କେବଳ ଏହି ପରିବା ଖାଆନ୍ତୁ, ଶିର ବ୍ଲକେଜ ହେବା, ହାଇ କୋଲେଷ୍ଟ୍ରୋଲ, ହାଇ ବିପି, ରକ୍ତ ଗାଢା ହେବା ସବୁ କିଛି ଭଲ ହେଇଯିବ- Health Tips

ଆମ ଶରୀରରେ ଅନେକ ପ୍ରକାରର ରୋଗ ପରିଲକ୍ଷିତ ହୋଇଥାଏ । କିଛି ଲୋକଙ୍କର ଅବହେଳା ଯୋଗୁ ସେମାନଙ୍କର ହାଇ ବିପି, କୋଲେଷ୍ଟର ଆଦି ସମସ୍ଯା ଦେଖାଯାଏ ।

ଯାହା ଫଳରେ ସେମାନେ ଅନେକ ଯନ୍ତ୍ରଣା ଅନୁଭବ କରିଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଖାଦ୍ଯ ବିଷୟ ଉପରେ କହିବାକୁ ଯାଉଛୁ ଯାହା ଆପଣ ମାନେ ନିଜ ଡାଏଟରେ ସାମିଲ କରିଲେ ଏହି ସବୁ ସମସ୍ୟାର ନିବାରଣ ହୋଇ ପାରିବ । ଅଧିକ ତେଲ ଯୁକ୍ତ ଖାଦ୍ଯ, ମାଛ, ମାଂସ, ଅଣ୍ଡା, ଫାଷ୍ଟ ଫୁଡ ବା ଜଙ୍କ ଫୁଡ ଖାଉଥିଲେ ଆମ ଶରୀରରେ ଅଧିକ କୋଲେଷ୍ଟର ବଢିଥାଏ ।

ଯଦି କୌଣସି ବ୍ୟକ୍ତି ଶାରୀରିକ ପରିଶ୍ରମ କରୁ ନ ଥାଏ ତେବେ ଏହି କ୍ଷେତ୍ରରେ କୋଲେଷ୍ଟର ବଢିବାର ସମ୍ଭାବନା ରହିଛି । ଏହା ବ୍ଯତୀତ ଯେଉଁ ମାନେ ଡାଇବେଟିସ ରୋଗୀ ବା ଯେଉଁ ମାନଙ୍କର ହାଇ ବିପି ସେମାନଙ୍କ ଠାରେ ମଧ୍ୟ କୋଲେଷ୍ଟର ଦେଖାଯାଏ ।

ଏହା ଛଡା ଅଧିକ ଓଜନ ଥିବା ବ୍ୟକ୍ତିଙ୍କ ଠାରେ ମଧ୍ୟ କୋଲେଷ୍ଟର ଦେଖାଯାଏ । ସେଥି ପାଇଁ ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଏମିତି ପରିବା ରହିଛି ଯାହାକୁ ସେବନ କରିଲେ ଏହାର ପ୍ରତିକାର ହୋଇଥାଏ । ପ୍ରଥମେ ଯେଉଁ ପରିବା କଥା କୁହା ଯାଇଛି ତାହା ହେଉଛି ବନ୍ଧାକୋବି ଯାହା ଖାଇବା ଫଳରେ କ୍ୟାନ୍ସର ଭଳି ରୋଗ ମଧ୍ୟ ଭଲ ହୋଇଥାଏ । ବନ୍ଧାକୋବିର ଜୁସ ବା ଏହାର ସୁପ କରି ସେବନ କରିଲେ କୋଲେଷ୍ଟର ଦୂର ହୋଇଥାଏ ।

ଏହା ଛଡା ରସୁଣର ଚଟଣି କରି ଖାଇବା ଦ୍ଵାରା କୋଲେଷ୍ଟର କମ ହୋଇଥାଏ । ନିଜ ଡାଏଟରେ ପିଆଜର ସାଲାଟ ଭାବେ ସେବନ କରିଲେ ଆମ ଶରୀରରେ ଅଧିକ ରକ୍ତ ହେବା ସହ କୋଲେଷ୍ଟର ମଧ୍ୟ କମ ରହିଥାଏ । ଅଦା ଆମ ଶରୀରରେ କୋଲେଷ୍ଟର କମାଇବା ପାଇଁ ନାହୁତ ଦରକାରୀ ଜିନିଷ ଅଟେ । ଏହାକୁ ପ୍ରତି ଦିନ ଖାଇଲେ କୋଲେଷ୍ଟର କମ ହୋଇଥାଏ ।

ଏହା ଛଡା ଛତୁକୁ ନିଜ ଖାଇବାରେ ସାମିଲ କରିଲେ ଏହା ଆମ ଶରୀରର ଖରାପ କୋଲେଷ୍ଟରକୁ ଦୂର କରିଥାଏ ଓ ନୂଆ ରକ୍ତ ସୃଷ୍ଟି ହେବା ସହ କୋଲେଷ୍ଟର ମଧ୍ୟ କମ ରହିଥାଏ । ପୋଦିନା ପତ୍ରର ସେବନ କରିଲେ ଏହା କୋଲେଷ୍ଟରକୁ ନିୟନ୍ତ୍ରଣ କରିବାରେ ସାହାଜ୍ଯ କରିଥାଏ । ପ୍ରତି ଦିନ ପୋଦିନା ପତ୍ର ସେବନ କରିବା ଦ୍ଵାରା ଏହା ଆମ ଶରୀରର କୋଲେଷ୍ଟର ଦୂର କରିବା ପାଇଁ ରାମବାଣ ଭଳି କାମ କରିଥାଏ ।

ପ୍ରତି ଦିନ ଲାଉର ଜୁସ କରି ସେଥିରେ ତୁଳସୀ ପତ୍ର ଓ ପୋଦିନା ପତ୍ରର ମିଶ୍ରଣ କରି ସେବନ କରିଲେ କୋଲେଷ୍ଟର କମ ହୋଇଥାଏ । ଏହା ବ୍ଯତୀତ ଲାଉର ଜୁସ ବିପିକୁ ନିୟନ୍ତ୍ରଣ କରିବା ସହ ଡାଇବେଟିସ, ଆଁଠୁ ଗଣ୍ଠି ଆଦି ସମସ୍ଯାକୁ ଦୂର କରିବାରେ ସାହାଜ୍ଯ କରିଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।