କେଉଁ ଦେଶର ପ୍ରଧାନମନ୍ତ୍ରୀ ନିଜ ଝିଅକୁ ହିଁ ବିବାହ କରିଥିଲେ ? ଏହା ସହ ଆହୁରି 15 Interesting GK ପ୍ରଶ୍ନୋତ୍ତର

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- କେଉଁ ଦେଶରେ ରାତିରେ କୃଷିକାର୍ଯ୍ୟ କରାଯାଏ ?

ଉ: ନରୱେ ରେ ରାତିରେ ଚାଷ କରାଯାଏ ।

୨- ଭାରତର କେଉଁ ରାଜ୍ୟର ଲୋକଙ୍କର ଆଧାର କାର୍ଡ ତିଆରି ହୁଏନାହିଁ ?

ଉ: କାଶ୍ମୀର ଲୋକଙ୍କ ଆଧାର କାର୍ଡ ହୁଏନାହିଁ ।

୩- କେଉଁ ଦେଶର ଲୋକେ ସାପ ଖାଆନ୍ତି ?

ଉ: ଚୀନର ଲୋକେ ସାପ ଖାଆନ୍ତି ।

୪- କେଉଁ ଦେଶରେ ସବୁଠୁ ଅଧିକ ଧନୀ ଲୋକ ରୁହନ୍ତି ?

ଉ: ଲଣ୍ଡନ ରେ ସବୁଠୁ ଅଧିକ ଧନୀ ଲୋକ ଅଛନ୍ତି ।

୫- ମଶାର ଜୀବନକାଳ କେତେ ହୋଇଥାଏ ?

ଉ: ମଶାର ଜୀବନକାଳ ମାତ୍ର ୧୪ରୁ ୫୬ ଦିନ ।

୬- ଦୁନିଆର ସବୁଠୁ ଓଜନିଆ ସାପ କିଏ ?

ଉ: ଆନାକୋଣ୍ଡା ସବୁଠୁ ଓଜନିଆ ସାପ ।

୭- ପୃଥିବୀରେ ସମୁଦାୟ କେତୋଟି ମହାସାଗର ଅଛି ?

ଉ: ୫ଟି ମହାସାଗର ଅଛି ।

୮- ଦୁନିଆର ସବୁଠୁ କମ୍ ଉଚ୍ଚତାର ମହିଳା କେଉଁ ଦେଶରେ ଅଛି ?

ଉ: ଭାରତରେ, ତାଙ୍କର ନାମ ହେଉଛି ଜ୍ଯୋତି ଆବେ ।

୯- ପାକିସ୍ତାନର ରାଷ୍ଟ୍ରୀୟ ପଶୁ କିଏ ?

ଉ: ମାରଖୋର

୧୦- କେଉଁ ଦେଶରେ ବିଲେଇ ମାନଙ୍କ ପୂଜା କରାଯାଏ ?

ଉ: ଇଜିପ୍ଟ ରେ

୧୧- କେଉଁ ଦେଶର ଲୋକମାନେ ପବଜି ଖେଳନ୍ତି ନାହିଁ ?

ଉ: ଚୀନ ର ଲୋକେ ପବଜି ଖେଳନ୍ତି ନାହିଁ ।

୧୨- କେଉଁ ପରିବାରେ ସବୁ ପ୍ରକାର ଭିଟାମିନ ରହିଥାଏ ?

ଉ: ଅମୃତଭଣ୍ଡା ରେ ସବୁ ଭିଟାମିନ ରହିଥାଏ ।

୧୩- ଭାରତର କେଉଁ ରାଜ୍ୟରେ ନିଶାଦ୍ରବ୍ୟ ସେବନ କରିବା ଏକ ଅପରାଧ ଅଟେ ?

ଉ: କେରଳରେ ନିଶା କରିବା ଅପରାଧ ଅଟେ ।

୧୪- ସୂର୍ଯ୍ୟ ପୃଥିବୀ ଠାରୁ କେତେ ଗୁଣା ବଡ ?

ଉ: ସୂର୍ୟ ପୃଥିବୀ ଠାରୁ ୯୦୦ ଗୁଣା ବଡ ଅଟେ ।

୧୫- ଶେଷନାଗ ହ୍ରଦ କେଉଁ ରାଜ୍ୟରେ ଅବସ୍ଥିତ ?

ଉ: ଜାମ୍ମୁ-କାଶ୍ମୀରରେ ଅବସ୍ଥିତ ।

୧୬- ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ କେବେ ସ୍ଥାପିତ ହୋଇଥିଲା ?

ଉ: ୧୯୩୫ ରେ ସ୍ଥାପିତ ହୋଇଥିଲା ।

୧୭- କେଉଁ ଦେଶର ଜାତୀୟ ବୃକ୍ଷ ଆଖୁ ଅଟେ ?

ଉ: ପାକିସ୍ତାନ

୧୮- ଶାହାଜାହାନ ନିଜ ପତ୍ନୀ ମୁମତାଜଙ୍କ ସମାଧି କେଉଁଠି ବନେଇଥିଲେ ?

ଉ: ଆଗ୍ରା ରେ ।

୧୯- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ କଫି ଚାଷ କରାଯାଏ ?

ଉ: କର୍ଣ୍ଣାଟକ ରେ ସବୁଠୁ ଅଧିକ କଫି ଚାଷ ହୁଏ ।

୨୦- କେଉଁ ଦେଶର ପ୍ରଧାନମନ୍ତ୍ରୀ ନିଜର ହିଁ ଝିଅକୁ ବିବାହ କରିଥିଲେ ?

ଉ: ଡୋମିନିକା ର ପ୍ରଧାନମନ୍ତ୍ରୀ ନିଜ ଝିଅକୁ ବିବାହ କରିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।