Gk Questions & Answers- ଏମିତି କେଉଁ ଜୀବ ଅଛି ଯିଏ କେବେ ବି ଶୋଇ ନ ଥାଏ ?

ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରଭିଉରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରି ଥାନ୍ତି । ସେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ଯଦି କେଉଁ ପିଲା ପାଠ ପଢୁଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ମଧ୍ୟ ପାରିବେ ।  ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ।

୧. ଏଭଳି କେଉଁ ପ୍ରାଣୀ ରହିଛି ଯିଏ ନିଜର ମାଆ କୁ କେବେବି ଦେଖି ନାହିଁ ?
ଉତ୍ତର- ବିଚ୍ଛା।

୨. ଏଭଳି କେଉଁ ଗଛ ଅଛି ଯେଉଁଥିରେ ଆମେ ଚଢ଼ି ପାରିବୁ ନାହିଁ ?
ଉତ୍ତର- କଦଳୀ ଗଛ।

୩. କେଉଁ ପକ୍ଷୀ ର ଅଣ୍ଡା ସବୁଠାରୁ ବଡ଼ ହୋଇଥାଏ ?
ଉତ୍ତର- ସୁତୁରମୁର୍ଗ।

୪. କେଉଁ ପକ୍ଷୀ କେବେବି ଗଛ ରେ ବସି ନଥାଏ ?
ଉତ୍ତର- ଟିଟୋନି ନାମକ ପକ୍ଷୀ।

୫. ଏଭଳି କେଉଁ ପ୍ରାଣୀ ରହିଛି ଯିଏ କେବେ ବି ଶୋଇ ନଥାଏ ?
ଉତ୍ତର- ବୁଲ୍ଫର୍ଗ।

୬. ମନୁଷ୍ୟ ୨୪ ଘଣ୍ଟା ମଧ୍ୟରେ କେତେ ଥର ନିଶ୍ୱାସ ନେଇଥାଏ ?
ଉତ୍ତର- ୧୭ ରୁ ୩୦ ହଜାର ପର୍ଯ୍ୟନ୍ତ।

୭. ବିଶ୍ୱ ରେ ଏଭଳି କେଉଁ ଦେଶ ରହିଛି ଯେଉଁଠାରେ ଗୋଟିଏ ମଧ୍ୟ ନଦୀ ରହି ନାହିଁ ?
ଉତ୍ତର- ସାଉଦି ଆରବ।

୯. ବିଶ୍ୱ ର କେଉଁ ଦେଶରେ କପଡ଼ା ରେ ଖବର କାଗଜ ଛପା ହୋଇଥାଏ ?
ଉତ୍ତର- ସ୍ପେନ।

୧୦. ସବୁଠାରୁ ପ୍ରଥମେ କେଉଁ ଦେଶରେ ନୋଟ ବନ୍ଦୀ ହୋଇଥିଲା ?
ଉତ୍ତର- ଘନା ଦେଶରେ।

୧୧. ଗୋଟିଏ ବର୍ଷ ରେ ସମୁଦାୟ କେତେ ମିନିଟ ହୋଇଥାଏ ?
ଉତ୍ତର- ୫୨୫୬୦୦ ମିନିଟ।

୧୨. ଏଭଳି କିଏ ଅଛି ଯାହାର ଟିକଟ ହୋଇନଥାଏ ?
ଉତ୍ତର- ନବଜାତ ଶିଶୁ।

୧୩. ଛୋଟ ଭାରତ ବୋଲି କେଉଁ ଦେଶକୁ କୁହାଯାଏ ?
ଉତ୍ତର- ଫିଜି ଦେଶ।

୧୪. ଦେଶରେ ପ୍ରତି ବର୍ଷ କେତେ ଜଣ ବ୍ୟକ୍ତି ତ-ମ୍ବା-କୁ ଖାଇ ରୋଗରେ ପୀଡିତ ହୋଇ ମୃ-ତ୍ୟୁ ବରଣ କରନ୍ତି ?
ଉତ୍ତର- ପାଖାପାଖି ୮ ଲକ୍ଷ।

୧୫. ଭାରତର ସବୁଠାରୁ ଅଧିକ ମହଙ୍ଗା ଫିଲ୍ମ କଣ ଅଟେ ?
ଉତ୍ତର- ବହୁବଲି ୨।

୧୬. ଦେଶର କେଉଁ ରାଜ୍ୟ ରେ ଝିଅ ଓ ପୁଅ ଉଭୟ ଏକାଠି ବୁଲି ପାରିବେ ନାହିଁ ?
ଉତ୍ତର- ମିଜୋରାମ।

୧୭. କେଉଁ ପ୍ରାଣୀ ମନୁଷ୍ୟ ର ସବୁଠାରୁ ବଡ଼ ଶତ୍ରୁ ଅଟେ ?
ଉତ୍ତର- ମଶା।

୧୮. ବିଶ୍ୱ ର ସବୁଠାରୁ ତୀବ୍ର ଗତି ରେ ଦୌଡୁ ଥିବା ମନୁଷ୍ୟ କିଏ ?
ଉତ୍ତର- ଉସେନ ବୋଲ୍ଟ।

୧୯. ଭାରତରେ କେତେ ପ୍ରତିଶତ ଲୋକ ଇମାନଦାର ଅଟନ୍ତି ?
ଉତ୍ତର- ଏହି ଦୁନିଆ ରେ କେହି ମଧ୍ୟ ଇମାନଦାର ନୁହଁନ୍ତି।

୨୦. ଦୁନିଆର ସବୁଠାରୁ ଛୋଟ ଦେଶ କଣ ଅଟେ ?
ଉତ୍ତର- ବେଟିକନ୍ ଦେଶ।

୨୧. କେଉଁ ଦେଶରେ ଗୋଟିଏ ମଧ୍ୟ ଛୁଆ ଜନ୍ମ ନେଇ ନଥାନ୍ତି ?
ଉତ୍ତର- ବେଟିକନ ଦେଶ।

୨୨. ସବୁଠାରୁ ବୁଦ୍ଧିମାନ ମାଛ କିଏ ?
ଉତ୍ତର- ଡଲଫିନ୍।

୨୩. ବିଶ୍ୱ ର ସବୁଠାରୁ ବଡ଼ ଫଳ କଣ ଅଟେ ?
ଉତ୍ତର – ପଣସ।

୨୪. ଏଭଳି କେଉଁ ପ୍ରାଣୀ ଅଛି ଯିଏ ଗୋଡି ମଧ୍ୟ ଖାଇପାରେ ?
ଉତ୍ତର- ସତୁରମୁର୍ଗ।

୨୫. ତାଜମହଲ ତିଆରି ହେବା ପାଇଁ କେତେ ସମୟ ଲାଗିଥିଲା ?
ଉତ୍ତର- ୨୨ ବର୍ଷ।

୨୬. ସୁନା ର ଏଭଳି କେଉଁ ଜିନିଷ ରହିଛି ଯାହା ବଣିଆ ବିକ୍ରି କରି ନଥାଏ ?
ଉତ୍ତର- ସୁନାର ଚାରପାଇ।

୨୭. ଏଭଳି କେଉଁ ଜିନିଷ ରହିଛି ଯାହା ସର୍ବଦା ଓଦା ରହିଥାଏ ?
ଉତ୍ତର- ଜିଭ।

୨୮. କେଉଁ ଦେଶରେ ସବୁଠାରୁ ଅଧିକ ଫିଲ୍ମ ନିର୍ମିତ ହୋଇଥାଏ ?
ଉତ୍ତର- ଭାରତ।

୨୯. ଏଭଳି କେଉଁ ଦେଶ ଅଛି ଯେଉଁଠାରେ ଗୋଟିଏ ମଧ୍ୟ କ୍ଷେତ ରହିନାହିଁ ?
ଉତ୍ତର- ସିଙ୍ଗାପୁର।

୩୦. ମହୁ ଠାରୁ ଅଧିକ ମିଠା_।
ସୂର୍ଯ୍ୟ ଠାରୁ ଅଧିକ ଗରମ_।
ଫକୀର ପାଖରେ_।
ବାଦସାହ ଙ୍କୁ _ ଦରକାର।
_ ନ ଖାଇଲେ ମରିଯିବେ।
ଉତ୍ତର- କିଛି ନାହିଁ।

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।