କେଉଁ ଫୁଲର ଓଜନ 10 କିଲୋ ଠାରୁ ମଧ୍ୟ ଅଧିକ ? ଏହା ସହ ପଢନ୍ତୁ ଆହୁରି 20 ଟି Interesting General Q&A

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ଉଡନ୍ତା ବେଙ୍ଗ କେଉଁଠାରେ ଦେଖିବାକୁ ମିଳନ୍ତି ?

ଉ: ପଶ୍ଚିମ ଘାଟ ପାର୍ବତ୍ଯ ଅଞ୍ଚଳ, ଭାରତରେ

୨- କାହାକୁ ସକଳ ଶକ୍ତିର ଆଧାର ବୋଲି କୁହାଯାଏ ?

ଉ: ସୂର୍ଯ୍ୟ

୩- ଆମ ସୌରମଣ୍ଡଳରେ ସୂର୍ଯ୍ୟ ଚାରିପାଖେ କେତେତି ଗ୍ରହ ପ୍ରଦକ୍ଷିଣ କରୁଛନ୍ତି ?

ଉ: ୯ଟି

୪- ଗ୍ରହ ମାନଙ୍କ ମଧ୍ୟରେ ସବୁଠାରୁ ବଡ ଗ୍ରହ କିଏ ?

ଉ: ବୃହସ୍ପତ୍ତି

୫- କେଉଁ ଗ୍ରହ ସୂର୍ଯ୍ୟଙ୍କର ସବୁଠୁ ନିକଟରେ ଅବସ୍ଥିତ ?

ଉ: ବୁଧ ଗ୍ରହ

୬- କିଏ ଲାପଟପ୍ ର ଉଦ୍ଭାବନ କରିଥିଲେ ?

ଉ: କେ. ସିମ୍ପସନ

୭- କିଏ ମୋବାଇଲ ଫୋନ ର ଉଦ୍ଭାବନ କରିଥିଲେ ?

ଉ: ଡ. ମାଟିନ କପର

୮- କିଏ କମ୍ପ୍ୟୁଟର ର ଉଦ୍ଭାବନ କରିଥିଲେ ?

ଉ: ଚାର୍ଲସ୍ ବାବେଜ

୯- କେଉଁ ଦେଶରେ ଅତିଥି ମାନଙ୍କୁ କାନରେ ନାକ ଘଷି ସ୍ଵାଗତ କରାଯାଏ ?

ଉ: ଗ୍ରୀନଲାଣ୍ଡ

୧୦- କେଉଁ ଦେଶରେ ଅତିଥି ମାନଙ୍କୁ ଚୁମ୍ବନ ଦେଇ ସ୍ଵାଗତ କରାଯାଏ ?

ଉ: ଆମେରିକା

୧୧- କେଉଁ ଜୀବ ତା’ ଲାଞ୍ଜ ବାଟେ ମଧ୍ୟ ଦେଖିପାରେ ?

ଉ: ପ୍ରଜାପତି

୧୨- ବିଶ୍ଵର କେଉଁ ଦେଶରେ ପିତା ମହୁ ମିଳେ ?

ଉ: କାନାଡା

୧୩- ବିଶ୍ଵର କେଉଁ ନଦୀର ପାଣି ଖଟା ଲାଗେ ?

ଉ: ମରେଡାର୍ଲିଂ, ଅଷ୍ଟ୍ରେଲିଆ

୧୪- କେଉଁ ଜୀବ ଆଖି ବାଟେ ଶୁଣିପାରେ ?

ଉ: ପାଣିବେଙ୍ଗ

୧୫- କାହାକୁ ଧଳା କୋଇଲିର ଦେଶ ବୋଲି କୁହାଯାଏ ?

ଉ: ସୁଇଜରଲ୍ୟାଣ୍ଡ

୧୬- କିଏ ଦିଆସିଲି ର ଉଦ୍ଭାବନ କରିଥିଲେ ?

ଉ: ଜନ୍ ୱାକର

୧୭- ପରମାଣୁ ବୋମାର ଉଦ୍ଭାବନ କିଏ କରିଥିଲେ ?

ଉ: ଅଟୋହାନ

୧୮- କେଉଁ ପକ୍ଷୀ କେବେବି ବସା ତିଆରି କରେ ନାହିଁ ?

ଉ: କୋଇଲି

୧୯- ନରହତ୍ୟାରେ କେଉଁ ଦେଶ ବିଶ୍ଵ ରେକର୍ଡ କରିଛି ?

ଉ: ବ୍ରାଜିଲ

୨୦- ପୃଥିବୀର ବୃହତ୍ତମ ଜାହାଜ କିଏ ?

ଉ: କୁଇନ ଏଲିଜାବେଥ

୨୧- ଆମେରିକା କେଉଁ ଗ୍ରହର ସନ୍ଧାନ କରିବା ପାଇଁ ଗାଲିଲିଓ ନାମକ ରକେଟ ଅନ୍ତରୀକ୍ଷକୁ ପଠାଇ ଥିଲା ?

ଉ: ବୃହସ୍ପତି

୨୨- କେଉଁ ଦେଶକୁ ସୁନା ମାଛର ଦେଶ ବୋଲି କୁହାଯାଏ ?

ଉ: ଅଷ୍ଟ୍ରେଲିଆ

୨୩- କେଉଁ ଜୀବକୁ ଆଘାତ ଲାଗିଲେ ସେ ମଣିଷ ଭଳି କାନ୍ଦେ ?

ଉ: ଭାଲୁ

୨୪- କେଉଁ ଜୀବର ପାଟିରେ ସବୁଠାରୁ ଅଧିକ ଦାନ୍ତ ରହିଥାଏ ?

ଉ: କୁମ୍ଭୀର

୨୫- କେଉଁ ଫୁଲର ଓଜନ 10 କିଲୋ ଠାରୁ ମଧ୍ୟ ଅଧିକ ?

ଉ: ରାଫ୍ଲେସିଆ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।