ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସୁନ୍ଦର ଚେହେରା ପାଇବାକୁ ସମସ୍ତେ ଇଛା କରିଥାନ୍ତି । ହେଲେ ଅନେକ ପ୍ରକାର ଦାଗ, ବ୍ରଣ, ଚର୍ମ କୁଞ୍ଚନ, ହାଇପରପିଗମେନଟେସନ, ଆଦି ଅନେକ ପ୍ରକାର ଚର୍ମ ଜନିତ ସମସ୍ଯା ନୁହଁରେ ଦେଖା ଦେଇଥାଏ । ଯାହା ଦ୍ଵାରା ଚେହେରାର ସୁନ୍ଦରତା ଫୁଟିକି ଦେଖା ଯାଇନଥାଏ । ତେବେ ଆଜି କିନ୍ତୁ ଆମେ ଆଜି ଆପଣଙ୍କୁ ଘରୋଇ ରେମିଡି କହିବା ପାଇଁ ଯାଉଛୁ । ତାହା ନିହାତି ଭାବରେ ଆପଣଙ୍କ ଚେହେରାରେ ବହୁତ ହିଁ ଭଲ ସୁନ୍ଦର ପ୍ରଭାବ ପକାଇବ ।
ତେବେ ରେମିଡି ପାଇଁ ଆପଣଙ୍କୁ ତୁଳସୀ, ଗୋଲାପ ଜଳ, ବେସନ ଓ ଲେମ୍ବୁର ଆବଶ୍ୟକତା ରହିଛି । ଆପଣ ପ୍ରଥମେ ଅଳ୍ପ କିଛି ତୁଳସୀ ପତ୍ର ଆଣି ତାହାକୁ ଭଲ ଭାବରେ ଧୋଇ ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ତାପରେ ସେହି ତୁଳସୀ ପେଷ୍ଟରେ ଆପଣ ୨ ରୁ ୪ ଚାମଚ ଗୋଲାପ ଜଳ ମିଶାଇ ଦିଅନ୍ତୁ । ତାପରେ ସେଥିରେ ୧ ଚାମଚ ହଳଦୀ ବସନ ମିଶାଇ ଦିଅନ୍ତୁ । ତାପରେ ସେଥିରେ ଲେମ୍ବୁ ଅଧ ଚାମଚ ଲେମ୍ବୁ ରସ ମିଶାନ୍ତୁ । ଏହି ସମସ୍ତ ସାମଗ୍ରୀ ଆପଣ ଭଲ ଭାବରେ ମିଶାଇ ଦିଅନ୍ତୁ ।
ଆପଣ ବନ୍ଧୁଗଣ ନିହାତି ଜାଣିଥିବେ ତୁଳସୀ ପତ୍ର ଏକ ଔଷଧୀୟ ପତ୍ର ଅଟେ । ଏହି ତୁଳସୀ ଆମ ସ୍କିନ ତଥା ସଂପୂର୍ଣ୍ଣ ଶରୀର ପାଇଁ ଉପକାରୀ ହୋଇଥାଏ । ଗୋଲାପ ଜଳ ମଧ୍ୟ ଆମ ଚେହେରାରେ ମଏସଚର ବଜାୟ ରଖିବାରେ ବହୁତ ସାହାଜ୍ଯ କରିଥାଏ । ବେସନ ମୁହଁରୁ ଧୁଳି, ତେଲିଆ ଅଂଶକୁ କାଢିଥାଏ । ଏହା ସହ ମୁହଁରେ ଗୋରାପଣ ଆଣିବାରେ ସାହାଜ୍ଯ କରିଥାଏ ।
ଲେମ୍ବୁ ବିଷୟରେ ଆପଣ ଆଗରୁ ମଧ୍ୟ ନିହାତି ଜାଣିଥିବେ । ଲେମ୍ବୁରେ ଥିବା ଉପାଦାନ ଆମ ଚେହେରାରେ ଲାଗି ରହିଥିବା ଅତି ରୁ ଅତି ଜିଦିଆ କଳା ଦାଗକୁ ସେ ଚେହେରାରୁ ହଟାଇ ଥାଏ । ତୁଳସୀ ଓ ଅନ୍ୟ ସାମଗ୍ରୀ ମିଶାଇ ଆପଣ ଯେଉଁ ପେଷ୍ଟଟି ପ୍ରସ୍ତୁତ କରିଛନ୍ତି । ସେହି ଫେସପ୍ୟାକକୁ ଆପଣ ଆପଣଙ୍କ ମୁହଁକୁ ଭଲ ଭାବରେ ଧୋଇ ଚେହେରାରେ ଭଲସେ ଲଗାଇ ଦିଅନ୍ତୁ ।
୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ମୁହଁରେ ସେହିଭଳି ଶୁଖିବା ପାଇଁ ଛାଡି ଦିଅନ୍ତୁ । ତାପରେ ଆପଣ ତାଜା ତଥା ସାଧାରଣ ଥଣ୍ଡା ପାଣିରେ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଆପଣଙ୍କୁ ପ୍ରଥମ ଦିନରୁ ହିଁ ଆପଣଙ୍କ ଚେହେରାରେ ବହୁତ ଭଲ ରେଜଲ୍ଟ ଦେଖିବାକୁ ମିଳିବ । ଏହି ରେମିଡିକୁ ଆପଣ ପ୍ରସ୍ତୁତ କରି ମାତ୍ର ୭ ରୁ ୧୦ ଦିନ ଲଗାତାର ଏହାର ବ୍ୟବହାର କରନ୍ତୁ ।
ଦିନକୁ ମାତ୍ର ଥରେ ମାତ୍ର ମୁହଁରେ ପ୍ରୟୋଗ କରି ମୁହଁ ଢୋଇବା ପରେ ଆପଣଙ୍କ ଚେହେରା ଧୀରେ ଧୀରେ କଲିନ ହୋଇ ମୁହଁରେ ଥିବା ଅଯଥା ଦାଗ, ଟ୍ଯାନ ଆଦି ଦୂର ହେବାକୁ ଲାଗିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ