ସ୍ତ୍ରୀ ଓ ପୁରସ ମାନଙ୍କର ଗୁପ୍ତ ଅଙ୍ଗରେ କଳାଜାଇ ଥିଲେ ଆହାର ଅର୍ଥ କଣ ହୋଇଥାଏ ? ଏହା ସହିତ ଜାଣନ୍ତୁ ଏହି 1 ଅଙ୍ଗରେ କଳାଜାଇ ଥିଲେ ହୋଇଥାଏ ବହୁତ ସୁବହ

ମଣିଷ ଶରୀରରେ କୌଣସି ନା କୌଣସି ଅଙ୍ଗରେ କଳାଜାଇ ରହିଥାଏ ଯାହା ବୟସ ଅନୁସାରେ ବଢିଥାଏ । ସମୁଦ୍ର ଶାସ୍ତ୍ର ଅନୁସାରେ ଶରୀରରେ ଥିବା କଳାଜାଇର କିଛି ବିଶେଷ ମହତ୍ଵ ରହିଛି ।

ଆଜି ଆମେ ଆପଣ ମାନଙ୍କୁ ଶରୀରରେ କେଉଁ ଅଙ୍ଗରେ କଳାଜାଇ ରହିଲେ ଶୁଭ ହୋଇଥାଏ ଓ କେଉଁ ଅଙ୍ଗରେ କଳାଜାଇ ରହିଲେ ଅଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।ଯଦି ନାରୀର ଓଠରେ କଳାଜାଇ ରହିଥାଏ ତେବେ ସେ ପୁରୁଷଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ଯଦି ଓଠର ଉପର ଭାଗରେ କଳାଜାଇ ରହିଥାଏ ତେବେ ବ୍ୟକ୍ତି କା-ମ-ନା ପ୍ରତି ଅଧିକ ଆଗ୍ରହ ହୋଇଥାଏ । ଯଦି ପୁରୁଷର ବାମ ଆଖିରେ କଳାଯାଇ ଥାଏ ତେବେ ଦାଂ-ପ-ତ୍ଯ ଜୀବନରେ କ-ଳ-ହ ଲାଗି ରହିବ । ସର୍ବଦା ଜୀବନ ସାଥି ସହ ମ-ତା-ନ୍ତ-ର ହେବ ।

ଡାହାଣ ଗାଲରେ ଓ ମୁଣ୍ଡରେ କଳାଜାଇ ଥାଏ ତେବେ ଧନ ଲାଭର ଆଶଙ୍କା ରହିଥାଏ । ଯଦି ଓଠ ତଳେ କଳାଜାଇ ଥାଏ ତେବେ ଆପଣ ଜୀବନ ସାଥିଙ୍କୁ ବହୁତ ପ୍ରେମ କରନ୍ତି । ନାକରେ କଳାଜାଇ ଥାଏ ତେବେ ଏହାର ଅର୍ଥ ହେଉଛି ଆପଣ ବିଦେଶକୁ ଅଧିକ ସମୟ ଯାତ୍ରା କରି ପାରନ୍ତି । ଏହା ଛଡା ଦାମୀ ଗାଡିରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ଯଦି ଗଳାରେ କଳାଜାଇ ଥାଏ ତେବେ ଆପଣ ନିଜ ବଚନ ଦ୍ଵାରା ଜୀବନରେ ସଫଳତା ପାଇବେ । ଏହି ସ୍ଵଭାବର ବ୍ୟକ୍ତି ଅଧିକ ଭାବୁକ ହୋଇଥାନ୍ତି ।

ଡାହାଣ ହାତରେ କଳାଜାଇ ଥାଏ ତେବେ ଆପଣ ଧନ ଲାଭ କରିବେ । ଏହାର ଅର୍ଥ ହେଉଛି ଆପଣ ବହୁତ ଟଙ୍କା ରୋଜଗାର କରିବେ । ପାଦରେ କଳାଜାଇ ରହିଲେ ତେବେ ତାହା ଶୁଭ ହୋଇଥାଏ । ଆପଣ ଅଧିକ ଧନବାନ ହେବେ । ଦାମୀ ଗାଡିରେ ଯାତ୍ରା କରିବାକୁ ଆପଣ ପସନ୍ଦ କରିବେ ।  ମଥାରେ ବାମ ପଟେ କଳାଜାଇ ଥାଏ ତେବେ ଜୀବନରେ ଅନେକ ସମସ୍ଯା ଦେଖା ଯାଏ ।

କିନ୍ତୁ ଯଦି ମଥାରେ ଡାହାଣ ପଟେ କଳାଜାଇ ଥାଏ ତେବେ ଏହା ଶୁଭ ହୋଇଥାଏ ।  ଯଦି ବ୍ୟକ୍ତିର କାନ୍ଧରେ କଳାଜାଇ ଥାଏ ତେବେ ସେ ଜୀବନରେ ମାନ ସମାନ ପାଇଥାଏ । ଏହି ବ୍ୟକ୍ତି ଜୀବନରେ କିଛି ବି ସମସ୍ଯା ହୋଇନଥାଏ । ସମୁଦ୍ର ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଅଣ୍ଟାରେ କଳାଜାଇ ରହିଲେ ଅଶୁଭ ହୋଇଥାଏ । କାରଣ ବ୍ୟକ୍ତି ଜୀବନରେ ସବୁବେଳେ ସମସ୍ଯା ଲାଗି ରହିଥାଏ ।

ଯଦି ବ୍ୟକ୍ତିର ପେଟ ମଧ୍ୟ ଭାଗରେ କଳାଜାଇ ରହେ ତେବେ ସେ ଭାଗ୍ୟଶାଳୀ ହୋଇଥାଏ । ଏହା ଛଡା ବ୍ୟକ୍ତିର ଛାତିରେ କଳାଜାଇ ଥିଲେ ସେ ଧନବାନ ଓ ସମୃଦ୍ଧଶାଳି ହୋଇଥାଏ ନାକରେ ଡାହାଣ କଳାଜାଇ ଥିବା ମହିଳାମାନେ ଶାନ୍ତ ରହିବାକୁ ପସନ୍ଦ କରନ୍ତି । ଯଦି ନାରୀର ପିଠିରେ କଳାଜାଇ ଥାଏ ତେବେ  ସେମାନେ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ