୍ଲୋଏମ ମାଧ୍ୟମରେ ହୋଇଥାଏ ।

ପ୍ରଶ୍ନ – ଖାଦ୍ୟ ତିଆରି କରିବା ସମୟରେ ଉଦ୍ଭିଦ ବାୟୁରୁ କଣ ଗ୍ରହଣ କରିଥାଏ ?

ଉତ୍ତର – ଅଙ୍ଗାରକାମ୍ଳ ଗ୍ୟାସ ଗ୍ରହଣ କରିଥାଏ ।

ପ୍ରଶ୍ନ – କେଉଁ ଜୀବ ତାର ମୁହଁରେ ଛୁଆ ଜନ୍ମ କରିଥାଏ ?

ଉତ୍ତର – Gastric-brooding Frog ଆଖି ନିଜ ମୁହଁରେ ଛୁଆ ଜନ୍ମ କରିଥାଏ ।

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।