କେଦାରନାଥ ଯାତ୍ରା ଯୁବକଙ୍କ ପାଇଁ କାଳ ହେଲା । ହେଲିକପ୍ଟର ପଙ୍ଖାରେ ଭୟଙ୍କର ଭାବେ କଟିଗଲା ବେକ । ଦେଖୁ ଦେଖୁ ଘଟଣାସ୍ଥଳରେ ଉଡିଗଲା ପ୍ରାଣବାୟୁ । ସୋମବାର ହୋଇଥିବାରୁ କେତେ ଖୁସିରେ ମହାଦେବଙ୍କ ଦର୍ଶନ ପାଇଁ ଯାଉଥିଲେ । ହେଲେ ଦର୍ଶନ କରିବା ପୂର୍ବରୁ ଏମିତି କିଛି ଅ-ଘ-ଟ-ଣ ଘଟିଗଲା ଯାହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଛି । ହେଲିକପ୍ଟର ପଙ୍ଖାରେ ବେକ କ-ଟି ଯେ ତାଙ୍କର ମୃ-ତ୍ୟୁ ହୋଇଯିବ ଏକଥା କିଏ ଜାଣିଥିଲା !
ଅକାଳରେ ଚାଲିଗଲା ଯୁବକଙ୍କ ଜୀବନ । ହେଲିକପ୍ଟରରେ ଲାଗିଥିବା ପଙ୍ଖାରେ ବେକ କଟିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃ-ତ୍ୟୁ ହୋଇଥିବା ସୂଚନା ରହିଛି । ମୃ-ତ-କ ଯୁବକଜଣକ ହେଉଛନ୍ତି ଅମିତ ସୋନି । ଦୁ-ର୍ଘ-ଟ-ଣା ସମୟରେ ଅମିତ କେଦାରନାଥ ହେଲିକପ୍ଟର ନିରୀକ୍ଷଣ କରୁଥିଲେ । କାରଣ ସେ ଉତ୍ତରାଖଣ୍ଡରେ ବେସାମରିକ ବିମାନ ଚଳାଚଳର ଆର୍ଥିକ ନିୟନ୍ତ୍ରକ ଥିଲେ । ତେଣୁ ହେଲିକପ୍ଟର ନିରୀକ୍ଷଣ ପାଇଁ ହେଲିକପ୍ଟରରୁ ଓହ୍ଲାଉଥିବା ବେଳେ ତାଙ୍କ ସହ ଏଭଳି କିଛି ଅ-ଘ-ଟ-ଣ ଘଟି ଯାଇଥିଲା ।
ଫଳରେ ଅକାଳରେ ଅମିତ ସୋନିଙ୍କ ଜୀବନ ଚାଲିଯାଇଛି । ସୂଚନା ଅନୁସାରେ କେଦାରନାଥ ଧାମରେ ଥିବା ହେଲିପ୍ୟାଡରେ ହେଲିକପ୍ଟର ଅବତରଣ କରିବା ସମୟରେ ପଛ ପଟେ ଲାଗିଥିବା ପଙ୍ଖାରେ ତାଙ୍କର ବେକ କ-ଟି ଯାଇଥିଲା । ଯେଉଁଥି ପାଇଁ ଘଟଣାସ୍ଥଳରେ ହିଁ ଯୁବକଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ହେଲିକପ୍ଟରରେ ଦୁ-ର୍ଘ-ଟ-ଣା ସମୟରେ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ସିଇଓ ମଧ୍ୟ ଉପସ୍ଥିତ ଥିଲେ ବୋଲି କୁହାଯାଉଛି ।
କେଦାରନାଥ ଯାତ୍ରା ବନ୍ଦ ଥିବାବେଳେ ଏପ୍ରିଲ 25 ତାରିଖରୁ ପୁଣି ଥରେ ଶ୍ରଦ୍ଧାଳୁଙ୍କ ପାଇଁ କେଦାରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ତେଣୁ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ସେଠାରେ ଥିବା ହେଲିପ୍ୟାଡରେ ହେଲିକପ୍ଟର ସବୁ ଏବେଠୁ ପହଞ୍ଚି ସାରିଲାଣି । ଚଳିତ ବର୍ଷ ଡ଼ିସିଜିଏସ ସେଠାରେ 9ଟି ହେଲିକପ୍ଟର ଚଳାଚଳକୁ ଅନୁମତି ଦେଇଛି । ଆଜିଠାରୁ ଗଙ୍ଗୋତ୍ରୀ, ଯମୁନୋତ୍ରୀ ଧାମର କବାଟ ଖୋଲିବା ସହ ଛାଇଧାମ ଯାତ୍ରା ଆରମ୍ଭ ହୋଇଛି । ତେବେ ଉତ୍ତରାଖଣ୍ଡରେ ତିନିଦିନ ଧରି ପାଣିପାଗ ସାମାନ୍ଯ ଖରାପ ରହିଛି ।
ବର୍ଷା ଯୋଗୁଁ ବଦ୍ରିନାଥ ଏବଂ କେଦାରନାଥରେ ତୁଷାରପାତ ହେଉଥିବା ସୂଚନା ରହିଛି । ଆଉ ଏହାରି ମଧ୍ୟରେ ଏଭଳି ଅ-ଘ-ଟ-ଣ ସାରା ଦେଶବାସୀଙ୍କୁ ବିଚଳିତ କରିଛି । ସାମାନ୍ଯ ଅସାବଧାନତା ହେତୁ କେଦ୍ରାନାଥ ଧାମରେ ଉକ୍ତ ଯୁବକଙ୍କ ଜୀବନ ଚାଲିଗଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।