ଆଜିର ରାଶିଫଳ, 27 ମେ 2020, ବୁଧବାର, ଗଣପତି ବାପ୍ପାଙ୍କ କୃପାରୁ ଚମକିବ ଏହି ୫ଟି ରାଶିର ଭାଗ୍ୟ, କାର୍ଯ୍ୟରେ ସଫଳତା ମିଳିବା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୭ ମେ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ନିଜକୁ ଅଧିକ ଆଶାବାଦି କରିବାକୁ ପ୍ରରିତ କରନ୍ତୁ । ଏହା ଦ୍ଵାରା କେବଳ ଆପଣଙ୍କ ଆତ୍ମବିଶ୍ଵାସ ବଢିବ ଓ ବ୍ୟବହାର ଭଲ କରିବେ । ଏହା ସହିତ ନକାରାତ୍ମକ ମନୋଭାବ କମ ହୋଇଯିବ । ଦେଖି ଶୁଣି ଟଙ୍କା ନିଅନ୍ତୁ କିମ୍ବା ଦିଅନ୍ତୁ । ବାଣୀ ଉପରେ ସଂଯମତା ରଖିବାକୁ ଚେଷ୍ଟା କରନ୍ତୁ । ଆଜିର ଦିନ ବ୍ୟସ୍ତପୂର୍ଣ ରହିବ । ଫାଲତୁ ଖର୍ଚ ଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ । ପୁରୁଣା ରୋଗରୁ ମୁକ୍ତି ପାଇଯିବେ ।

ବୃଷ

ବ୍ୟାପାର ବ୍ୟବସାୟ ଭଲ ଚାଲିବ । ନିବେଶ ଇତ୍ୟାଦି କାର୍ଯ୍ୟରୁ ଲାଭ ପାଇବେ । ଚାକିରିରେ ଅଧିକାରୀମାନେ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ । ପ୍ରେମ ପ୍ରସଙ୍ଗରେ ଅନୁକୂଳ ସମୟ ଅଛି । ବ୍ୟାପାରରେ ଲାଭଦାୟକ ଅଫର ଆସିପାରେ । ଆଜିର ଦିନ ମନୋରଞ୍ଜନ ଭରା ଓ ଆନନ୍ଦିତ ରହିବ । ଆଜି ଆପଣ ନିଜର ଜୀବନକୁ ଖୋଲି କରି ବ୍ୟତିତ କରିବେ । ଆର୍ଥିକ ପରିସ୍ଥିତି ଭଲ ହୋଇଯିବ ।

ମିଥୁନ

ଦିନକୁ ଖାସ କରିବା ପାଇଁ ସକାଳୁ ସକାଳୁ ନିଜ ପରିବାର ସହ ଭଲ ଭାବରେ କଥାବାର୍ତ୍ତା କରନ୍ତୁ । ସମ୍ପର୍କୀୟମାନେ ସର୍ବଦା ଆପଣଙ୍କ ହିତ କଥା ହିଁ ଚିନ୍ତା କରନ୍ତି । ଯାହାକୁ ଆଜି ଆପଣ ଅନୁଭବ କରିବେ । ବ୍ୟବସାୟିକ ଯାତ୍ରା ଧନଦାୟକ ହୋଇପାରେ । ଭୌତିକ ସୁଖ ସୁବିଧା ମିଳିବ । ରୋମାନ୍ସ ଭରା ଦିନ ରହିବ । ଯୋଜନା ଫଳୀଭୂତ ହେବ । କାର୍ଯ୍ୟକୁଶଳତାର ବିକାସ ହେବ । ଆୟରେ ବୁଦ୍ଧି ହେବ । ସ୍ୱାସ୍ଥ୍ୟ ଭଲ ରହିବ । ମାତା ପିତାଙ୍କ ସେବା କରିବାର ଭାବନା ମନରେ ଆସିବ ।

କର୍କଟ

କୌଣସି ମହିଳା ମିତ୍ରର ସାହାର୍ଯ୍ୟ ମିଳିପାରେ । ମାତା ପିତାଙ୍କ ସହିତ ସମୟ ବିତାନ୍ତୁ । ଜଲ୍ଦି ହିଁ ଆପଣ ଜାଣି ପାରିବେ କି ଆପଣ ଆଜି ପର୍ଯ୍ୟନ୍ତ କେଉଁ ସବୁ ଭୁଲ କରୁଛନ୍ତି । ଆଜି ଆପଣ କରଜରୁ ମୁକ୍ତି ପାଇ ପାରନ୍ତି । ଅଧିକାରୀ ଆପଣଙ୍କ ଉପରେ ଗର୍ବିତ କରିବେ । ଆୟରେ ବୁଦ୍ଧି ହେବ । କୌଣସି ଖରାପ କାର୍ଯ୍ୟ ହୋଇପାରେ । ସବୁବେଳେ ପ୍ରୟାସରେ କରନ୍ତୁ । ବ୍ୟବସାୟିକ ସମ୍ବନ୍ଧରେ ସୁଧାର ଆସିବ । ପୈତୃକ ସମ୍ପତ୍ତି ପ୍ରାପ୍ତ ହୋଇପାରେ ।

ସିଂହ

ଦୁର୍ଘଟଣାର ସମ୍ଭାବନା ଅଛି । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । କୌଣସି ବଡ କାମ କରିବାରେ ସଫଳ ହେବେ । ନିଜର କିଛି କାମ ଦ୍ଵାରା ଲୋକମାନଙ୍କ ମନ ଜିତି ନେବେ । ସମ୍ପର୍କୀୟଙ୍କ ସହ ଭଲ ତାଳମେଳ ରଖିବେ । ଆଇନ ମାମଲାରେ ପଡନ୍ତୁ ନାହିଁ । ଆୟର ନୂତନ ସ୍ରୋତ ହାସଲ ହେବ । ନିଜର ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ । ମଦ ସେବନ ଠାରୁ ଦୂରେଇ ରୁହନ୍ତୁ । ଅଚାନକ ନୂଆ ସ୍ରୋତ ହାସଲ ହୋଇପାରେ ।

କନ୍ୟା

ସରକାରୀ କାର୍ଯ୍ୟରେ କିଛି ସାହାର୍ଯ୍ୟ ମିଳିପାରେ । ଏହା ସହିତ ସରକାରଙ୍କ ଠାରୁ କିଛି ସାହାର୍ଯ୍ୟ ମିଳିପାରେ । କାରୋବାରରେ ବୁଦ୍ଧି ହେବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଚାକିରିରେ ସହକର୍ମୀଙ୍କ ସାଥ ଦେବେ । ବ୍ୟକ୍ତିଗତ ସ୍ଵାର୍ଥ ହାବି ହୋଇପାରେ । କୌଣସି ବ୍ୟର୍ଥ ବିବାଦରେ ପଡନ୍ତୁ ନାହିଁ । ସନ୍ତାନଙ୍କ ଶିକ୍ଷା, କ୍ୟାରିୟର ଓ ବିବାହକୁ ନେଇ ଅଧିକ ଚିନ୍ତା କରିବେ । ବନ୍ଧୁମାନଙ୍କ ସହ ଫ୍ରୀ ଟାଇମ ସ୍ପେନ୍ଡ କରିବେ ।

ତୁଳା

ସ୍ଥାୟୀ ସମ୍ପତ୍ତିରୁ ଓ କାର୍ଯ୍ୟ ଠାରୁ ଭଲ ଲାଭ ମିଳିପାରେ । ବ୍ୟାପାରରେ ଅନୁକୂଳତା ରହିବ । ଶତ୍ରୁ ପରାସ୍ତ ହେବେ । ବନ୍ଧୁମାନଙ୍କ ସହ ମନୋରଞ୍ଜନ କରିବେ । ସମାଜ କାର୍ଯ୍ୟରେ ଆଗକୁ ଆସି ଅଂସ ନେବେ । ଯୁବକମାନଙ୍କ କ୍ୟାରିୟର ଅଳ୍ପ ଖରାପ ହୋଇପାରେ । ଆପଣଙ୍କ ବିନମ୍ର ସ୍ଵଭାବର ପ୍ରଶଂସା ହେବ । କେତେକ ଲୋକମାନେ ଆପଣଙ୍କ ପ୍ରଶଂସା କରି ପାରନ୍ତି । ଆପଣଙ୍କ ଦ୍ଵିତୀୟ ବ୍ୟକ୍ତିଙ୍କ ଉପରେ କିଛି ଅଧିକ ଟଙ୍କା ଖର୍ଚ କରି ପାରନ୍ତି ।

ବିଛା

ପରିଶ୍ରମ କରିବା ଦ୍ଵାରା ନିଶ୍ଚିତ ସଫଳତା ମିଳିବ । ଅଧିନସ୍ଥ କର୍ମଚାରୀଙ୍କ ଠାରୁ ଭଲ ସହଯୋଗ ମିଳିବ । ରଚନାତ୍ମକ କାର୍ଯ୍ୟରେ ରୁଚି ବଢିବ । କୌଣସି ଆନନ୍ଦପୂର୍ଣ କାର୍ଯ୍ୟରେ ଭାଗ ନେବେ । କୌଣସି କାର୍ଯ୍ୟରେ ନିବେଶ କରନ୍ତୁ ନାହିଁ । ଯଦି ଆପଣ କ୍ଷତି ବିଷୟରେ ଚିନ୍ତା କରିବେ ତେବେ ଆଗକୁ ଯାଇ ଆପଣ ଲାଭବାନ ହେବେ । ନିଜର ଜୀବନସାଥିଙ୍କ ସାହାର୍ଯ୍ୟ କରିବା ପାଇଁ ତାଙ୍କର କାର୍ଯ୍ୟରେ ହାତ ଦିଅନ୍ତୁ । ଅଫିସରେ କୌଣସି ନୂଆ କାର୍ଯ୍ୟ ଆରମ୍ଭ ହୋଇପାରେ । ସମସ୍ତ କାର୍ଯ୍ୟରେ ଆପଣଙ୍କୁ ପ୍ରଶଂସା ମିଳିବ । କୌଣସି ପଡୋଶୀ, ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ଠାରୁ ଶୁଭ ସମାଚାର ମିଳିପାରେ ।

ଧନୁ

କୌଣସି ଶୁଭ ଖବର ମିଳିପାରେ । କାମରେ ମନ ଲାଗିବ । ପରିଶ୍ରମ ଅଧିକ କରିବେ । ଖରାରେ ଅଧିକ ଯାଆନ୍ତୁ ନାହିଁ । ଆଜି ଆପଣ ଅନ୍ୟ ଲୋକମାନଙ୍କ କାମରେ ଆସିବେ । ବନ୍ଧୁମାନଙ୍କ ସହ ଭ୍ରମଣ କରିବାକୁ ଯାଇ ପାରନ୍ତି । ନିଜର ଚିନ୍ତା ଦୂର କରିବା ପାଇଁ ଚେଷ୍ଟା କରନ୍ତୁ । ଏଥିପାଇଁ ଆପଣ ନିଜର ସାଥିଙ୍କ ସାହାର୍ଯ୍ୟ ନିଅନ୍ତୁ । ନିବେଶ ଲାଭକାରୀ ରହିବ । ବ୍ୟାପାରରେ ଲାଭ ମିଳିବ । ମିତ୍ରଙ୍କ ଉପଦେଶ ମହତ୍ଵପୂର୍ଣ ରହିବ ।

ମକର

ବ୍ୟାପାର ଓ ଚାକିରିରେ ନିଜର ଅଧିନସ୍ଥ ଲୋକମାନଙ୍କ ସହିତ ମତଭେଦ ଦୂର ହେବ । କାର୍ଯ୍ୟରେ କିଛି ସମସ୍ୟା ଆସିବ ନାହିଁ । ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ । ଧର୍ଯ୍ୟ ରଖନ୍ତୁ । ମାତା ପିତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ବାକି ଥିବା ଟଙ୍କା ମିଳିଯିବ । କୌଣସି ଗୁରୁଙ୍କ ଠାରୁ ଭଲ ଉପଦେଶ ମିଳିପାରେ । ଅଧିକ କାମ କରିବା କାରଣରୁ କ୍ଳାନ୍ତ ରହି ପାରନ୍ତି । ଘରେ ଉଲ୍ଲାସ ରହିବ ଓ ପରିବାରର ସମସ୍ତ ଚିନ୍ତା ବି ଦୂର ହୋଇଯିବ ।

କୁମ୍ଭ

ନିବେଶ କରିବା ପାଇଁ ଆଜିର ସ୍ଥିତି ଅନୁକୂଳ ଅଟେ । କୌଣସି କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ପ୍ରଚୁର ଅଟେ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସମସ୍ତ ଜିନିଷ ସାମାନ୍ୟ ରହିବ । ନିବେଶ କରନ୍ତୁ ନାହିଁ । ଭାଗ୍ୟର ସାଥ ମିଳିବ । ବିବାଦ କରନ୍ତୁ ନାହିଁ । ନୂତନ ଯୋଜନା ଉପରେ କାର୍ଯ୍ୟ କାରନ୍ତୁ । ଆଜି ଆପଣଙ୍କ ଭାଇ ଭଉଣୀ ଆପଣଙ୍କ ସାଥ ଦେବେ । ଶୀଘ୍ରତାର ସହ କୌଣସି ବି ନିଷ୍ପତି ନିଅନ୍ତୁ ନାହିଁ । ଉତ୍ସାହର ସହ କାର୍ଯ୍ୟ କରନ୍ତୁ ।

ମୀନ

ସାମାଜିକ ପ୍ରତିଷ୍ଠା ବୁଦ୍ଧି ହେବ । ଯାହା ଆପଣଙ୍କ ଦିନକୁ ସୁଖମୟ କରିଦେବ । ପିଲାମାନଙ୍କ ପାଇଁ ଆଜିର ଦିନ ବହୁତ ଖରାପ ରହିପାରେ । ପରିବାରରେ ଆଜି ଆପଣଙ୍କ ସମ୍ମାନ ବଢିବ । ଖରାପ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଖରାପ ବନ୍ଧୁଙ୍କ ଠାରୁ ଦୂରେଇ ରୁହନ୍ତୁ । ଆଇନ ଗତ ସମସ୍ୟା ହୋଇପାରେ । ବ୍ୟବସାୟ ଭଲ ଚାଲିବ । ପ୍ରେମୀ ପାଇଁ ଆଜି କିଛି ନୂତନ ଜିନିଷ କରି ପାରନ୍ତି । ଆଜି କୌଣସି ନୂଆ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।