କାନ ମୋଡି କହୁଛି ଆଉ ଜୀବନରେ କେବେ ବି ମଟନ ଖାଇବି ନାହିଁ, ଏମିତି କିଛି ଭାବୁଥିବେ ଶିଶୁପାଳ ହୋଇ ଫେରିଥିବା ବର

ମୁଁ ଆଉ କେବେ ମଟନ ଖାଇବିନି । ମୁଁ ମଟନ ଖାଇବା ପୁରା ଛାଡି ଦେଇଛି । ମଟନ ଯେତିକି ଖାଇଲି ସେତିକି ବୁଦ୍ଧି ଶୁଖିଲି । ଯେଉଁ ମଟନ ପାଇଁ ମୋ ବାହାଘର ଭାଙ୍ଗି ଗଲା ସେ ମଟନ ଆଉ କେବେ ମୁଁ ଖାଇବି ନାହିଁ । ମଟନ ପାଇଁ ଆଜି ମୁଁ ଶିଶୁପାଳ ହୋଇଗଲି । ହଁ ଦର୍ଶକ ବନ୍ଧୁ ମଟନ ପାଇଁ ବା ଖାସୀ ମାଂସ ପାଇଁ ବାହାଘର ଭାଙ୍ଗିଛି ବୋଲି କନ୍ୟା ଘରର ମିଛ ଅଭିଯୋଗ ପରେ ଏବେ କିଛି ଭାବୁ ଥିବେ ଶିଶୁପାଳ ହୋଇ ଫେରିଥିବା ବର ଜଣକ ।

ଆଉ କହୁଥିବେ କାନ ମୋଡି ଜାବଡା ଖାଉଛି ଆଉ କେବେ ଜୀବନରେ ମଟନ ଖାଇବି ନାହିଁ । ମଟନ କାହା ବାହାଘର ବି ଭାଙ୍ଗି ପାରେ ତାହା ଶୁଣିବାକୁ ଟିକେ ଅଜବ ଲାଗୁଥିବା ନିଶ୍ଚୟ । କିନ୍ତୁ ଏଠି ଜଣେ କନ୍ୟା ଙ୍କ ଅଭିଯୋଗ ମୁତାବିକ ବର ପକ୍ଷ ମଟନ ଖାଇବାକୁ ମାଗିଲେ ବୋଲି ସେ ବାହାଘର ଭାଙ୍ଗି ଦେଲେ । ମଟନ ସମସ୍ତଙ୍କୁ ଖାଇବାକୁ ବହୁତ ଭଲ ଲାଗେ ।

ହେଲେ ଏମିତି ଘଟଣା ଘଟିଲା ପରେ ବର ଜଣକ ଏବେ ମଟନ ଖାଇବାକୁ ବିଲକୁଲ ଭାବୁ ନ ଥିବେ । କାରଣ ମଟନ ଖାଇବାକୁ ନେଇ ବାହାଘର ଭାଙ୍ଗିବା କଥା ମିଛ ଅଭିଯୋଗ ହୋଇଛି ତାଙ୍କ ନାଁ ରେ । ଆଉ ବର ଜଣକ ଯେବେ ବି ମଟନ ଖାଇଲେ ସେତେବେଳେ ତାଙ୍କୁ ତାଙ୍କ ବାହାଘର ଭାଙ୍ଗିବା କଥା ମନେ ପଡିଯିବ । ମିଛ ମଟନ କୁ ନେଇ କେତେ ବଡ କାଣ୍ଡ ହୋଇଗଲା ତାକୁ ନିଶ୍ଚୟ ଭାବିବେ ବର ଜଣକ ।

ଯଦି ଦେଖିବା ତେବେ ବର ପକ୍ଷ ଓ କନ୍ୟା ପକ୍ଷ ଙ୍କ ମଧ୍ୟରେ ଏ ନେଇ ଅନେକ ବିବାଦ ଆରମ୍ଭ ହୋଇଛି । କାରଣ କନ୍ୟା ଘର ଲୋକେ ମଟନ ପାଇଁ ବାହାଘର ଭାଙ୍ଗି ଥିବା କହୁଥିବା ବେଳେ ବର ଘର ଲୋକ ଏହାକୁ ଭିତ୍ତି ହୀନ ବୋଲି କହିଛନ୍ତି । କନ୍ୟା ଘର ଲୋକ ଏ ସବୁ ମିଛ କଥା କହି ବାହାଘର ଭାଙ୍ଗି ଥିବା କଥା ବର ପକ୍ଷ କହିଛନ୍ତି । ସାମାନ୍ଯ ମିଥ୍ୟା କୁ ବଡ କରି ଦେଖାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ବର ପକ୍ଷ । ତେବେ ଏହି ଘଟଣାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି ।

କନ୍ୟା ଓ ବର ଘର ଲୋକେ ଉଭୟ କିଏ ମିଛ କହୁଛି ଆଉ କିଏ ସତ କହୁଛି ତାହା ଏ ନେଇ ସ୍ପଷ୍ଟ ହୋଇ ନାହିଁ । ତେବେ ସେ ଯାହା ବି ହେଉ ସାମାନ୍ଯ ମଟନ ପାଇଁ ବାହାଘର ଭାଙ୍ଗି ଗଲା ଏ କଥା ଯିଏ ଶୁଣୁଛି ସିଏ ଆଶ୍ଚର୍ଯ୍ୟ ହେଉଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ ଓ କମେଣ୍ଟ କରନ୍ତୁ, ଧନ୍ୟବାଦ ।