ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ଆଜିକାଲି ଏକ ସାଧାରଣ ଚାକିରି ଇଣ୍ଟରଭ୍ୟୁରେ ମଧ୍ୟ ଏହିସବୁ ପ୍ରଶ୍ନ ପଚାରି ଦେଉଛନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।
୧- ବିଶ୍ଵର ସବୁଠୁ ବଡ ଜାଦୁଗରଙ୍କ ନାମ କଣ ?
ଉ: ହେରି ହାଉଦିନ
୨- କେଉଁ ଗଛର କାଠ ସୁନା ଠାରୁ ବି ଅଧିକ ଦାମୀ ?
ଉ: ରକ୍ତ ଚନ୍ଦନ
୩- ସଂସାରର ସବୁଠାରୁ ବଡ ମହାକାବ୍ୟର ନାମ କଣ ?
ଉ: ମହାଭାରତ
୪- ବର୍ଷା ଆସିଲେ ଉପରକୁ ଉଠେ ବର୍ଷା ଛାଡିଲେ ତଳକୁ ଖସେ ତାହା କଣ ?
ଉ: ଛତା
୫- କେଉଁ ଗଛରେ କାଠ ନଥାଏ ?
ଉ: କଦଳୀ ଗଛ
୬- କେଉଁ ଫଳ ପାଚିଲେ ତା’ର ନାମ ବଦଳିଯାଏ ?
ଉ: ନଡିଆ/ ପଇଡ
୭- କେଉଁ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ?
ଉ: ତେଲେଙ୍ଗାନା
୮- ତାଜମହଲକୁ କିଏ ବିକି ଦେଇଥିଲା ?
ଉ: ବିହାରର ନଟବର ଲାଲ
୯- କେଉଁ ରସକୁ ପିଇବା ପରେ ଚେହେରା ଚମକଦାର ହୋଇ ଯାଇଥାଏ ?
ଉ: ଆଲୋବେରା
୧୦- କ୍ଷୀରଚୋରା ଗୋପୀନାଥ ମନ୍ଦିର କେଉଁ ଜିଲ୍ଲାରେ ଅବସ୍ଥିତ ?
ଉ: ବାଲେଶ୍ଵର
୧୧- ଭାରତରେ ମୋଟ କେତୋଟି ଉଚ୍ଚ ନ୍ୟାୟାଳୟ ଅଛି ?
ଉ: ୨୪ଟି
୧୨- ଭାରତର କେଉଁ ରାଜ୍ୟରେ କୋରିଆ ନାମକ ଜିଲ୍ଲା ଅଛି ?
ଉ: ଛତିଶଗଡ
୧୩- କେଉଁ ଜୀବ ପାଣିକୁ ୧୯ କିଲୋମିଟର ଦୂରତାରେ ଶୁଙ୍ଘି ଦିଏ ?
ଉ: ହାତୀ
୧୪- ମରିବା ପରେ ମଣିଷର ମସ୍ତିଷ୍କ କେତେ ସମୟ ପର୍ଯ୍ୟନ୍ତ ଜୀବିତ ରୁହେ ?
ଉ: ୧୦ ମିନିଟ
୧୫- କେଉଁ ଜୀବର ଶରୀର ଠାରୁ ତା’ର ମୁଣ୍ଡ ବଡ ହୋଇଥାଏ ?
ଉ: ପିମ୍ପୁଡି
୧୬- ଭାରତର ସବୁଠାରୁ ଉଚ୍ଚ ପାହାଡର ନାମ କଣ ?
ଉ: ଗାଡବିନ ଅଷ୍ଟିନ କେ୨
୧୭- ୱେଲ୍ଡିଂ ମେସିନର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉ: ଆମେରିକାରେ
୧୮- ବିଶ୍ଵ ତମ୍ବାକୁ ରୋଧୀ ଦିବସ କେବେ ପାଳନ କରା ଯାଇଥାଏ ?
ଉ: ମେ ୩୧
୧୯- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଲୋକସଭା ସିଟ୍ ରହିଛି ?
ଉ: ଉତ୍ତର ପ୍ରଦେଶ
୨୦- କଣ ସବୁବେଳେ ଆସେ ହେଲେ କେବେ ପହଞ୍ଚେ ନାହିଁ ?
ଉ: ଆସନ୍ତା କାଲି
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏହିପରି ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନୋତ୍ତର ପଢିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।