କେଉଁ କ୍ରିକେଟର 100 ଟି ଶତକର ରେକର୍ଡ ବନାଇଛନ୍ତି? ୯୯% ଲୋକ ଜାଣନ୍ତି ନାହିଁ ଉତ୍ତର, ଏହା ସହିତ 13 GK ପ୍ରଶ୍ନ ଓ ଉତ୍ତର

ଜ୍ଞାନ ହିଁ ସଫଳତାର ଚାବି କାଠି । ଆଜି କାଲି ସବୁଆଡେ ନିଜର ଜ୍ଞାନ ରଖିବା ଉଚିତ । ବନ୍ଧୁଗଣ ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର ଆମ ସଭିଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ । ଅନେକ ସରକାରୀ,ବେସରକାରୀ ପରୀକ୍ଷା ତଥା IAS, OAS ଇତ୍ୟାଦି ଇଣ୍ଟରଭିୟୁ ପରୀକ୍ଷାରେ ଏହି ପ୍ରଶ୍ନ ଗୁଡିକ ପଚରା ଯାଇଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଜରୁରୀ IAS ପରୀକ୍ଷା ପ୍ରଶ୍ନ ଏବଂ ତାର ଉତ୍ତର ତେବେ ଆସନ୍ତୁ ସେଗୁଡ଼ିକ ଆଲୋଚନା କରିବା ।

ପ୍ରଶ୍ନ : ହେଲି କପ୍ଟର ଶଟ ପାଇଁ କେଉଁ କ୍ରିକେଟ ଖେଳାଳି ପ୍ରସିଦ୍ଧ ?

ଉତ୍ତର : ମହେନ୍ଦ୍ର ସିଂ ଧୋନି

ପ୍ରଶ୍ନ : ହିନ୍ଦୀରେ ପେଟ୍ରୋଲ କ’ଣ କୁହାଯାଏ ?

ଉତ୍ତର : ଇନ୍ଧନ ତୈଳ

ପ୍ରଶ୍ନ : ସଂସଦର ଦୁଇଟି ଗୃହର ମିଳିତ ବୈଠକରେ କିଏ ଅଧ୍ୟକ୍ଷତା କରନ୍ତି ?

ଉତ୍ତର : ଲୋକସଭାର ବାଚସ୍ପତି

ପ୍ରଶ୍ନ : ଇଞ୍ଜିନିୟରଙ୍କୁ ହିନ୍ଦୀରେ କ’ଣ କୁହାଯାଏ ?

ଉତ୍ତର : ଯନ୍ତ୍ରୀ

ପ୍ରଶ୍ନ: ଭାରତର କେଉଁ କ୍ରିକେଟର ଟି ଟ୍ୱେଣ୍ଟି ରେ ୬ଟି ବଲ ରେ ୬ଟି ଛକା ମାରିଥିଲେ ?

ଉତ୍ତର : ଯୁବରାଜ ସିଂ

ପ୍ରଶ୍ନ : କେଉଁ ଦେଶ ୫ଟି ବିଶ୍ୱକପ ଜିତିଛି ?

ଉତ୍ତର : ଅଷ୍ଟ୍ରେଲିଆ

ପ୍ରଶ୍ନ : ବହୁ ପ୍ରସିଦ୍ଧ ଆମେରିକାର ନ୍ୟୁ ୟର୍କ ରେ ଥିବା ମୂର୍ତ୍ତି, ଲ୍ୟାମ୍ପ ସହିତ ଲେଡି କିଏ ବୋଲି କୁହାଯାଏ ?

ଉତ୍ତର : ଫ୍ଲୋରେନ୍ସ ନାଇଟିଙ୍ଗଲେ

ପ୍ରଶ୍ନ : କେଉଁ ବ୍ୟକ୍ତିଙ୍କୁ ଭାରତରେ ପୋଲିସ ଗିରଫ କରିପାରିବ ନାହିଁ ?

ଉତ୍ତର : ଅଧିନିୟମ 361 ଅନୁଯାୟୀ, ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପୋଲିସ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କୁ ଗିରଫ କରିପାରିବ ନାହିଁ।

ପ୍ରଶ୍ନ : ଇଂରାଜୀରେ ଭର୍ମିଲିୟନ କ’ଣ କୁହାଯାଏ ?

ଉତ୍ତର : Vermilion (ଭର୍ମିଲିଅନ୍)

ପ୍ରଶ୍ନ : କମ୍ପ୍ୟୁଟରର ଜନକ କିଏ ?

ଉତ୍ତର : ଚାର୍ଲ୍ସ ବୈବେଜ

ପ୍ରଶ୍ନ: କେଉଁ କ୍ରିକେଟ ଖେଳାଳୀ ୧୮ ହଜାର ରୁ ଉର୍ଦ୍ଧ ରନ୍ ର ରେକର୍ଡ କରିଛନ୍ତି ?

ଉତ୍ତର : ସଚିନ ରମେଶ ତେନ୍ଦୁଲକର

ପ୍ରଶ୍ନ : କେଉଁ ଭାରତୀୟ କ୍ରିକେଟର ଅଧିନାୟକ ଆଇ ସିସି ର ସମସ୍ତ ଫର୍ମାଟ ର ବିଶ୍ୱକପ ଜିତିଛନ୍ତି ?

ଉତ୍ତର : ମହେନ୍ଦ୍ର ସିଂ ଧୋନି।

ପ୍ରଶ୍ନ: କେଉଁ କ୍ରିକେଟ ଖେଳାଳି ୧୦୦ ଟି ଶତକ ର ରେକର୍ଡ ବନାଇଛନ୍ତି ?

ଉତ୍ତର : ସଚିନ ରମେଶ ତେନ୍ଦୁଲକର

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।