କଣ ପୁଅମାନଙ୍କ ପରି ଝିଅମାନଙ୍କୁ ବି ସ୍ଵପ୍ନଦୋଷ ହୋଇଥାଏ, ଜାଣନ୍ତୁ ଏହା ବିଷୟରେ

ପୁରୁଷମାନଙ୍କ ଭଳି ମହିଳାମାନଙ୍କୁ ବି ସ୍ଵପ୍ନଦୋଷ ହୋଇଥାଏ । ଏହା ପଛର ସତ୍ୟତା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆପଣଙ୍କ ବୟସ ଯଦି ୧୮ ବର୍ଷରୁ ଅଧିକ ଅଟେ ତେବେ କେବେ ନା କେବେ ଆପଣଙ୍କୁ ବି ସ୍ଵପ୍ନଦୋଷ ହୋଇଥିବ । ଏହା ପରେ ଆପଣଙ୍କୁ ରାତିରେ ଅଣ୍ଡରୱେଅର ବଦାଳିବା ଛଡା ମଧ୍ୟ ଅଲଗା କିଛି କାମ କରିବାକୁ ପଡିଥାଏ । ଯାହା ଦ୍ଵାରା ଆପଣ ବହୁତ ହିଁ ଚିଡି ଯାଆନ୍ତି ।

କିନ୍ତୁ ଆଜିର ଏହି ଆର୍ଟକୀଲରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ପୁରୁଷଙ୍କ ଭଳି ମହିଳାମାନଙ୍କୁ ବି ସ୍ଵପ୍ନଦୋଷ ହୋଇଥାଏ । କେତେକ ପୁରୁଷମାନେ ରାତିରେ ସ୍ଵପ୍ନଦୋଷ କାରଣରୁ ଡିସ୍ଚାର୍ଜ ହୋଇଯାନ୍ତି । ଯେଉଁ କାରଣରୁ ସେ ନିଜ ପାର୍ଟନରଙ୍କ ସହିତ ଶାରୀରିକ ସମ୍ପର୍କବି କରି ପାରନ୍ତି ନାହିଁ । ଏହିଭଳି ମହିଳାମାନଙ୍କ ସହିତ ବି ହୋଇଥାଏ ।

ଜର୍ନଲ ଅଫ ସେକ୍ସ ରିସର୍ଚରେ ପ୍ରକାଶିତ ଗୋଟିଏ ସ୍ଟଡିରେ ମିଳିଛି କି ଏହି ସ୍ଟଡିରେ ସାମିଲ ୩୭ ପ୍ରତିଶତ ମହିଳାମାନେ ସ୍ଵୀକାର କରିଛନ୍ତି କି ସେ ୱେଟ ଡ୍ରୀମ୍ସ ଅନୁଭବ କରିଛନ୍ତି । ଏମିତିରେ ବର୍ତ୍ତମାନ ଏହି ଦୋଷ ମହିଳାମାନଙ୍କ ମଧ୍ୟରେ ବି ସାଧାରଣତଃ ହୋଇଥାଏ ।

ଯେତେବେଳେ ମହିଳାମାନେ ରାତିରେ କୌଣସି ପର୍ନ ଫିଲ୍ମ କିମ୍ବା ନିଜ ପାର୍ଟନର ସହ ବିନା ଶାରୀରିକ ସମ୍ପର୍କ ରଖି ଶୋଇ ଯାଆନ୍ତି ତେବେ ପ୍ରାୟତଃ ତାଙ୍କୁ ସ୍ଵପ୍ନରେ ଶାରୀରିକ ସମ୍ପର୍କ ରଖୁଥିବାର ଦେଖାଯାଇଥାଏ ଓ ସେମାନେ ନିଜ ସ୍ଵପ୍ନରେ ହିଁ ଶାରୀରିକ ସମ୍ପର୍କ ପର୍ଯ୍ୟନ୍ତ ପହଞ୍ଚି ଯାଆନ୍ତି । ଯେଉଁ କାରଣରୁ ସେମାନଙ୍କର ଡିସ୍ଚାର୍ଜ ହୋଇଯାଏ । ଆପଣଙ୍କୁ କହିଦେଉଛୁ କି ନିଦର ଆରମ୍ଭ ସମୟରେ ମହିଳାମାନଙ୍କର ମୂତ୍ରଦ୍ଵାରରେ ରକ୍ତ ପ୍ରବାହର ସ୍ତର ପୂର୍ବରୁ ଅଧିକ ବଢିଯାଏ ଓ ତାଙ୍କ ଶରୀରକୁ ଆରାମ ମଧ୍ୟ ମିଳିଥାଏ ।

ପୁରୁଷମାନଙ୍କୁ ସ୍ଵପ୍ନଦୋଷ ବହୁତ ହିଁ ଅଧିକ ହୋଇଥାଏ । କିନ୍ତୁ ମହିଳାମାନଙ୍କ ମଧ୍ୟରେ ଏହି ଦୋଷ କେବେ କେବେ ହିଁ ଦେଖାଯାଏ ଓ କିଛି ମହିଳାମାନଙ୍କ ମଧ୍ୟରେ ହିଁ ଏହି ପ୍ରକାରର ସ୍ଵପ୍ନଦୋଷର ସମସ୍ୟା ମିଳିଥାଏ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।