ରୋଷେଇ ଘରେ ତାୱାରେ ଭୁଲରେ ବି ଏହି ଜିନିଷ କେବେ ମଧ୍ୟ ବନାନ୍ତୁ ନାହିଁ, ପୁରା ଘର ହେଇଯିବ ବର୍ବାଦ- Vastu Shastra

ରୋଷେଇ ଘରେ ମାତା ଅର୍ଣ୍ଣପୂର୍ଣ୍ଣଙ୍କର ବାସ ହୋଇଥାଏ । ଆମେ ରୋଷେଇ ଘର ବିଷୟରେ କହିବା ତ ରୋଷେଇ ଘରର ତାୱା ଓ କଡେଇ ରାହୁର ପ୍ରତିନିଧିତ୍ଵ କରିଥାନ୍ତି । ଏଥିପାଇଁ ଏମାନଙ୍କର ଦୁଷ୍ଟ ପ୍ରଭାବରୁ ରକ୍ଷା ପାଇବା ପାଇଁ ଘରର ମହିଳାଙ୍କୁ କିଛି ଖାସ କଥା ଉପରେ ଧ୍ୟାନ ଦେବାକୁ ପଡିଥାଏ । ଖାସ କରି ମହିଳାଙ୍କୁ ତାୱାରେ ଏହି ଜିନିଷ କେବେ ପ୍ରସ୍ତୁତ କରିବା ଉଚିତ ନୁହେଁ ଏଥିରୁ ମାତା ଅର୍ଣ୍ଣପୂର୍ଣ୍ଣା କ୍ରୋଧିତ ହୋଇଥାନ୍ତି ଓ ଶନିଦେବ କ୍ରୋଧିତ ହୋଇଥାନ୍ତି ଯାହାଫଳରେ କି ବୃଦ୍ଧି ପାଇଥାଏ ଦାରିଦ୍ର୍ୟତା ।

ତେବେ ଆସନ୍ତୁ ଜାଣିବା ଏହି ଗୁରୁତ୍ଵ ପୂର୍ଣ୍ଣ ବିଷୟରେ । ତାୱାରେ ଆମେ ବିଭିର୍ଣ୍ଣ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିଥାଉ । ମୁଖ୍ୟତଃ ଆମେ ଏଥିରେ ରୁଟି ତିଆରି କରିଥାଉ । କିନ୍ତୁ କିଛି ଲୋକ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ପାଣିକୁ ଗରମ କରିଥାନ୍ତି ।

ଯାହାକି ଘୋର ଅନର୍ଥ ହୋଇଥାଏ । ଏହାଦ୍ବାରା ରାହୁ କେଟି କ୍ରୋଧିତ ହୋଇଥାନ୍ତି । ଯେତେବେଳେ ଗରମ ତାୱାରେ ପାଣି ଛନ କରି ଶବ୍ଦ କରିଥାଏ ଏହାଦ୍ବାରା ସେହି ମହିଳାଙ୍କର ଜୀବନରେ ବହୁତ କଷ୍ଟ ଆସିଥାଏ । ତାଙ୍କର ବୈବାହିକ ଜୀବନରେ ବହୁତ ସମସ୍ଯା ଆସିଥାଏ ।

ଏହା ଦ୍ଵାରା ସେହି ମହିଳାଙ୍କ କାରଣରୁ ସେହି ପରିବାର ଉପରେ ବହୁତ ସମସ୍ଯା ମାଡି ଆସେ ଓ ଶନି ଦେବଙ୍କ ପ୍ରକୋପ ସେହି ପରିବାର ପଡିଥାଏ । କାହିଁକି ନା ଲୁହାର ସମ୍ପର୍କ ସିଧାସଳଖ ଶନିଙ୍କ ସହ ଜଡିତ ଥାଏ । ଏଥି ପାଇଁ ଗରମ ଲୁହାରେ ପାଣି ପକାଇବା ଉଚିତ ନୁହେଁ । ପ୍ରଥମେ ତାୱାକୁ ଥଣ୍ଡା କରି ସେଥିରେ ପାଣି ପକାଇବା ଉଚିତ ।

 

ଏହା ପରେ ତାୱାକୁ ଭଲ ଭାବରେ ସଫାକରି କୌଣସି ଜାଗାରେ ଲୁଚାଇ ରଖିଦିଅନ୍ତୁ । ଘରେ ରୁଟି କରିବା ପୂର୍ବରୁ ତାବାରେ କିଛି ଲୁଣ ପକାଇ ତାପରେ ରୁଟି କରନ୍ତୁ । ଧ୍ୟାନ ରଖିବେ କି ଲୁଣରେ ଅନ୍ୟ କୌଣସି ମସଲା ମିସି ନ ଥିବ ନଚେତ ରାହୁ ଦୋଷ ବୃଦ୍ଧି ହୋଇଥାଏ । ତାୱା ଯଦି ପୁରୁଣା ହୋଇଯାଇଥାଏ କିମ୍ବା ଭାଙ୍ଗି ଯାଇଥାଏ ତାକୁ ଶନିବାର ଦିନ ବାହାର କରିଦିଅନ୍ତୁ ।

ଘରେ ରୁଟି କରିବା ପୂର୍ବରୁ ଗୋଟିଏ ଛୋଟ ରୁଟି ତିଆରି କରି କୌଣସି ପଶୁ ପକ୍ଷୀକୁ ଖାଇବା କୁ ଦିଅନ୍ତୁ । ଏହାଦ୍ବାରା ଘର ନକରାତ୍ମକ ପ୍ରଭାବ ଦୂର ହୋଇଥାଏ ଏବଂ ସବୁ ଦେବା ଦେବୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ଯାହା ଫଳରେ କି ଆପଙ୍କ ଘରେ ସବୁ ବେଳେ ଖୁସି ର ପରିବେଶ ରହିଥାଏ । ଧ୍ୟାନ ରଖନ୍ତୁ କେବେ ବି ଚୁଲାରେ ଖାଲି ତାୱା ଛାଡିବା ଉଚିତ ନୁହେଁ ଏହାଦ୍ବାରା ଘରେ ଦରିଦ୍ରତା ବୃଦ୍ଧି ପାଇଥାଏ । ଖାଦ୍ୟ ପ୍ରସ୍ତୁତି ପରେ ତାୱା କୁ ଭଲ ଭାବରେ ସଫସୁତୁରା କରି କୌଣସି ଜାଗାରେ ଲୁଚାଇ କରି ରଖିଦିଅନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।