କଣ ଆପଣ ଜଣେ Genius ଅଟନ୍ତି ? ଜାଣନ୍ତୁ ଏହି କିଛି ସଙ୍କେତରୁ !

ଆପଣ ମାନେ ଏହି ଭଳି କିଛି ଲୋକଙ୍କ କଥା ଜାଣି ଥିବେ କି କିଛି ଲୋକମାନେ ନିଜ କାମ ଦ୍ଵାରା ସାରା ଦୁନିଆର ନକ୍ସା ବଦଳାଇ ଦେଇ ଥାନ୍ତି । କିନ୍ତୁ ସେହି ସମୟରେ କିଛି ଲୋକମାନେ କେବଳ ଏମାନଙ୍କ ପ୍ରଶଂସା ହିଁ କରି ଥାନ୍ତି ଆଜି ଆମେ କହିବା କି କଣ କଣ ଲକ୍ଷଣ ସାଧାରଣ ଭାବେ ଜିନିୟଶ ଲୋକଙ୍କ ପାଖରେ ଥାଏ । ଆପଣ ମାନେ ଜଣାଇ ଥୁବେ କି ଆପଣଙ୍କ ବାପା ମା ଆପଣଙ୍କୁ ନଖ ଖାଇବା ପାଇଁ ମନା କରି ଥାନ୍ତି ।

କହି ଥାନ୍ତି କି ଏହାକୁ ଖାଇବା ଖରାପ ଗୁଣ ଆଜ୍ଞା ହଁ ଏହା ଖରାପ ହୋଇ ଥାଏ କାରଣ ହେଉଛି କି ଏହା ଖାଇବା ଦ୍ଵାରା ଆମର ଦେହ ଖରାପ ହୋଇ ଥାଏ ଜର୍ମ୍ସ ଦ୍ଵାରା । କିନ୍ତୁ କିଛି ଲୋକମାନେ ଏହାକୁ ଛାଡି ନଥାନ୍ତି । କୁହାଯାଏ କି ଏହି ଭଳି କରିବା ସାଧାରଣ କଥା କିନ୍ତୁ ଏହା ପାଇଁ ଆଗରୁ କୁହାଯାଉଥିଲା କି ଏହା ସେହି ମାନେ କରି ଥାନ୍ତି ଯେଉଁ ମାନେ ଛୋଟ ଛୋଟ କଥାକୁ ନେଇ ଡଋ ଯାଇ ଥାନ୍ତି ।

କିନ୍ତୁ ଏବେ ଗବେଷଣା ରୁ ଜଣା ପଡିଛି କି ଏହା ଜିନିୟଶ ଲୋକମାନେ ଅକ୍ରିୟ ଥାନ୍ତି ଯେତେବେଳେ ସେମାନଙ୍କ ପାଇଁ କ୍କିଛି କରିବା ପାଇଁ ନଥାଏ ସେମାନେ ଏହାକୁ କରି ଥାନ୍ତି । ଆପଣ ମାନେ ଜାଣିକି ଆଶ୍ଚର୍ଯ୍ୟ ହୋଇଯିବେ କି ଜିନିୟଶ ଲୋକମାନେ ଅଳସୁଆ ହୋଇ ଥାନ୍ତି ।

କାରଣ ହେଉଛି କି ଏମାନେ ସବୁ କିଛି କୁ ମୁଣ୍ଡରେ ଏହି ବହଳି ଭାବେ ଚିନ୍ତତା କରି ଥାନ୍ତି ଯେଉଁ ଭଳି ଭାବେ ସେମାନେ ଏହାକୁ କରୁଛନ୍ତି ସେଇ ପାଇ ସେମାନେ ବହୁତ ଜଲ୍ଦି ଥକା ଅନୁଭବ କରି ଥାନ୍ତି । ଏମାନେ ଅନ୍ୟ ମାନଙ୍କୁ କମ ଦେଇ ନିଜେ ସୋଇ ପଡି ଥାନ୍ତି କିଛି ସମୟ ପାଇଁ । ଏହା ପରେ ଆସେ କି ଶୋଇବା ପୂର୍ବରୁ ଚିନ୍ତା କରିବା । କିଛି ଲୋକମାନେ ଖଟରେ ଶୋଇବା ପରେ ନିଦ ହୋଇ ଯାଇ ଥାଏ । କିନ୍ତୁ ଯେଉଁ ମାନେ ଅଲଗା ହୋଇ ଥାନ୍ତି ସେମାନେ ଶୋଇବା ଆଗରୁ ବହୁତ କିଛି କଥା ଚିନ୍ତାକରି ଥାନ୍ତି ।

ଏହା ସହ ଏମାନେ ଚିନ୍ତା କରିବା ପାଇ ଏମାନେ ଅଧିକ ସମୟ ନେଇ ନଥାନ୍ତି ଅନେକ ସମୟରେ ଲୋକମାନେ କିଛି ନା କିଛି କାମ କରି ଥାନ୍ତି । ଏହା ସହ ଏମାନେ ସବୁ ବେଳେ ଅଲଗା ଅଲଗା କମ କରି ଥାନ୍ତି । ଆପଣ ମାନେ ଯଦି ଜାଣି ଥିବେ ଦେଖି ଥିବେ କି ଏମାନେ କିଛି ଅସାମାନ୍ୟ କାମ କରି ଥାନ୍ତି । ଆଜି ଆମେ କହିବା ପାଇଁ ଯାଉଥିବା ଲୋକମାନେ ସାଧାରଣ ନଥାନ୍ତି । ଏମାନଙ୍କ ଘର ଦ୍ଵାର ମଧ୍ୟ ଅସନା ହୋଇ ରହିଥାଏ । ଆଜି ଆମେ କହିବା ପାଇଁ ଯାଉଥିବା ଲୋକମାନେ ଜାଣି ଶୁଣି ଏହି ଭଳି ଭାବେ ଘରକୁ ରଖି ଥାନ୍ତି କିନ୍ତୁ କିଛି ଜଣ କହି ଥାନ୍ତି କି ଏମାନଙ୍କୁ କମ କରିବା ଭଲ ଲାଗେନୀ । କିନ୍ତୁ ଏହି ଭଳି ଲୋକମାନେ ସବୁ ପ୍ରକାର କାମକୁ ଅଲଗା ଢଙ୍ଗରେ କରିଥାନ୍ତି ।