ଆଜିର ରାଶିଫଳ, 28 ଜାନୁୟାରୀ 2022, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ଟି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୮ ଜାନୁୟାରୀ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର ମାନସିକ ଉଦାସି ମନରେ ରହିବ । କାନୁନି ମାମଲାରେ ଆପଣ ସଫଳ ହେବେ । ବେପାର କ୍ଷେତ୍ର ରେ ବଡ ଲାଭ ଦେଖିବାକୁ ପାଇବେ । ପରିବାର ଲୋକଙ୍କ ସହ ଆପଣ ଧାର୍ମିକ ସ୍ଥାନ କୁ ଯାତ୍ରା କରିବେ । ଆପଣଙ୍କ କାମର ସବୁ କ୍ଷେତ୍ର ରେ ଚର୍ଚ୍ଚା ହେବ । ଅଟକି ରହିଥିବା କାମ ପୁରା ହେବ । ଜୀବନରେ କିଛି ନୂଆ କରିବା ପାଇଁ ଯୋଜନା କରିବେ । ପ୍ରେମ ଜୀବନରେ ଆପଣଙ୍କର ସମୟ ଭଲ ବ୍ଯତୀତ ହେବ ।

ବୃଷ ରାଶି : ଆପଣଙ୍କ ଦ୍ଵାରା କରା ଯାଇଥିବା କାମରେ ସମାଜର ଲୋକ ମାନଙ୍କର ହିତ ହେବ । ଯାହା ଦ୍ଵାରା ଆପଣଙ୍କୁ ବଡ ସଫଳତା ମିଳିବ । ବେରୋଜଗାର ଦୂର କରିବା ପାଇଁ ଆପଣ ପ୍ରୟାସ କରିବେ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଆପଣଙ୍କର ଦୂର ହେବ । କୌଣସି ମାମଲାରେ ଆପଣଙ୍କର ଟଙ୍କା ଅଟକି ରହିପାରେ । କୌଣସି କଠିନ ପାଇଁ ଆପଣ ଚିନ୍ତା ରେ ରହିବେ । କୌଣସି ଖାସ କ୍ଷେତ୍ର ରେ ସଫଳ ହେବା ପାଇଁ ଆପଣ ଚେଷ୍ଟା ରହିବେ ।

ମିଥୁନ ରାଶି : ଆଜି ଆପଣଙ୍କୁ କୌଣସି ଭଲ ଖବର ଶୁଣିବାକୁ ମିଳିବ । ସନ୍ତାନ ପକ୍ଷରୁ ସହଯୋଗ ପ୍ରାପ୍ତ ହେବ । ମହିଳା ମିତ୍ରାଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ଯେଉଁ ମାନେ ଅବିବାହିତ ଅଛନ୍ତି ସେମାନଙ୍କର ବିବାହ ପ୍ରସ୍ତାବ ଆସିପାରେ । ନୂଆ ସ୍ଥାନ କୁ ଆପଣ ଯାତ୍ରା କରିବେ । ଆପଣଙ୍କ ମନରେ ଅଜଯ ନୂଆ ଅନୁଭୂତି ଅନୁଭବ ହେବ । କାର୍ଯ୍ୟ କ୍ଷେତ୍ରରେ ଆପଣ ଉନ୍ନତି କରିବେ । ପିତାଙ୍କ ଠାରୁ ଆର୍ଥିକ ଲାଭ ମିଳିବ । ଦାଂପତ୍ଯ ଜୀବନ ସୁଖମୟ ହେବ ।

କର୍କଟ ରାଶି : ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ଲାଗିବ । ଆୟରେ ବୃଦ୍ଧି ହେବ । ନିଜର ବାଣୀ ଉପରେ କାବୁ ରଖନ୍ତୁ । ଉଚ୍ଚ ଅଧିକାରୀ ଆପଣଙ୍କ କାମରେ ପ୍ରସନ୍ନ ରହିବେ । କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କର ଦାୟିତ୍ଵ ବଢିପାରେ । ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ । ଆୟ କରିବା ପାଇଁ ନୂଆ ମାର୍ଗ ମିଳିବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ମଧୁର ରହିବ ।

ସିଂହ ରଶି : ଆଜି ଆପଣଙ୍କର ଅହଡିଧିକ ଟଙ୍କା ଖର୍ଚ୍ଚ ହୋଇପାରେ । ଜୀବନ ସାଥିଙ୍କ ସହ କୌଣସି କଥାକୁ ନେଇ ମନାନ୍ତର ହୋଇପାରେ । ତେଣୁ ସତର୍କ ରୁହନ୍ତୁ । ଆପଣଙ୍କର ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ବଡ ଲାଭ ଦେଖିବାକୁ ମିଳିବ । କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଭାଗ୍ୟ ଆପଣଙ୍କର ସଂପୂର୍ଣ୍ଣ ସାଥ ଦେବ । ଆପଣ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ । ଆପଣଙ୍କର ଆତ୍ମବିଶ୍ଵାସରେ ବୃଦ୍ଧି ହେବ ।

କନ୍ୟା ରାଶି : ଯାତ୍ରାର ସ୍ଥିତି ସୁଖଦ ଓ ଲାଭପ୍ରଦ ହେବ । କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ଚାକିରି ଓ କାରୋବରରେ ଉନ୍ନତି ହେବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଅନୁକୂଳ ସ୍ଥିତି ରହିବ । ପାରିବାରିକ ଦାୟିତ୍ଵ ବୃଦ୍ଧି ହେବ । ଆଜି ଆପଣଙ୍କ ଜୀବନରେ ସନ୍ତୁଳନ ରକ୍ଷା କରିବେ । ଚାକିରି କ୍ଷେତ୍ର ରେ ବେତନରେ ବୃଦ୍ଧି ହୋଇପାରେ । ଅଟକି ରହିଥିବା କାମ ପୁରା ହେବ । ମନରେ ଆତ୍ମବିଶ୍ଵାସ ବୃଦ୍ଧି ହେବ । ଆୟରେ ବୃଦ୍ଧି ହେବ ।

ତୁଳା ରାଶି : ଆପଣଙ୍କର ସବୁ ଅଟକି ରହିଥିବା କାମ ଆରମ୍ଭ ହୋଇ ବେହତର ହେବ । ପରିବାର ଲୋକଙ୍କର ସହଯୋଗ ଆପଣ ପାଇବେ । ଆପଣଙ୍କୁ ସଫଳତା ପ୍ରାପ୍ତ ହେବା ପାଇଁ ନୂଆ ଅବସର ମିଳିବ । ଜୀବନରେ ଅପାର ସଫଳତା ହାସଲ କରିବା ପାଇଁ ମାତା ପିତା ଙ୍କ ସହଯୋଗ ପାଇବେ । କାମ କାର୍ଯ୍ୟକୁ ନେଇ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଚାକିରି କରିଥିବା ବ୍ୟକ୍ତିଙ୍କର ପଦ ଉନ୍ନତି ହୋଇପାରେ ।

ବିଛା ରାଶି : ଆଜି ଦିନ ଟି ଆପଣଙ୍କର ଧାର୍ଯ୍ୟର ସହ ରହିବାକୁ ପଡିବ । ଘର ପରିବାରରେ ସୁଖ ଶାନ୍ତିର ମାହୋଲ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ମିତ୍ର ମାନଙ୍କ ଗହଣରେ ଆପଣଙ୍କର ସମୟ ଭଲ ରହିବ । କାହାକୁ ପ୍ରପୋଜ କରିବାକୁ ଚାହୁଁଥିଲେ ଆଜି ଦିନ ଟି ଅନୁକୂଳ ରହିବ । ସନ୍ତାନ ମାନଙ୍କ ତରଫରୁ ଶୁଭ ସମାଚାର ଶୁଣିବାକୁ ପାଇବେ । ଆୟ କରିବାର ନୂଆ ମାର୍ଗ ମିଳିବ ।

ଧନୁ ରାଶି : ଆଜି ଆପଣ ନାକାରାତ୍ମକ ବିଚାରରୁ ଦୂରେଇ ରହିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଆୟ କରିବାର ନୂଆ ମାର୍ଗ ମିଳିବ । ଯେଉଁ ମାନେ ବେରୋଜଗାର ଅଛନ୍ତି ସେମାନଙ୍କୁ ନୂଆ ଚାକିରୀ ମିଳିବାର ଯୋଗ ରହିଛି । ବେପାର ବାଣିଜ୍ୟ କ୍ଷେତ୍ର ରେ ବଡ ଲାଭ ଦେଖିବାକୁ ମିଳିବ । ଆର୍ଥିକ ସ୍ଥିତି ମଜବୁତ ରହିବ । ପାରିବାରିକ ବାତାବରଣ ସୁଖଦ ରହିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ପ୍ରେମ ଜୀବନରେ ଆପଣ ସଫଳ ହେବେ ।

ମକର ରାଶି : ଆଜି ଆପଣଙ୍କୁ ଲାଭର ନୂଆ ଅବସର ପ୍ରାପ୍ତ ହେବ । ପରିବାରରେ ଶାନ୍ତିର ମହାୟଲ ରହିବ । ଆପଣ କୌଣସି ନୂଆ କାମ ଆରମ୍ଭ କରିବେ । ଆର୍ଥିକ ନୀତିରେ ପରିବର୍ତ୍ତନ ହୋଇପାରେ । ବିଜେନ୍ସ ରେ ଆପଣ ନୂଆ ନିବେଶ କରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ତାଳମେଳ ଠିକ ରହିବ । କୌଣସି ଦୂର ଜାଗାକୁ ଯାତ୍ରା କରିବେ । ମନରେ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ ।

କୁମ୍ଭ ରାଶି : ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆୟ ରେ ବୃଦ୍ଧି ହେବ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଶୁଭ ସମାଚାର ଶୁଣିବାକୁ ପାଇବେ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ଭାଇ ଭଉଣୀ ଙ୍କ ଠାରୁ ଆପଣ ଆର୍ଥିକ ଲାଭ ହେବ । ମନର ଶାନ୍ତି ପାଇଁ ଆପଣଙ୍କୁ ଯୋଗ କରିବାର ଆବଶ୍ୟକତା ରହିଛି । ନୂଆ ବେପାର ଆରମ୍ଭ କରିବା ପାଇଁ ପ୍ଳାନ କରିବେ ।

ମୀନ ରାଶି : ଆଜି ମିତ୍ର ମାନଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ପ୍ରିୟଜନ ମାନଙ୍କ ସହ ଆପଣଙ୍କର ସମ୍ପର୍କ ମଧୁର ରହିବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଅଧିକ ଲାଭବାନ ହେବେ । ଯେ କୌଣସି କାମରେ ହାତ ଦେବେ ସେଥିରେ ସଫଳ ହେବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ପ୍ରେମ ଜୀବନରେ ଆପଣଙ୍କର ସମୟ ଭଲ ରହିବ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।