IAS Exam Questions: କେଉଁ ଜୀବର 5 ଟି ଆଖି ଅଛି ? 99% ଲୋକ ଜାଣି ନଥିବେ…

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ଭାରତର ସବୁଠୁ ଅଧିକ ଜଙ୍ଗଲ କେଉଁ ରାଜ୍ୟରେ ଅଛି ?

ଉ: ମଧ୍ୟପ୍ରଦେଶ

୨- ସୂର୍ଯ୍ୟର ତାପମାନ କେତେ ?

ଉ: ୬ ହଜାର ଡିଗ୍ରୀ

୩- ପୃଥିବୀରେ ସବୁଠାରୁ ବେଶୀ କେଉଁ ଗ୍ଯାସ ଅଛି ?

ଉ: ଅକ୍ସିଜେନ

୪- ଲାଲକିଲ୍ଲା ଭାରତ ବ୍ଯତୀତ ଅନ୍ୟ କେଉଁ ଦେଶରେ ଅଛି ?

ଉ: ପାକିସ୍ତାନ

୫- ଭାରତର କେଉଁ ରାଜ୍ୟକୁ ମେଘର ଘର ବୋଲି କୁହାଯାଏ ?

ଉ: ମେଘାଳୟ

୬- କହିଲ ଦେଖି କେଉଁ ଫଳର ତିନୋଟି ଆଖି ରହିଥାଏ ?

ଉ: ନଡିଆ

୭- ଭାରତର ଜାତୀୟ ପତାକାର ନାମ କଣ ?

ଉ: ତ୍ରିରଙ୍ଗା

୮- ଭାରତର ଜାତୀୟ ଉପାଧିର ନାମ କଣ ?

ଉ: ଭାରତ ରତ୍ନ

୯- Sir ଙ୍କୁ ଓଡିଆରେ କଣ କୁହନ୍ତି ?

ଉ: ମହାଶୟ

୧୦- Madam ଙ୍କୁ ଓଡିଆରେ କଣ କୁହନ୍ତି ?

ଉ: ମହାଶୟା

୧୧- କର୍ଣ୍ଣାଟକ ରାଜ୍ୟର ରାଜଧାନୀର ନାମ କଣ ?

ଉ: ବାଙ୍ଗାଲୋର

୧୨- ବିଶ୍ଵର କେଉଁ ନଦୀର ପାଣି ଗରମ ଅଟେ ?

ଉ: ନୀଳ ନଦୀ

୧୩- ଭାରତରେ ଲୋକେ ସବୁଠୁ ଅଧିକ ସେବନ କରୁଥିବା ଖାଦ୍ଯ ସାମଗ୍ରୀର ନାମ କଣ ?

ଉ: ଚାଉଳ

୧୪- ବିଶ୍ଵର ପ୍ରଥମ ବିଶ୍ଵ ବିଦ୍ୟାଳୟ କିଏ ଅଟେ ?

ଉ: ତକ୍ଷଶିଳା ବିଶ୍ଵ ବିଦ୍ୟାଳୟ

୧୫- ଅନ୍ତରୀକ୍ଷରେ ପହଞ୍ଚିଥିବା ବିଶ୍ଵର ପ୍ରଥମ ବ୍ୟକ୍ତି କିଏ ଅଟନ୍ତି ?

ଉ: ମେଜର ୟୁରୀ ଗାଗରିନ

୧୬- ସୂର୍ଯ୍ୟର ଆକାର ପୃଥିବୀର କେତେ ଗୁଣ ଅଟେ ?

ଉ: ୧୩ ଲକ୍ଷ ଗୁଣ

୧୭- ପ୍ଲୁଟୋର ପରିକ୍ରମଣ କାଳ କେତେ ?

ଉ: ୨୪୮ ପୃଥିବୀ ବର୍ଷ

୧୮- ଲାଲ ଘୋଡା ଅଟକି ରୁହେ ଆଉ କଳା ଘୋଡା ଦଉଡି ଯାଏ, ତାହା କଣ ?

ଉ: ନିଆଁ ଏବଂ ଧୂଆଁ

୧୯- ସବୁଠାରୁ ବିଷାକ୍ତ ସାପ କିଏ ?

ଉ: କିଙ୍ଗ କୋବ୍ରା ବା ଅହିରାଜ

୨୦- ଭାରତର କେଉଁ ରେଳ ଷ୍ଟେସନରେ କେବଳ ମହିଳା କର୍ମଚାରୀ ଅଛନ୍ତି ?

ଉ: ମାଟୁଣା ରେଳ ଷ୍ଟେସନ

୨୧- କଳା ସୁନା କାହାକୁ କୁହାଯାଏ ?

ଉ: କୋଇଲାକୁ

୨୨- କେଉଁ ଜୀବର ୫ଟି ଆଖି ଅଛି ?

ଉ: ମହୁମାଛି

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।