ମହିଳାଙ୍କର ଏହି 1 ଜିନିଷ କେବେ ବି ଦେଖନ୍ତୁ ନାହିଁ, ହୋଇଥାଏ ବିନାଶର କାରଣ – Chanakya Niti

ଭାରତ ଇତିହାସରେ ଚାଣକ୍ୟ ଜଣେ ମହାଜ୍ଞାନୀ ଓ ବିଦ୍ଵାନ ବ୍ୟକ୍ତି ମାନାଯାଏ । ଇତିହାସ ଓ ବର୍ତ୍ତମାନରେ ତାଙ୍କ ଦ୍ଵାରା ଲିଖିତ ନୀତି ଗୁଡିକ ମନୁଷ୍ୟ ଜୀବନକୁ ସରଳ ଓ ସୁନ୍ଦର କରିବାରେ ଖୁବ ସାହାଯ୍ୟ କରେ । ରାଜନୀତି ସହ ନୈତିକ ଜୀବନକୁ ନେଇ ଚାଣକ୍ୟ ତାଙ୍କ ନୀତିରେ ଅନେକ ଉପଦେଶ ଦେଇଛନ୍ତି, ଯାହାର ପାଳନ କରିବା ଦ୍ଵାରା ସଫଳତା ଅବଶ୍ୟ ମିଳେ । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେଉଁ ପୁରୁଷ ସ୍ତ୍ରୀର ଏହି ବିଷୟ ଦେଖି ନିଏ ତା’ର ମୃତ୍ୟୁ ଅବଶ୍ୟ ହୋଇଥାଏ । ତେବେ ଚାଲନ୍ତୁ ଏ ବିଷୟରେ ବିସ୍ତାରରେ ଜାଣିବା ।

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗୁଡିକ ଆମ ଜୀବନରେ ଖୁବ କାମ ଆସିଥାଏ । ଆଦ୍ୟକାଳରୁ ତାଙ୍କୁ ଖୁବ ଆଦର ଦୃଷ୍ଟିରେ ଦେଖାଯାଏ । ମାନବ ସମାଜକୁ ଜୀବନର ଛୋଟ ବଡ ସମସ୍ତ ବ୍ୟବହାରିକ ଶିକ୍ଷା ଦେବା ହିଁ ଚାଣକ୍ୟଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଚାଣକ୍ୟ ଏତେ ବିଦ୍ଵାନ ଥିଲେ ଯେ ନିଜ ନୀତି ବଦଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ଗାଦିରେ ବସାଇ ଦେଇଥିଲେ । ଚାଣକ୍ୟଙ୍କ ନୀତି ଆପଣଙ୍କ ଜୀବନରେ ଯେକୌଣସି ମୋଡରେ ନିଶ୍ଚୟ କାମରେ ଆସିବ ।

ଶାସ୍ତ୍ରାନୁସାରେ ଯେଉଁ ପୁରୁଷ କୌଣସି ମା କୁ ସ୍ତ-ନ୍ୟ-ପା-ନ କରାଉଥିବାର ଦେଖିନିଏ ଓ ନିଜ ମନରେ ମନ୍ଦ ଭାବନା ଆଣିଥାଏ, ତାକୁ ମ-ହା-ପା-ପୀ ବୋଲି ମାନାଯାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ମହିଳାଙ୍କ ଉପରେ ଭୁଲ ଭାବନା ରଖୁଥିବା ବ୍ୟକ୍ତି କେବେ ନା କେବେ ନିଜ ମୃ-ତ୍ୟୁ-ର କାରଣ ବନିଥାଏ । ଏପରି ଲୋକଙ୍କୁ ଦ-ଣ୍ଡ ଦେବାର ଶାସ୍ତ୍ରରେ ଭିନ୍ନ ଭିନ୍ନ ବ୍ୟବସ୍ଥା ରହିଛି । କୌଣସି ବ୍ୟକ୍ତି ମଧ୍ୟ ଗୁପ୍ତ ଭାବେ ଲୁଚି ଅନ୍ୟ କୌଣସି ମହିଳାଙ୍କୁ ସ୍ନାନ କରୁଥିବା ଅବସ୍ଥାରେ ଦେଖିବା ଉଚିତ ନୁହେଁ । ଏହା ଘୋର ପା-ପ ଅଟେ ।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଲୁଚି କରି କୌଣସି ମହିଳାଙ୍କୁ ସ୍ନାନ କରୁଥିବାର ଦେଖିବା ଏକ ମ-ହା-ପା-ପ ବୋଲି ମାନାଯାଏ । ସେଥିପାଇଁ ଏପରି ଭୁଲ କେବେ କରନ୍ତୁ ନାହିଁ । ଅନ୍ଯଥା ଆପଣ ନିଜେ ନିଜ ମୃ-ତ୍ୟୁ-ର କାରଣ ବନି ପାରନ୍ତି । ଚାଣକ୍ୟ ନୀତି ଅନୁସାରେ କୌଣସି ପୁରୁଷ ମଧ୍ୟ ଅନ୍ୟ ମହିଳାଙ୍କ ସ୍ତ-ନ ଦେଖିବା ଅନୁଚିତ ଅଟେ । କାରଣ ଏଥିରୁ ହିଁ ପୁରୁଷର ପାଳନ ପୋଷଣ ହୋଇଥାଏ । ତେଣୁ ଏହି ପ୍ରକାର ଭୁଲ କୁ ଘୋର ପା-ପ ବୋଲି ମନାଯାଏ ।

ଶାସ୍ତ୍ରାନୁସାରେ ଏପରି ପା-ପ କରୁଥିବା ବ୍ୟକ୍ତି ପୁନର୍ବାର ମନୁଷ୍ୟ ଜନ୍ମ ନେଇପାରେ ନାହିଁ । ଏହି ପା-ପରୁ ବଞ୍ଚିତ ରହିବା ପାଇଁ ଆପଣ ଏହିସବୁ ଭୁଲ କେବେ ମଧ୍ୟ କରନ୍ତୁ ନାହିଁ । ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।