କରିନାଙ୍କ ସହ ବିବାହ ଦିନ ପ୍ରଥମ ପତ୍ନୀ ଅମୃତାକୁ ଚିଠି ଲେଖିଥିଲେ ସୈଫ, ଜାଣନ୍ତୁ କଣ କହିଥିଲେ

ଅଭିନେତା ସୈଫ ଅଲୀ ଖାନ ଓ ବଲୀଉଡ ଅଭିନେତ୍ରୀ କରୀନା କପୂରଙ୍କର ଯୋଡି ବଲୀଉଡର ଫେମସ ଯୋଡି ମଧ୍ୟରୁ ଗୋଟିଏ ଅଟେ । କହିବାକୁ ଗଲେ ଗତ କିଛି ଦିନ ତଳେ ସୈଫ ଅଲୀ ଖାନ ଏକ ଟିଭି ଶୋ ଜରିଆରେ କରିନାଙ୍କ ସହ ବିବାହ ଦିନ ହୋଇଥିବା ଏକ ବାକ୍ୟା ବିଷୟରେ କହିଥିଲେ । ଆଜିର ଏହି ପୋଷ୍ଟ ଜରିଆରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଶେଷରେ କରିନାଙ୍କ ସହ ବିବାହ କରିବା ପୂର୍ବରୁ ତାଙ୍କର ପ୍ରଥମ ପତ୍ନୀ ଅମୃତାଙ୍କୁ ସୈଫ ଅଲୀ ଖାନ କଣ କହିଥିଲେ ।

ଆପଣଙ୍କୁ କହିଦେଉଛୁ କି ଗତ କିଛି ଦିନ ତଳେ ଷ୍ଟାର ୱର୍ଲ୍ଡ ଓ ବଲୀଉଡର ଡାୟରେକ୍ଟର କରଣ ଜୌହରଙ୍କର ଲୋକପ୍ରିୟ ଶୋ “କଫି ୱିଦ କରଣ”ଙ୍କ ଶୋ ରେ ଅଂଶ ଗ୍ରହଣ କରି ସୈଫ ଅଲୀ ଖାନ ନିଜ ଜୀବନ ସମ୍ବନ୍ଧିତ କିଛି ବାକ୍ୟା ଓ ନିଜ ପୂର୍ବ ପତ୍ନୀ ଅମୃତା ସିଂହଙ୍କ ବିଷୟରେ ବହୁତ ରହସ୍ୟ ଉପରୁ ପରଦା ଉଠାଇଲେ । ଆପଣଙ୍କୁ କହିଦେଉଛୁ କି ଏହି ଶୋ ରେ ସୈଫ ଅଲୀ ଖାନ ନିଜର ଝିଅ ସାରା ଅଲୀ ଖାନଙ୍କ ସହ ପହଞ୍ଚିଥିଲେ ।

Image courtesy: Google

କହିଦେଉଛୁ କି ସାରାଙ୍କୁ ଯେତେବେଳେ କରଣ ଜୌହର ପଚାରିଲେ କି ତୁମେ କରିନାଙ୍କୁ ନିଜ ପିତାଙ୍କର ପତ୍ନୀ ରୂପରେ ଦେଖୁଛ ନା ମା ରୂପରେ ଦେଖୁଛ । ଏହାର ଉତ୍ତରରେ ସାରା କହିଲେ କି କରିନା ତାଙ୍କର ବହୁତ ଭଲ ବନ୍ଧୁ ଅଟନ୍ତି । କାରଣ ସେ ବାହାଘର ପୂର୍ବରୁ ହିଁ କହି ଦେଇଥିଲେ କି ସେ ତାଙ୍କର ମା’ ନୁହନ୍ତି ସେ ତାଙ୍କର ବନ୍ଧୁ ହେବାକୁ ଚାହୁଁଛନ୍ତି ।

Image courtesy: Google

ସୈଫ ଅଲୀ ଖାନ ଏହି ଶୋ ସମୟରେ ନିଜର ଦର୍ଶକମାନଙ୍କୁ କହିଲେ କି ୧୮ ବର୍ଷ ପର୍ଯ୍ୟନ୍ତ ଅମୃତା ସିଂହଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇ ରହିବା ପରେ ଯେତେବେଳେ ବହୁତ ସମୟ ପରେ ସେ କରିନାଙ୍କ ସହ ବିବାହ କରିବା ପାଇଁ ନିଷ୍ପତି ନେଲେ ତେବେ ବିବାହ ଦିନ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଥିଲା କି କଣ ତାଙ୍କୁ ଅମୃତାଙ୍କ ସହ କଥାବାର୍ତ୍ତା କରବା ଉଚିତ ।

Image courtesy: Google

ତାଙ୍କୁ ଭଲ ଜୀବନ ପାଇଁ ଶୁଭକାମନା ଦେବା ଉଚିତ କି ନୁହେଁ । ଆପଣଙ୍କୁ କହିଦେଉଛୁ କି ସୈଫ ଅଲୀ ଖାନ କରିନାଙ୍କ ସହ ବିବାହର ଠିକ ପୂର୍ବରୁ କରିନାଙ୍କୁ ପଚାରିଥିଲେ କି କଣ ତାଙ୍କୁ ଅମୃତାଙ୍କୁ ଏକ ନୋଟ ଲେଖିବା ଉଚିତ ତେବେ ଏହା ବଦଳରେ କରିନା ବି ତାଙ୍କୁ ନିଜର ସହମତି ଦେଇଥିଲେ । ଏହା ପରେ ସୈଫ ମ୍ୟାସେଜ କରିଲେ କି ସେ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ଓ ଆଶା କରୁଛି କି ତାଙ୍କୁ ବି ଜୀବନରେ ସବୁକିଛି ମିଳୁ ଯାହାର ସେ ହକଦାର ଅଟନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।