କଙ୍ଗ୍ରେଶରୁ ଲଢିବେ ନାହିଁ… ସୁରଙ୍କର ସାନ ପୁଅ ମନ୍ମଥ, ଏଭଳି କହି ଭାବବିହ୍ଵଳ ହୋଇଗଲେ Sura Raut Ray

ପୁଅ କଥା କହି ଭାବବିହ୍ଵଳ ହୋଇଗଲେ ସୁର ରାଉତରାୟ ! ତେବେ ବର୍ତ୍ତମାନ ଏଭଳି କିଛି କଥା ହେବାରେ ଲାଗି ପଡିଛି । ଯେଉଁଠାରେ କଙ୍ଗରେଶ ବିଧାୟକ ସୁର ରାଉତରାୟ କହିଥିଲେ । ଯେ ମୋ ପୁଅ କଙ୍ଗରେଶ ଦଳରୁ ହିଁ ନିର୍ବାଚନ ଲଢିବ । ହେଲେ ହେଲେ ଏବେ ଯାହା ଶୁଣିବାକୁ ମିଳୁଛି । ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ କଙ୍ଗ୍ରେଶ ଦଳରୁ ନିର୍ବାଚନ ଲଢିବେ ନାହିଁ ବୋଲି ଚର୍ଚା ହେବାରେ ଲାଗିଛି । ତେବେ ଏହି ସବୁ କଥାରେ କେତେ ଯେ ସତ୍ୟତା ରହିଛି ।

ତାହା ଯଦିଓ କିଛି ସ୍ପଷ୍ଠ ହୋଇ ପାରିନାହିଁ । ହେଲେ ବିଧାୟକ ସୁରରାଉତରାୟ ମିଡିଆ ସାମ୍ନାରେ ଏଭଳି କିଛି ନିଜସ୍ୱ ପ୍ରତିକ୍ରିୟା ରଖିଛନ୍ତି । ଯେ ମୁଁ ଦୀର୍ଘ ୫୦ ବର୍ଷ ଧରି କଙ୍ଗ୍ରେଶ ଦଳ ସହ ଅଛି । ମୋ ଜୀବନର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ମଧ୍ୟ ମୁଁ କଙ୍ଗ୍ରେଶ ଦଳ ସହ ରହିବି । କରମ ମୋ ଉପରେ ସେହି ଗୁରୁ ଦାୟିତ୍ଵ ରହିଛି । ମୋର ମଧ୍ୟ ବହୁତ ଇଛା ମୋ ପରେ ପରେ ଜଟଣୀରୁ ମୋ ପୁଅ ରାଜନୀତିରେ କଙ୍ଗ୍ରେଶରୁ ଛିଡା ହେଉ । ମୁଁ ଜାଣିଛି ମୋ ପୁଅ ମୋ କଥାରୁ କେବେ ମଧ୍ୟ ଓହରି ଜୀବନାହିଁ ।

ଯଦି ମୋ ପୁଅ କଙ୍ଗ୍ରେଶ ପକ୍ଷରୁ ନିର୍ବାଚନ ଲଢିବ ନାହିଁ ବୋଲି କହୁଛି ଚର୍ଚା ହେଉଛି । ସେଥିରେ କିଛି ମଧ୍ୟ କଥା ନାହିଁ । କାରଣ ବର୍ତ୍ତମାନ ନିର୍ବାଚନକୁ ଆହୁରି ୬ ମାସ ସମୟ ରହିଛି । ଏହି ସମୟ ମଧ୍ୟରେ ମୋ ପୁଅର ମଧ୍ୟ ମନ ବଦଳିଜୀବ । ସେ ପୁଣି ଥରେ ମନକୁ ପରିବର୍ତ୍ତନ କରାଇ କଙ୍ଗ୍ରେଶ ପକ୍ଷରୁ ହିଁ ନିର୍ବାଚାନୀ ଲଢିବ । କାରଣ ଯେହେତୁ ମୋ ପୁଅ ବାହାରେ ଚାକିରୀ କରେ । ସେ ଆମ ରାଜ୍ୟର ରାଜନୀତିର ଭଲ ମନ୍ଦ କଥା କିଛି ଜାଣିନାହିଁ ।

ସେ କିଛି ମାସ ଓଡିଶାରେ ରହିଲା ପରେ ସେ ନିହାତି ଭାବରେ କଙ୍ଗ୍ରେଶରୁ ହିଁ ରାଜନୀତି ଲଢିବ । ତେବେ ଏହା କହିବା ସମୟରେ ସୁର ରାଉତରାୟ କିଛି ମାତ୍ରାରେ ଭାବବିହ୍ଵଳ ହୋଇପଡିବାର ନଜର ଆସିଥିଲେ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ