Interesting Odia GK : କେଉଁ ଦେଶ ସବୁଠୁ ପ୍ରଥମେ କରୋନା ଭ୍ୟାକ୍ସିନର ଆବିଷ୍କାର କରିଥିଲା ?

ସାଧାରଣ ଜ୍ଞାନ ଆହରଣ କରିବା ଜୀବନରେ ଅନେକ କ୍ଷେତ୍ରରେ କାର୍ଯ୍ୟରେ ଆସିଥାଏ । ପାଠପଢା ଠାରୁ ନେଇ ଚାକିରି କ୍ଷେତ୍ର ପର୍ଯ୍ୟନ୍ତ ଅନେକ ସମୟରେ ସଠିକ ସାଧାରଣ ଜ୍ଞାନ ଆମକୁ ଆଗକୁ ବଢିବାରେ ସହାୟତା କରିଥାଏ । ସେଥିପାଇଁ ପ୍ରତ୍ଯେକ ବ୍ୟକ୍ତିଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ଜାଣିବା ନିହାତି ଆବଶ୍ୟକ । ଆପଣଙ୍କ ସାଧାରଣ ଜ୍ଞାନକୁ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନୋତ୍ତର ନେଇ ଆସିଛୁ । ଚାଲନ୍ତୁ ଆରମ୍ଭ କରିବା ।

୧- କେଉଁଠାରେ ଭଗବାନ ବୁଦ୍ଧଙ୍କୁ ଜ୍ଞାନ ପ୍ରାପ୍ତି ହୋଇଥିଲା ?

ଉ: ବୋଧିଗୟାରେ

୨- କିଏ ‘ଇନକିଲାବ ଜିନ୍ଦାବାଦ ନାରା ଦେଇଥିଲେ ?

ଉ: ଭାତ ସିଂ

୩- କ୍ଷେତ୍ରଫଳ ଦୃଷ୍ଟିରୁ ଭାରତର ସବୁଠୁ ଛୋଟ ରାଜ୍ୟ କେଉଁଟି ?

ଉ: ଗୋଆ

୪- କେଉଁ ଜିଲ୍ଲାକୁ ତାଲା ନଗରୀ ନାମରେ ଜଣାଯାଏ ?

ଉ: ଆଲିଗଡ

୫- କେଉଁ ଜିନିଷ କାଚକୁ ନଭାଙ୍ଗି ମଧ୍ୟ କାଚ ଭେଦ କରି ଯାଇପାରେ ?

ଉ: ଆଲୋକ

୬- କେଉଁ ରୋଗର ଉପଚାର ପାଇଁ ଇନସୁଲିନର ପ୍ରୟୋଗ କରାଯାଏ ?

ଉ: ମଧୁମେହ

୭- କେଉଁ ଶିଖ ଗୁରୁଙ୍କୁ ଶିଖ ଧର୍ମର ସଂସ୍ଥାପକ ବୋଲି ମାନାଯାଏ ?

ଉ: ଗୁରୁ ନାନକ

୮- କେଉଁ ଜୀବ ଜନ୍ମରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ କେବେ ହେଲେ ଶୁଏ ନାହିଁ ?

ଉ: ପିମ୍ପୁଡି

୯- କିଏ ଆର୍ଯ୍ୟ ସମାଜର ସ୍ଥାପନା କରିଥିଲେ ?

ଉ: ସ୍ଵାମୀ ଦୟାନନ୍ଦ ଜୀ

୧୦- ପଞ୍ଜାବୀ ଭାଷା କେଉଁ ଲିପି ଉପରେ ଆଧାରିତ ?

ଉ: ଗୁରୁମୁଖୀ

୧୧- ଭାରତର ମୁଖ୍ୟ ଭୂମିର ଦକ୍ଷିଣତମ ଶେଷ ଭାଗ କେଉଁଟି ?

ଉ: କନ୍ୟାକୁମାରୀ

୧୨- ଭାରତର କେଉଁ ରାଜ୍ୟରେ ସର୍ବପ୍ରଥମେ ସୂର୍ଯ୍ୟ ଉଦୟ ହୋଇଥାନ୍ତି ?

ଉ: ଅରୁଣାଚଳ ପ୍ରଦେଶ

୧୩- କେଉଁ ଦେଶରେ ଗୋଟିଏ ମଧ୍ୟ ଟ୍ରାଫିକ ସିଗନାଲ ନାହିଁ ?

ଉ: ଭୁଟାନ

୧୪- କଏଦୀ ମାନଙ୍କୁ ସବର୍ଦା ଧଳା ରଙ୍ଗର ପୋଷାକ କାହିଁକି ପିନ୍ଧିବାକୁ ଦିଆଯାଏ ?

ଉ: କାରଣ ଧଳା ରଙ୍ଗ ଶାନ୍ତିତ ପ୍ରତୀକ ଅଟେ

୧୫- ବିହୁ କେଉଁ ରାଜ୍ୟର ପ୍ରସିଦ୍ଧ ପର୍ବ ଅଟେ ?

ଉ: ଆସାମ

୧୬- ଅଅଁଳା ରେ କେଉଁ ଭିଟାମିନ ପ୍ରଚୁର ପରିମାଣରେ ଥାଏ ?

ଉ: ଭିଟାମିନ- C

୧୭- ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ କିଏ ଥିଲେ ?

ଉ: ୱିଲିୟମ ବେଣ୍ଟି॰

୧୮- କେଉଁ ଦେଶରେ କାଗଜର ଆବିଷ୍କାର ହହୋଇଥିଲା ?

ଉ: ଚୀନ

୧୯- ଗୌତମ ବୁଦ୍ଧଙ୍କ ପିଲାବେଳେ କଣ ନାମ ଦିଆ ଯାଇଥିଲା ?

ଉ: ସିଦ୍ଧାର୍ଥ

୨୦- କେଉଁ ଦେଶ ପ୍ରଥମେ ଭ୍ୟାକ୍ସିନର ଆବିଷ୍କାର କରିଥିଲା ?

ଉ: ଋଷ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।