ଏହି ଦେଶରେ ବହୁତ ଲୋକମାନେ ଇଣ୍ଟରଭ୍ୟୁ ଦେବାକୁ ଯାଇଥାନ୍ତି, କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ତାଙ୍କୁ ଇଣ୍ଟରଭ୍ୟୁର ଅର୍ଥ ଓଡିଆରେ ହିଁ ଜଣା ନ ଥାଏ । କିନ୍ତୁ ଅସଲରେ ଇଣ୍ଟରଭ୍ୟୁର ଅର୍ଥ ଓଡିଆରେ ବୁଦ୍ଧିର ପରୀକ୍ଷା କରାଯିବା ହୋଇଥାଏ । ଏଥିରେ କିଛି ଏମିତି ପ୍ରଶ୍ନ ପଚରାଯାଇ ଆପଣଙ୍କର ବୁଦ୍ଧିର ପରୀକ୍ଷା କରା ଯାଏ । କହିଦେଉଛୁ କି ଇଣ୍ଟରଭ୍ୟୁ ଦେବା ସମୟରେ ସବୁବେଳେ ନିଜର ମସ୍ତିଷ୍କକୁ ଶାନ୍ତ ରଖନ୍ତୁ ।
କହିବାକୁ ଗଲେ ଆଜିକାଲି ଆଇଏଏସର ଇଣ୍ଟରଭ୍ୟୁରେ ଯେଉଁ ପ୍ରଶ୍ନ ପଚରାଯାଉଛି, ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି, କିନ୍ତୁ ଏହା ସବୁ ମସ୍ତିସ୍କର ଖେଳ ଅଟେ । ଏହିଭଳି ହିଁ କିଛି ପ୍ରଶ୍ନ ଆଜି ଆମେ ଆପଣଙ୍କୁ ପଚାରିବାକୁ ଯାଉଛୁ, ଯେଉଁଥିରେ ମସ୍ତିସ୍କ ଓ ବୁଦ୍ଧି ଦୁଇଟି ଯାକ ଅଧିକ ଦରକାର ହୋଇଥାଏ । ତେବେ ଚାଲନ୍ତୁ ଆପଣଙ୍କ ସହିତ ପ୍ରଶ୍ନ ଉତ୍ତର ଖେଳ ଖେଳିବା ।
୧ . ପ୍ରଶ୍ନ :- ଗାଈ କ୍ଷୀର ଦେଇଥାଏ ଓ କୁକୁଡା ଅଣ୍ଡା ଦେଇଥାଏ, କିନ୍ତୁ ସେ କିଏ ଅଟେ ଯିଏ ଏହି ଦୁଇଟି ଜିନିଷ ଦେଇଥାଏ ?
ଉତ୍ତର :- ଏହାର ଉତ୍ତର ହେଉଛି ଦୋକାନୀ ।
୨. ପ୍ରଶ୍ନ :- ଗୋଟିଏ ବ୍ୟକ୍ତି ଗୋଟିଏ ହିଁ ଆଙ୍ଗୁଠିରେ ଗୋଟିଏ ସେକଣ୍ଡରେ ୫ ଜଣ ବ୍ୟକ୍ତିକୁ ଉପରେ ପହଞ୍ଚାଇଦେଲା, ତେବେ ସେ କିଏ ହୋଇପାରେ ?
ଉତ୍ତର :- ସେ ଲିଫ୍ଟମ୍ୟାନ ଅଟେ ।
୩. ପ୍ରଶ୍ନ :- ତାହା କେଉଁ ଜିନିଷ ଅଟେ ଯାହା ପାଖରେ ରାତିରେ ତ ମୁଣ୍ଡ ଥାଏ କିନ୍ତୁ ଦିନରେ ନ ଥାଏ ?
ଉତ୍ତର :- ତକିଆ
୪. ପ୍ରଶ୍ନ :- ଭୋକ ଲାଗିଲେ ଖାଇ ନେଇ ଥାଉ, ଶୋଷ ଲାଗିଲେ ପିଇ ନେଇ ଥାଉ ଓ ଥଣ୍ଡା ଲାଗିଲେ ଜାଳି ଦେଇ ଥାଉ, କୁହନ୍ତୁ ତାହାର ନାମ କଣ ଅଟେ ?
ଉତ୍ତର :- ତାହା ହେଉଛି ନଡିଆ । ଯାହାକୁ ଆମେ ଖାଇ ପାରିବା, ପିଇ ପାରିବା ଓ ଜାଳି ପାରିବା ।
ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।