ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କଥା କଥାରେ କାନ୍ଦୁଥିବା ମହିଳା ମାନେ କିପରି ହୋଇଥାନ୍ତି ? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ରାତିରେ କାନ୍ଦୁଥିବା ଲୋକ ଏମିତି ହୋଇଥାନ୍ତି ଯଦି ଆପଣ ଜାଣିଯିବେ ତେବେ ରାତି ସାରା ସୋଇପାରିବେ ନାହିଁ । କେବଳ ତାଙ୍କ କଥା ଆପଣ ଚିନ୍ତା କରିବେ । ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ଲୋକ ମାନେ ଲୁଚି କି କାନ୍ଦିଥାନ୍ତି , କବାଟ ବନ୍ଦ କରିକି କାନ୍ଦନ୍ତି କିମ୍ବା ଶେଜ ରେ କାନ୍ଦନ୍ତି ସେ ଲୋକ କାହାଠାରୁ କମ ନୁହନ୍ତି । ଚାଣକ୍ୟ ଙ୍କ ଅନୁସାରେ ଶେଯ ରେ ଲୁଚି କାନ୍ଦୁଥିବା ଲୋକ ଅଜବ । ତାଙ୍କର ଚରିତ୍ର ଅଜବ ହୋଇଥାଏ ।

ଏହି ଲୋକ ମାନେ କେବଳ ବଞ୍ଚିବା କଥା ଚାହାନ୍ତି ନାହିଁ ଏବଂ ନିଜ ବିଷୟରେ ବହୁତ ଖରାପ କହିଥାନ୍ତି । ତେବେ ଆପଣଙ୍କ ଘରେ ଯଦି ଏମିତି କେହି ଅଛନ୍ତି ତେବେ ଆପଣ ଏହାକୁ ନିଶ୍ଚିତ ଜାଣନ୍ତୁ ଶେଯ ରେ ଲୁଚି କାନ୍ଦୁଥିବା ଲୋକ ସମସ୍ତଙ୍କ ଭାଗ୍ୟ ରେ ନଥାନ୍ତି । ଏହି ଲୋକମାନେ ବହୁତ ସ୍ନେହୀ ହୋଇଥାନ୍ତି । ଏମାନେ ବହୁତ ସୁନ୍ଦର ମଧ୍ୟ ହୋଇଥାନ୍ତି । ଏମାନେ ଅସୁବିଧା ର ସମ୍ମୁଖୀନ ହେବା ପରେ ମଧ୍ୟ ଅନ୍ୟ କାହାକୁ ଦୁଃଖ ଦେଇନଥାନ୍ତି ।

ତେଣିକି ନିଜର ସୁଖ ର ତଣ୍ଟି କୁ ଚିପି ବି ଦିଆଯାଉନା କାହିଁକି । କିନ୍ତୁ ନିଜ ଖୁସି କୁ ସବୁବେଳେ ଅନ୍ୟ ମାନଙ୍କ ପାଇଁ ସମ୍ଭାଳି କରି ରଖିଥାନ୍ତି । ଏମାନେ ନିଜର ଦୁଃଖ ଅନ୍ୟ କାହାକୁ ଦେଖାଇ ନ ଥାନ୍ତି । କାରଣ ଏମାନଙ୍କ ର ହୃଦୟ କୋମଳ ଫୁଲ ସଦୃଶ ହୋଇଥାଏ । ସବୁବେଳେ ଅନ୍ୟ ମାନଙ୍କୁ ଖୁସି କରିବା କୁ ଚେଷ୍ଟା କରିଥାନ୍ତି । ନିଜେ ପଛେ ଦୁଃଖ ରେ ଭୋକ ରେ ରହିଯିବେ କିନ୍ତୁ ଅନ୍ୟ ମାନଙ୍କ ପେଟ କୁ ସବୁବେଳେ ଖାଇବା ଦେଇଥାନ୍ତି । ଚାଣକ୍ୟ ଙ୍କ ଅନୁସାରେ ଏମାନେ ଘାତକ ହୋଇନଥାନ୍ତି ।

ତାଙ୍କ ହୃଦୟ କୁ ଯଦି ଭଲରେ ଦେଖିବେ ତେବେ ଆପଣ ତାଙ୍କୁ ଜାଣିପାରିବେ । ଏବଂ ଆପଣଙ୍କୁ ତାଙ୍କୁ ସମ୍ମାନ କରିବା ଉଚିତ ।ଏମିତିରେ ତାଙ୍କର ମାନ ସମ୍ମାନ ଆପଣ ବଢାଇବା ଦରକାର । ଏମିତି ଲୋକ ଙ୍କର ହୃଦୟ କେବେ ଭାଙ୍ଗିବା ଉଚିତ ନୁହେଁ । ଏମିତି ଲୋକ ଙ୍କ ହୃଦୟ କୁ ଭାଙ୍ଗିବା ପାପ ର ସମାନ ହୋଇଥାଏ ।

ଆଚାର୍ଯ୍ୟ ଚାଣକ୍ୟ ଏହା ମଧ୍ୟ କହିଛନ୍ତି କି କାନ୍ଦୁଥିବା ଲୋକ ବହୁତ ଘାତକ ରୋଗ ସହ ମଧ୍ୟ ଲଢ଼ିପାରିଥାନ୍ତି । କାନ୍ଦିବା ଦ୍ବାରା ଅଧା ଦୁଃଖ କଷ୍ଟ ଦୂର ହୋଇଯାଇଥାଏ । କାନ୍ଦିବା ଟା ହେଉଛି ଶରୀର ପାଇଁ ଗୋଟେ ବରଦାନ । ତେଣୁ କେବେ କେବେ ମନୁଷ୍ୟ କୁ କାନ୍ଦିବା ମଧ୍ୟ ଦରକାର ।

ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ଲୋକମାନେ ବନ୍ଦ ଘରେ ଏବଂ ଶେଯ ରେ କାନ୍ଦିଥାନ୍ତି ସେମାନେ ନିଜ ପ୍ରେମୀ ଏବଂ ଜୀବନସାଥୀ ଙ୍କ ଠାରୁ ଅଲଗା ହେବାକୁ ଚାହିଁ ନ ଥାନ୍ତି । ଏମିତି ଲୋକ ନିଜ ଜୀବନର ଶେଷ ପର୍ଯ୍ୟନ୍ତ ନିଜ ଜୀବନସାଥୀ ଙ୍କୁ ଭଲ ପାଇଥାନ୍ତି । ଏବଂ ଏହା ତାଙ୍କ ପରିବାର ପାଇଁ ମଧ୍ୟ ବହୁତ ଭଲ ଅଟେ । ଏମାନଙ୍କର ହୃଦୟ କୋମଳ ହେବା ସହିତ ସମସ୍ତଙ୍କ ର ଭାବନା କୁ ମଧ୍ୟ ସମ୍ମାନ ଦେଇଥାଏ । ଏମିତି ଲୋକଙ୍କୁ କେବେ ଛାଡିବା ଉଚିତ ନୁହେଁ । ଏମିତି ଲୋକ ଯାହାର କିଛି ଭୁଲ ନ ଥାଇ ମଧ୍ୟ କାନ୍ଦିଥାନ୍ତି ତାଙ୍କ ମଧ୍ୟରେ ମମତା ପୁରା ଭରି ରହିଥାଏ ।

ବନ୍ଦ କବାଟ ଏବଂ ଶେଯ ରେ କାନ୍ଦୁଥିବା ଲୋକଙ୍କର ଯଦି ଆପଣ ହୃଦୟ ଭାଙ୍ଗୁଛନ୍ତି ତେବେ ଆଗକୁ ଯାଇ ଆପଣଙ୍କୁ ବହୁତ ପଶ୍ଚାତାପ କରିବାକୁ ପଡିବ । ଚାଣକ୍ୟ କୁହନ୍ତି ଏମିତି ଲୋକଙ୍କୁ କେବେ ଛାଡିବା ଉଚିତ ନୁହେଁ ଏମାନେ ସତ ମନ ର ହୋଇଥାନ୍ତି । ଏମାନଙ୍କର ମନ ବହୁତ କୋମଳ ଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।