ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅନେକ ଲୋକ ନିଜ ପାଦରେ ହାତ କିମ୍ବା ବେକରେ କଳା ଫିତା ପିନ୍ଧିଥାନ୍ତି । ହେଲେ ଅନେକ ଲୋକ ତ ସୌକିରେ କଳା ଫିତା ପିନ୍ଧିଦେଇଥାନ୍ତି । ହେଲେ କଳା ପିନ୍ଧିବା ଦ୍ଵାରା କେଉଁ ପ୍ରକାର ଫାଇଦା ହୋଇଥାଏ । ଏହା ସହ କଳା ଫିତା ପରିଧାନ କରିବାର ସଠିକ ତରିକା ବିଷୟରେ କିନ୍ତୁ ଜାଣିନଥାନ୍ତି । ତେବେ ଚାଲନ୍ତୁ ଏହି ସମ୍ପର୍କରେ ଆଲୋଚନା କରି କିଛି ତଥ୍ୟ ଜାଣିବା ।

କଳା ପିନ୍ଧିବା ଦ୍ଵାରା ଖରାପ ନଜର ବା ନକରାତ୍ମକ ଶକ୍ତି ସେହି ବ୍ୟକ୍ତି ଉପରେ ପଡ଼ିପାରିନଥାଏ । ତେଣୁ ଅନେକ ଲୋକ ନିଜ ଶରୀରର କୌଣସି ଏକ ସ୍ଥାନରେ କଳା ଫିତା ପିନ୍ଧି ଦେଇଥାନ୍ତି । ଅନେକ ଲୋକ ତ ଯେକୌଣସି ବାରରେ ମଧ୍ୟ କଳା ଫିତାକୁ ବାନ୍ଧି ଦେଇଥାନ୍ତି । ହେଲେ ଧ୍ୟାନ ରଖିବା ପାଇଁ ପଡିବ । ଯେ କଳା ଫିତାକୁ ଶନିବାର ଦିନ ପିନ୍ଧିବା ଉଚିତ । କାରଣ ଅନ୍ୟ ବାର ଅପେକ୍ଷା ଶନିବାର ଦିନ କଳା ପିନ୍ଧିବା ସର୍ବୋତ୍ତମ ହୋଇଥାଏ ।
କାରଣ ଶନିବାର ଦିନ ଶନି ମହାରାଜାଙ୍କ ଦିନ ହୋଇଥାଏ । ଏହା ସହିତ ପ୍ରଭୁ ଶନିଙ୍କର କଳା ରଙ୍ଗ ସହିତ ସମ୍ବଦ୍ଧ ମଧ୍ୟ ରହିଥାଏ ।ମାର୍କେଟରୁ କଳା ଫିତା ଆଣିକି ସଙ୍ଗେ ସଙ୍ଗେ ନିଜ ହାତରେ ବାନ୍ଧିବା ଉଚିତ ନୁହେଁ । ପ୍ରଥମେ କଳା ଫିତା ଆଣିକି ଏହାକୁ ଶନିବାର ଦିନ ଶନି ଠାକୁରଙ୍କ ପାଦ ତଳେ ଥୋଇ ଏହାର ପୂଜା କରନ୍ତୁ । ତାପରେ ଆଣି କଳା ଫିତାକୁ ନିଜ ହାତରେ ପିନ୍ଧନ୍ତୁ ।

ଯଦି ନିଜ ଜୀବନରେ ଆର୍ଥିକ ସଙ୍କଟର ସାମ୍ନା କରୁଥାନ୍ତି । ତେବେ ଶନିବାର ଦିନ କଳା ଫିତାକୁ ଆଣି ନିଜ ଡାହାଣ ପାଦରେ ବାନ୍ଧିବା ଉଚିତ । ଯଦି କୌଣସି ବ୍ୟକ୍ତିର ପେଟ ଜନିତ କିଛି ସମସ୍ଯା ଥାଏ ।ତେବେ ସେପରି ବ୍ୟକ୍ତି ନିଜ ପାଦର ଆଙ୍ଗୁଠିରେ ଶନିବାର ଦିନ କଳା ଫିତା ବାନ୍ଧିବା ଉଚିତ । ବିଶେଷ କରି ମହିଳା ମାନେ ନିଜର ପାଦରେ ଆଙ୍ଗୁଠିରେ କଳା ଫିତା ବାନ୍ଧିବା ଉଚିତ ।
ଏପରି କରିବା ଦ୍ଵାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଯେଉଁ ହାତରେ କଳା ଫିତା ବନ୍ଧୁଥିବେ । ସେହି ହାତରେ ନାଲି ଫିତା ବାନ୍ଧିବେ ନାହିଁ । ଶାସ୍ତ୍ରର ମାନ୍ୟତା ଅନୁସାରେ ପୁରୁଷ ମାନଙ୍କୁ ନିଜ ଡାହାଣ ପାଦରେ କଳା ଫିତା ବାନ୍ଧିବା ଉଚିତ । ଏହା ସହ ମହିଳା ମାନଙ୍କୁ ନିଜର ବାମ ପାଦରେ କଳା ଫିତା ବାନ୍ଧିବା ଉଚିତ ।

ମେଷ ଓ ବିଛା ରାଶିର ଲୋକଙ୍କୁ ଭୁଲରେ ସୁଧା କଳା ଫିଟ ଶରୀରର କୌଣସି ସ୍ଥାନରେ ବାନ୍ଧିବା ଉଚିତ ନୁହେଁ । କାରଣ ଏହି ରାଶିର ସ୍ଵାମୀ ମଙ୍ଗଲ ଗ୍ରହ ଅଟନ୍ତି । ତେଣୁ ଏମାନେ ନାଲି ଫିତା ପିନ୍ଧି ପାରିବେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ