କେଉଁ ଗଛର ପତ୍ର ପାଣିରେ ବୁଡିଯାଏ ? କେଉଁ ଗଛ ମଣିଷକୁ ଖାଇଦିଏ ? ଜାଣନ୍ତୁ ଏହିପରି ଆଉ 20ଟି Interesting GK Questions & Answers

ପୃଥିବୀରେ ପ୍ରତିଦିନ ଏତେ ସବୁ ଘ-ଟ-ଣା ଘ-ଟି-ଥା-ଏ ଓ ଏତେ ଜାଣିବା ବିଷୟ ରହିଛି ଯେ ସେ ସବୁକୁ ଏକା ଠାରେ ମନେ ରଖିବା ଯେକୌଣସି ସାଧାରଣ ଲୋକ ପକ୍ଷେ ଅସବମ୍ଭବ ଅଟେ । ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଯେକୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ସବୁଠି ଅଧିକାଂଶ ସମୟରେ ପଚରା ଯାଏ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିଥିଲେ ଇଣ୍ଟରଭ୍ୟୁ ବେଳେ ଆପଣଙ୍କ ସମସ୍ଯା ନିଶ୍ଚିତ ଭାବେ କମ୍ ହୋଇଯିବ ।

୧- ପୃଥିବୀର କେଉଁ ପାହାଡ ପ୍ରତିଦିନ ରଙ୍ଗ ବଦଳାଏ ?

ଉ: ଆୟାର୍ସ ରକ୍

୨- କେଉଁ ମାଛ ଅଣ୍ଡା ଦେବା ପରେ ମରି ଯାଆନ୍ତି ?

ଉ: ଇଲ ମାଛ

୩- କେଉଁ ଜୀବର ଗୋଡରେ କାନ ଥାଏ ?

ଉ: ଝିଣ୍ଟିକା

୪- କେଉଁ ପ୍ରାଣୀ ଶୋଇଥିବା ବେଳେ ତା’ର ଆଖି ଖୋଲା ରହେ ?

ଉ: ଡଲଫିନ

୫- କେଉଁ ସହରଟି ଅଧା ଏସିଆ ଓ ଅଧା ୟୁରୋପ ମହାଦେଶରେ ରହିଛି ?

ଉ: ଇସ୍ତାନବୁଲ

୬- ସାରା ଜୀବନ ଓଲଟା ଝୁଲି ରହୁଥିବା ସ୍ତନ୍ୟପାୟୀ ପ୍ରାଣୀର ନାମ କ’ଣ ?

ଉ: ସ୍ଲଧ

୭- କେଉଁ ଗଛ ମଣିଷର ରକ୍ତ ଶୋଷିନିଏ ?

ଉ: ମୋଗା

୮- କେଉଁ ପକ୍ଷୀ ପାଣି ଭିତରେ ଉଡିପାରେ ?

ଉ: ଡିପର

୯- ବିଶ୍ଵର କେଉଁ ନଦୀ ସବୁଠାରୁ ଲମ୍ବା ନଦୀ ?

ଉ: ଆମାଜନ

୧୦- କେଉଁ ଗଛର ପାତ୍ର ପାଣିରେ ବୁଡିଯାଏ ?

ଉ: ଛିଙ୍କୋ

୧୧- କ’ଣ ଗରମ କଲେ ତା’ର ଆୟତନ ହ୍ରାସ ହୁଏ ?

ଉ: ବରଫ

୧୨- କେଉଁ ଗ୍ରହରେ ଧୂଳିଝଡ ହୁଏ ?

ଉ: ମଙ୍ଗଳ ଗ୍ରହ

୧୩- କେଉଁ ଦେଶରେ ରେଳରାସ୍ତା ନାହିଁ ?

ଉ: ଆଇସଲ୍ୟାଣ୍ଡ

୧୪- କେଉଁ ଦେଶରେ ଘୁଷୁରିମାନେ ଗାଈ କ୍ଷୀର ପାନ କରନ୍ତି ?

ଉ: ଡେନମାର୍କ

୧୫- କେଉଁ କଙ୍କଡା ନଡିଆ ଗଛ ଚଢି ନଡିଆ ଖାଏ ?

ଉ: ରୋବର କ୍ରାବ

୧୬- କେଉଁ ଜୀବର ଆଖି ତା’ର ମସ୍ତିଷ୍କ ଠାରୁ ବଡ ?

ଉ: ଓଟପକ୍ଷୀ

୧୭- କେଉଁ ଜୀବ କେବେ ହେଲେ ଡେଇଁ ପାରେ ନାହିଁ ?

ଉ: ହାତୀ

୧୮- ଆମ ରକ୍ତ ଶରୀରର ପ୍ରତିଦିନ କେତେ ଚକ୍କର ଲଗାଇଥାଏ ?

ଉ: ୧୦୦୦

୧୯- ଡଲଫିନ ମାଛ କେତେ ସମୟ ପର୍ଯ୍ୟନ୍ତ ଶ୍ଵାସ ନନେଇ ରହିପାରେ ?

ଉ: ୫ ରୁ ୮ ମିନିଟ

୨୦- କେଉଁ ଗଛ ମଣିଷକୁ ଖାଇଦିଏ ?

ଉ: ମାଡା ଗାସ୍କାର

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।