Interesting Odia GK : କେଉଁ ଦେଶର ଲୋକେ ଗଛରେ ବାସ କରନ୍ତି ? କଣ ଆପଣ ଜାଣିଛନ୍ତି ?

ସାଧାରଣ ଜ୍ଞାନ ଆହରଣ କରିବା ଜୀବନରେ ଅନେକ କ୍ଷେତ୍ରରେ କାର୍ଯ୍ୟରେ ଆସିଥାଏ । ପାଠପଢା ଠାରୁ ନେଇ ଚାକିରି କ୍ଷେତ୍ର ପର୍ଯ୍ୟନ୍ତ ଅନେକ ସମୟରେ ସଠିକ ସାଧାରଣ ଜ୍ଞାନ ଆମକୁ ଆଗକୁ ବଢିବାରେ ସହାୟତା କରିଥାଏ । ସେଥିପାଇଁ ପ୍ରତ୍ଯେକ ବ୍ୟକ୍ତିଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ଜାଣିବା ନିହାତି ଆବଶ୍ୟକ । ଆପଣଙ୍କ ସାଧାରଣ ଜ୍ଞାନକୁ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନୋତ୍ତର ନେଇ ଆସିଛୁ । ଚାଲନ୍ତୁ ଆରମ୍ଭ କରିବା ।

୧- ଭାରତର ସବୁଠୁ ଶାକାହାରୀ ରାଜ୍ୟ କେଉଁଟି ?

ଉ: ରାଜସ୍ଥାନ

୨- ଭାରତର ସବୁଠୁ ବଡ ଏୟାରପୋର୍ଟର ନାମ କଣ ?

ଉ: ରାଜୀବ ଗାନ୍ଧୀ ଅନ୍ତଃରାଷ୍ଟ୍ରୀୟ ଏୟାରପୋର୍ଟ

୩- ଭାରତର ପ୍ରଥମ ମିସ୍ ୟୁନିଭର୍ସ କିଏ ?

ଉ: ସୁସ୍ମିତା ସେନ୍

୪- କର୍କଟ ରେଖା ଭାରତର କେତୋଟି ଜିଲ୍ଲା ଦେଇ ଯାଇଛି ?

ଉ: ୩୫ଟି

୫- ସୂର୍ଯ୍ୟରେ କେଉଁ ଗ୍ଯାସ ସବୁଠୁ ଅଧିକ ରହିଛି ?

ଉ: ହାଇଡ୍ରୋଜେନ

୬- ପୃଥିବୀରୁ ଦେଖା ଯାଉଥିବା ସବୁଠାରୁ ଚମକଦାର ଗ୍ରହ କିଏ ?

ଉ: ଶୁକ୍ର

୭- ସୌରମଣ୍ଡଳର ଆୟୁ କେତେ ବର୍ଷ ?

ଉ: ୪.୬ ଆରବ ବର୍ଷ

୮- କେଉଁ ଲଞ୍ଜା ତାରା ୭୬ରେ ବର୍ଷରେ ଥରେ ଦେଖାଦିଏ ?

ଉ: ହେଲି ଲଞ୍ଜା ତାରା

୯- କେଉଁ ଫସଲ ପାଇଁ ସବୁଠୁ ଅଧିକ କଳା ମାଟି ଆବଶ୍ୟକ ହୋଇଥାଏ ?

ଉ: କପାସ

୧୦- ସୂର୍ଯ୍ୟଙ୍କ ପ୍ରକାଶ ପୃଥିବୀ ଉପରେ ପଡିବାକୁ କେତେ ସମୟ ଲାଗିଥାଏ ?

ଉ: ୫୦୦ ସେକେଣ୍ଡ

୧୧- ଭାରତର ପ୍ରଥମ ପରମାଣୁ ପରୀକ୍ଷଣ କେବେ ଓ କେଉଁଠାରେ କରା ଯାଇଥିଲା ?

ଉ: ୧୪ ମେ ୧୯୭୪, ରାଜସ୍ଥାନ ଠାରେ

୧୨- କମ୍ପ୍ୟୁଟରର ଯେଉଁ ଅଂଶକୁ ଆମେ ସ୍ପର୍ଶ କରିପାରୁ ତାହାକୁ କଣ କୁହାଯାଏ ?

ଉ: ହାର୍ଡୱେୟାର

୧୩- କ୍ୟାନ୍ସର ଉପଚାର ପାଇଁ ବ୍ୟବହାର କରା ଯାଉଥିବା ସବୁଠୁ ଉତ୍କୃଷ୍ଟ ଗ୍ଯାସ କଣ ଅଟେ ?

ଉ: ରେଡାନ

୧୪- ମୋନେଜାଇଟ ବାଲୁରେ କେଉଁ ଖଣିଜ ପଦାର୍ଥ ମିଳିଥାଏ ?

ଉ: ଥୋରିୟମ

୧୫- ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଦୂରତା କେତେ ?

ଉ: ୧୫କୋଟି କିଲୋମିଟର

 

୧୬- କେଉଁ ବିଦେଶୀ ଆକ୍ରମଣକାରୀ ନିଜ ସହ କୋହିନୁର ହୀରା ଏବଂ ମୟୂର ସିଂହାସନ ଲୁଟି ନେଇ ଯାଇଥିଲେ ?

ଉ: ନଦୀର ଶାହ

୧୭- ଭାରତର ସବୁଠୁ ପୁରୁଣା ପର୍ବତ ଶୃଙ୍ଖଳ କେଉଠି ?

ଉ: ଆରାବଳୀ ପର୍ବତମାଳା

୧୮- କେଉଁ ଦେଶ ସହ ଭାରତର ସବୁଠୁ ଲମ୍ବା ସ୍ଥଳୀୟ ସୀମା ଲାଗି ରହିଛି ?

ଉ: ବାଂଲାଦେଶ

୧୯- ଆମ ସୌରମଣ୍ଡଳର ସବୁଠୁ ବଡ ଗ୍ରହ କିଏ ?

ଉ: ବୃହସ୍ପତି

୨୦- କେଉଁ ଦେଶର ଲୋକେ ଗଛରେ ବାସ କରନ୍ତି ?

ଉ: ଆଫ୍ରିକା

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।