କେବଳ ୫ ଟଙ୍କା ଖର୍ଚ୍ଚରେ ମୂଳରୁ ଶେଷ ହୋଇଯିବ ବ୍ଲଡ ସୁଗାର, ବାରମ୍ବାର ଡାକ୍ତରଙ୍କ ପାଖକୁ ବି ଯିବାକୁ ପଡିବନି

କହିବାକୁ ଗଲେ ବର୍ତ୍ତମାନ ସମୟରେ ଏମିତି କିଛି ରୋଗ ବାହାରି ଯାଇଛି ଯାହା ସମସ୍ତଙ୍କ ଘରେ ଘରେ କୌଣସି ନା କୌଣସି ସଦସ୍ୟକୁ ନିଶ୍ଚିତ ହୋଇଥିବ । ସେହି ସମସ୍ତ ରୋଗ ମଧ୍ୟରୁ ଗୋଟିଏ ହେଉଛି ସୁଗାର । ଯାହାକି ସମସ୍ତଙ୍କ ଘରେ ଦେଖିବାକୁ ମିଳିଥାଏ । ପ୍ରାୟତଃ ପ୍ରତି ୧୦ ଜଣଙ୍କ ମଧ୍ୟରେ ୫ ଜଣଙ୍କୁ ସୁଗାରର ରୋଗ ହୋଇଥାଏ । ଏମିତିରେ ଏହାର ସବୁଠୁ ବଡ କାରଣ ମନୁଷ୍ୟର ଚେଞ୍ଜ ହେଉଥିବା ଦିନଚର୍ଯ୍ୟା ଅଟେ ।

ଏହା ଛଡା ଆଜିକାଲିର ଖାଦ୍ୟ ସାମଗ୍ରୀରେ ଏତେ ପରିମାଣରେ ମିଶ୍ରିତ ହେଉଛି କି ଏଥିରୁ ବଞ୍ଚିବା କଷ୍ଟ ହୋଇ ଯାଇଛି । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏକ ଏମିତି ଉପାୟ କହିବାକୁ ଯାଉଛୁ । ଯାହା ବିଷୟରେ ଆପଣଙ୍କୁ ନିଶ୍ଚିତ ଜଣାଇବା ଉଚିତ । ଯଦି ଆପଣ ଡାକ୍ତରଙ୍କ ପାଖକୁ ଯିବାକୁ ଚାହୁଁ ନାହାନ୍ତି ତେବେ ଏହି ଉପାୟକୁ ନିଶ୍ଚିତ କରନ୍ତୁ ।

କହିଦେଉଛୁ କି ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ସୁଗାରର ସମସ୍ୟା ପ୍ରାୟତଃ ଶେଷ ହୋଇଯିବ । ବର୍ତ୍ତମାନ ସମୟରେ ସବୁ ସୁଗାର ରୋଗୀ ଏଥିରୁ ମୁକ୍ତି ପାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ଦେଉଛନ୍ତି । ପୁରୁଷ ହେଉ କିମ୍ବା ମହିଳା ଏହି ରୋଗ ସମସ୍ତଙ୍କ ମଧ୍ୟରେ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ପ୍ରଥମେ ୨୫୦ ଗ୍ରାମ ଇନ୍ଦ୍ରଜୌ କଡ଼ୱା, ୨୫୦ ଗ୍ରାମ ବାଦାମ, ୨୫୦ ଗ୍ରାମ ଭଜା ବୁଟ ଇତ୍ୟାଦି ସାମଗ୍ରୀ ଦରକାର । ଏଠି ଗୋଟିଏ କଥାର ଧ୍ୟାନ ରଖନ୍ତୁ କି ଆପଣଙ୍କୁ ଇନ୍ଦ୍ରଜୌ ତଲ୍ଖ ଅର୍ଥାତ କଡ଼ୱା ହିଁ ନେବାର ଅଛି । ଯଦି ଆପଣଙ୍କୁ ଏହା ବିଷୟରେ ଜଣା ନାହିଁ ତେବେ ଆପଣ କୌଣସି ବି ଦୋକାନକୁ ଯାଇ ଏହା ବିଷୟରେ ପଚାରି ପାରିବେ । ଏହା ଛଡା ଭଜା ବୁଟରେ ଏହି କଥାର ଧ୍ୟାନ ରଖିବେ କି ଚୋପା ଲଗା ବୁଟ ହିଁ ନେବେ ।

କହିଦେଉଛୁ କି ଏହି ଉପାୟରେ ଅଧିକ ମାତ୍ରାରେ ସେବନ କରିବା ଦ୍ଵାରା ଆପଣଙ୍କ ସୁଗାର ଲେବୁଲ କମ ହୋଇଯାଏ । ସେଥିପାଇଁ ଯେତିକି ମାତ୍ରାରେ କୁହା ଯାଇଛି କେବଳ ସେତିକି ମାତ୍ରାରେ ହିଁ ଏହାକୁ ନିଅନ୍ତୁ । ବର୍ତମାନ ଏହି ତିନୋଟି ଜିନିଷକୁ ଅଲଗା ଅଲଗା ଗୁଣ୍ଡ କରି ଦିଅନ୍ତୁ ଅର୍ଥାତ ଏହାର ପାଉଡର କରି ନିଅନ୍ତୁ ଓ ପୁଣି ଏହାକୁ କାଚର ଏକ ଜାରରେ ରଖି ଦିଅନ୍ତୁ ।

ଭୋଜନ କରିବା ପରେ ଏକ ଚାମଚ ଏହି ପାଉଡରକୁ କେବଳ ପାଣି ସହିତ ସେବନ କରନ୍ତୁ । ଏହା ଦ୍ଵାରା ଏହି ରୋଗ ଧୀରେ ଧୀରେ କମ ହୋଇଯିବ । ଏହା ସହିତ ଆପଣଙ୍କୁ କହିଦେଉଛୁ କି ଏହି ଉପାୟ ସେହି ଲୋକମାନଙ୍କ ପାଇଁ ଲାଭକାରୀ ଅଟେ, ଯେଉଁମାନେ ଇନ୍ସୁଲିନ ନେଉ ନ ଥିବେ । ଅର୍ଥାତ ଏହି ସମୟରେ ଯଦି ଆପଣ ଇନ୍ସୁଲିନ ନେଉଛନ୍ତି, ତେବେ କୃପା କରି ଏହି ଉପାୟକୁ କରନ୍ତୁ ନାହିଁ ।

ଯଦି ଆପଣ ଇନ୍ସୁଲିନ ଲଗାଉ ନାହାନ୍ତି, ତେବେ ଏହାର ବ୍ୟବହାର କରି ପାରିବେ । କହିବାକୁ ଗଲେ ଆଜି କାଲି ସବୁ ବୟସର ଲୋକମାନଙ୍କୁ ସୁଗାର ଅଛି, ଏମିତିରେ ଆପଣମାନଙ୍କ ପାଇଁ ଏହି ଚମତ୍କାରୀ ଉପାୟ ସରଳ ଓ ଶସ୍ତା ଉପାୟ ଅଟେ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।