Jyotish Shastra- ମାନ କି ନ ମାନ ! କାଲି ର ଦିନ ଟି ଏହି ରାଶି ପାଇଁ ନେଇ କରି ଆସୁଛି ବର୍ଷ ର ସବୁଠୁ ବଡ ଖୁସି ଖବର

ଜୀବନରେ ଖୁସି ପାଇବାକୁ ହେଲେ ଭାଗର ମାଧ୍ୟ ସାହାଯ୍ୟ ଆବଶ୍ୟକ ହୋଇଥାଏ । କିନ୍ତୁ ଏହି ଭାଗ୍ୟ ଋତୁ ଭଳି ହୋଇଥାଏ । ଯାହାକି ଆମ ଜୀବନ ଚକ୍ରରେ ବଦଳୁଥାଏ । ଯେତେବେଳେ ଭାଗ୍ୟ ଆମ ସହ ଥାଏ ସେତେବେଳେ ଆମ ଜୀବନରେ ସବୁ କାର୍ଯ୍ୟ ଅତି ସହଜରେ ହୋଇଯାଏ । କିନ୍ତୁ ଭାଗ୍ୟ ସାଥ ନ ଦେଲେ ଛୋଟ ରୁ ଛୋଟ କାମ କରିବା ପାଇଁ ଆମକୁ ବହୁତ କଷ୍ଟ ହୋଇଥାଏ । ଜୋତିଶ ଶାସ୍ତ୍ର ଅନୁସାରେ ବୁଧ ଗ୍ରହ ଆସନ୍ତା କାଲି ଏକ ଖାସ ସ୍ଥିତିରେ ରହିବାକୁ ଯାଉଛି । ବୁଧ ଗ୍ରହ ମକର ରାଶିରେ ସିଧା ଚଳନ କରିବେ । ଏହା ଦ୍ବାରା ବୁଧ ଗ୍ରହ କିଛି ରାଶି ମାନଙ୍କୁ ବହୁତ ଶୁଭ ଫଳ ଦେବାକୁ ଯାଉଛି । ଯାହା ଦ୍ଵାରା କିଛି ରାଶି ମାନଙ୍କ ଉପରେ ଗଣେଶ ଭଗବାନଙ୍କର କୃପା ରହିବ ।

ଏଥିପାଇଁ ଏହି ରାଶିମାନଙ୍କୁ ଗଣେଶ ଭଗବାନଙ୍କର କୃପା ମିଳିବାକୁ ଯାଉଛି । ଏହି ଶୁଭ ଯୋଗ ଯୋଗୁଁ ଏହି ରାଶି ମାନେ ଯାହା ମନ କରିବେ ତାହା ଅତିସହଜରେ ପାଇଯିବେ ଓ ଜୀବନରେ ଅତି ଖୁସିରେ ଜୀବନ ବିତାଇବେ । ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।

ବୃଷ ରାଶି

ଏହି ରାଶିର ବ୍ୟକ୍ତିମାନଙ୍କର ଧନ ସମ୍ବନ୍ଧୀୟ ଅଟକି ରହିଥବା ସବୁ କାର୍ଯ୍ୟ ଅତି ସହଜରେ ହୋଇଯିବ । କୌଣସି ବଡ କମ୍ପାନୀରେ ଚାକିରୀ ମିଳିବ । ବ୍ୟବସାୟୀମାନଙ୍କୁ ଭଲ ଲାଭ ମିଳିବ । ଏହି ବ୍ୟକ୍ତିଙ୍କୁ ବୁଧୁବାର ଦିନ ଗଣେଶ ବ୍ରତ କରିବା ଉଚିତ ।

କନ୍ୟା ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ସବୁ ସମସ୍ୟାରୁ ମୁକ୍ତି ମିଳିବ । ଗଣେଶ ମନ୍ଦିରରେ ମୋଦକର ଭୋଗ ଲଗାନ୍ତୁ । ଏହି ବ୍ୟକ୍ତିଙ୍କୁ ପ୍ରେମ ମାମଲାରେ ଶୁଭ ଖବର ମିଳିବ । ଆର୍ଥିକ ସ୍ଥିତି ରେ ଉନ୍ନତି ହେବ । ପାରିବାରିକ ଶାନ୍ତି ରହିବ ।

ମକର ରାଶି

ଏହି ରାଶିର ବ୍ୟକ୍ତି ପ୍ରେମ ମାମାଲାରେ କିଛି ଶୁଭ ଖବର ପାଇବେ । ସମ୍ପର୍କୀୟ ମାନଙ୍କ ସହ ଭଲ ସମ୍ବନ୍ଧ ରହିବ । ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ । ବୁଧୁବାର ଦିନ ଗାଈକୁ ଗୁଡ଼ ଓ ରୁଟି  ଖାଇବାକୁ ଦିଅନ୍ତୁ ସବୁ ଶୁଭ ହେବ ।

ବିଚ୍ଛା ରାଶି

ଏହି ରାଶିର ବ୍ୟକ୍ତି ଆସନ୍ତା କାଲି ଠାରୁ କୌଣସି ନୁତନ କାର୍ଯ୍ୟ ଆରମ୍ଭ କରିବେ । କୌଣସି ପୁରୁଣା ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ । ଏହି ଦିନ ଗଣେଷ ମନ୍ଦିରରେ ପୂଜା ପାଠ କରନ୍ତୁ । କୌଣସି ଗରିବ ବ୍ୟକ୍ତିକୁ ଲୁହା ଜିନିଷ ଦାନ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିବ ।

ତୁଳା ରାଶି

ଏହି ରାଶିର ବ୍ୟକ୍ତି ପ୍ରେମ ମାମଲାରେ ଶୁଭ ଖବର ପସିବେ । ଦାମ୍ପତ୍ୟ ଜୀଵନରେ ଖୁସି ମିଳିବ । ବ୍ୟବସାୟରେ ଭଲ ଲାଭ ମିଳିବ । ଚାକିରୀ କ୍ଷେତ୍ରରେ ଓ ପଦୋନ୍ନତି ମିଳିବ । ଘର ପରିବାରରେ  ମାତା ପିତାଙ୍କ ସହଯୋଗ ମିଳିବ । ପରିଶ୍ରମ ଅନୁଯାଇ ଫଳ ଅଧିକ ମିଳିବ । ମିତ୍ରମାନଙ୍କ ସହ ବୁଲିବାକୁ ଯାଇପାରନ୍ତି ।

କୁମ୍ଭ ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ଆର୍ଥିକ କ୍ଷେତ୍ରରେ ଭଲ ଉନ୍ନତି ହେବ । ରାଜନୈତିକ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ କୌଣସି ପଦ ପଦବୀ ମିଳିବ । କୌଣସି ବଡ଼ ସରକାରୀ ଅଧିକାରୀଙ୍କ ସହ ସମ୍ପର୍କ ବଢିବା ଦ୍ୱାରା ପ୍ରଶାସନିକ କ୍ଷେତ୍ରରେ ଭଲ ଲାଭ ମିଳିବ । ପରିବାରରେ ଶାନ୍ତି ରହିବ । ଆପିପ୍ପପନ ଏହି ସମୟରେ ସବୁ କ୍ଷେତ୍ରରେ ସଫଳତା ପାଇବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।