Chanakya Neeti- ଜୀବନରେ ଯଦି କିଛି ବନିବାର ଅଛି ତ ସିଂହ ଠାରୁ ଶିଖନ୍ତୁ ଏହି 1 କଥା

ନମସ୍କାର ବନ୍ଧୁଗଣ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଆଚାର୍ଯ୍ୟ ଚଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ସେ ତାଙ୍କ ନୀତିରେ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ବହୁତ ମହତ୍ତ୍ୱ ପୁର୍ଣ୍ଣ କଥା କହିଛନ୍ତି । ଆଜି ଆମେ ଆପଣଙ୍କୁ ସିଂହର ଏପରି ସ୍ଵଭାବ ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ ଜୀବନରେ କିଛି କରି ଦେଖେଇବାକୁ ଚାହୁଁଛନ୍ତି ତେବେ ସିଂହ ଠାରୁ ଏହି କଥା ନିଶ୍ଚିୟ ଶିଖନ୍ତୁ । ଆଚାର୍ଯ୍ୟ ଚଣାକ୍ୟ ତାଙ୍କ ଦ୍ଵାରା ରଚିତ ଶ୍ଲୋକରେ ସିଂହର ଏପରି ଗୁଣ ବିଷୟର ବର୍ଣ୍ଣନା କରିଛନ୍ତି ଯେଉଁଥିରେ ପ୍ରତ୍ୟକ ମନୁଷ୍ୟକୁ ଆପଣେଇବା ଶିକ୍ଷା ଦିଆ ଯାଇଛି ।

ବନ୍ଧୁଗଣ ମନୁଷ୍ୟକୁ ଜୀବନରେ ସଫଳତା ପାଇବା ପାଇଁ ବହୁତ କଠିନ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡିଥାଏ । ଜୀବନ ଯଦି ସୁଖମୟ ହୋଇଯିବ ତେବେ ସେ ଜୀବନରେ ମଜା ନାହିଁ ।

କଠିନ ପରିସ୍ଥିତି ହିଁ ମନୁଷ୍ୟ ଜୀବନରେ ରୋମାଂଚ ଭରିଦିଏ । ଏହି କଥା ସବୁବେଳେ ଧ୍ୟାନରେ ରଖନ୍ତୁ । ଯେଉଁ ମନୁଷ୍ୟକୁ ସଫଳତା ଯେତେ ଶୀଘ୍ର ମିଳେ ସେ ସେତେ ଶୀଘ୍ର କ୍ଷୟ ହୋଇଯାଏ । ଆପଣଙ୍କୁ ସଫଳତାର ରାସ୍ତାରେ ଯେତେ କଷ୍ଟ ଆସିବ ଆପଣଙ୍କୁ ସଫଳତା ଆଡକୁ ସେତେ ପେଲି ହୋଇଯିବାକୁ ଇଛା ହେବ । କାମ କରିବା ସେଥିରେ ସଫଳ ହେବା କି ବିଫଳ ହେବା ତାହା ଦେଖି କାମ କରିବା ଉଚିତ ନୁହେଁ । ଅସଫଳତା ଠାରୁ ଆମକୁ ବହୁତ କିଛି ଶିଖିବାକୁ ମିଳେ ।

ଯଦି ଆପଣ କୋୖଣସି ପରୀକ୍ଷାରେ ଫେଲ ହେଇଯାଉଛନ୍ତି ତେବେ ଆପଣଙ୍କୁ ହତାସ କି ନିରାଶ ହେବ ଦରକାର ନାହିଁ । ଆପଣଙ୍କୁ ଯେଉଁ ଅସଫଳତା ମିଳିଛି ତାହା ଠାରୁ ଆପଣଙ୍କୁ ଶିଖିବା ଦରକାର । ଯଦି ଆପଣ ନିରାଶ ଓ ହତାଶ ହୋଇ ବସି ରହିବେ ତେବେ ଆପଣ ଜୀବନରେ କେବେ ସଫଳତା ପାଇ ପାରିବେ ନାହିଁ । ଏହି ଦୁନିଆରେ ଯାହାକୁ ସଫଳତା ସହଜରେ ମିଳିଯାଏ ଓ ସେତେ ଜଲ୍ଦି ସେ ଫେଲ ମଧ୍ୟ ହୋଇଯାଏ । ନିଜେ ସଫଳତା ପାଇବା ପାଇଁ କେବେ ବି ସହଜ ଵାଟ ଦେଖନ୍ତୁ ନାହିଁ ।

ସବୁବେଳେ କଠିନ ରାସ୍ତାରେ ଯିବା ପାଇଁ ପ୍ରୟାସ କରନ୍ତୁ । କାରଣ କଠିନ ରାସ୍ତାରେ ଆମକୁ ବହୁତ କିଛି ଶିଖିବାକୁ ମିଳେ । କଠିନ ରାସ୍ତାରେ ଆମର ସାହାସ ଓ ଧର୍ଯ୍ୟ ବଢିଥାଏ ଓ ଆମକୁ ଅଧିକ ସହିବାର ଶକ୍ତି ମଧ୍ୟ ମିଳିଥାଏ । ଅସଫଳତା ଓ ଆପଣଙ୍କ ଉପରେ ଆସିଥିବା କଷ୍ଟ ପ୍ରଭାବରେ ଆପଣଙ୍କ ଆତ୍ମା କୋଶି ହୋଇ ଥାଏ ଓ ବହୁତ କିଛି ଶିଖଇଥାଏ ଓ ଭାଗ୍ୟ ବି ଅପଣଙ୍କୁ କିଛି ନା କିଛି ଶିଖାଇ ଥାଏ ।

ଆପଣଙ୍କୁ ଶିକ୍ଷା ଦେଇଥାଏ ଆପଣଙ୍କ ସହିତ କିଛି ଏପରି ହୋଇଥାଏ ଯାହା ଆପଣଙ୍କ ଆତ୍ମାର ବିକାଶ କରିଥାଏ ତାକୁ ଏକ ନୂଆ ଉଚ୍ଛତାରେ ନେଇ ଯାଇଥାଏ । ଆପଣ ଯଦି ଏହି ସବୁ କଥା ମାନି କାମ କରିବେ ତେବେ ଆପଣଙ୍କୁ ସଫଳତା ବହୁତ ଜଲ୍ଦି ମିଳିଯିବ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।