କାହିଁକି ସ୍ତ୍ରୀ ଙ୍କ ପୂର୍ବରୁ ହୋଇଥାଏ ସ୍ଵାମୀଙ୍କ ମୃତ୍ୟୁ ? ଏହି 3 ଭୁଲ୍ କେବେବି କରନ୍ତୁନି, ସୁହାଗିନୀ ମାନେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଆମ ହିନ୍ଦୁଧର୍ମରେ ସ୍ଵାମୀ ସ୍ତ୍ରୀ ପରସ୍ପରର ପରିପୂରକ ଅଟନ୍ତି । ଗୋଟିଏ ପୁରୁଷ ଏବଂ ନାରୀ ବିବାହ ବନ୍ଧନରେ ବାନ୍ଧି ହେବା ପରେ ହିଁ ସମ୍ପୂର୍ଣ ହୋଇଥାନ୍ତି । ଗୋଟିଏ ସ୍ତ୍ରୀର କାର୍ଯ୍ୟ ସର୍ବଦା ସ୍ଵାମୀ ଉପରେ ପ୍ରଭାବ ପକାଇଥାଏ । ଭଲ କର୍ମ କରୁଥିଲେ ସ୍ଵାମୀ ସୌଭାଗ୍ୟଶାଳୀ ବନିଯାଇଥାଏ ସ୍ତ୍ରୀର କର୍ମ ପାଇଁ । ଯଦି ଗୋଟିଏ ସ୍ତ୍ରୀ ଭୁଲ କର୍ମ କରୁଥାଏ ତେବେ ସ୍ଵାମୀର ଦୁର୍ଭାଗ୍ୟର କାରଣ ମଧ୍ୟ ପାଲଟି ଯାଏ । ତେବେ ଆସନ୍ତୁ ଜାଣିବା ସ୍ତ୍ରୀର କେଉଁ କାର୍ଯ୍ୟ ସ୍ଵାମୀର ଦୁର୍ଭାଗ୍ୟକୁ ଡାକି ଆଣିଥାଏ ।

ଗରୁଡ ପୁରାଣ ଅନୁଯାୟୀ ସ୍ତ୍ରୀ ପୂର୍ବରୁ ସ୍ଵାମୀର ଯୁବା ଅବସ୍ତାରେ ମୃତ୍ୟୁର 3ଟି ରହସ୍ୟ ବର୍ଣନା କରାଯାଇଛି । ପ୍ରଥମ: ସ୍ଵାମୀଙ୍କ ଲମ୍ବା ଆୟୁଷ ପାଇଁ ସ୍ତ୍ରୀମାନେ ଅନେକ ବ୍ରତ ଉପାସ ରଖିଥାନ୍ତି । ଯଦି ସ୍ତ୍ରୀମାନେ ସେହି ବ୍ରତ ଉପାସ କରିଥିବା ସମୟରେ ଲୁଚି କିଛି ଖାଦ୍ୟ ଗ୍ରହଣ କରନ୍ତି କିମ୍ବା ପାଣି ବି ଯଦି ପିଅନ୍ତି ତେବେ ଏହାର କୁପ୍ରଭାବ ବହୁତ ଶୀଘ୍ର ଆପଣଙ୍କ ସ୍ଵାମୀଙ୍କ ଉପରେ ପଡିଥାଏ ।

ଯାହାଫଳରେ ଆପଣଙ୍କ ସ୍ଵାମୀଙ୍କ ଆୟୁଷ କମିଯାଇଥାଏ । ତେଣୁ ଭୁଲରେ ମଧ୍ୟ ସ୍ଵାମୀଙ୍କ ପାଇଁ କରିଥିବା ବ୍ରତ ଉପାସନାର ଭଙ୍ଗ କରନ୍ତୁ ନାହିଁ । ବ୍ରତ ରଖିଥିବା ସମୟରେ ଭୋଜନ ପାଇଁ ମନରେ ଆଶା ମଧ୍ୟ ରଖିବା ଅନୁଚିତ । ତେଣୁ ଆପଣ ଏହି କଥାର ଧ୍ୟାନ ନିହାତି ରଖିବା ଆବଶ୍ୟକ । ଗୋଟିଏ ସ୍ତ୍ରୀ ହାତରେ ସ୍ଵାମୀର ଆୟୁଷ ଥାଏ

ଦିତୀୟ: ସ୍ତ୍ରୀ ମାନେ କଥା କଥାରେ ଏବଂ ନିଜ ଭୁଲକୁ ଲୁଚାଇବାକୁ ଯାଇ ବାରମ୍ବାର ସ୍ଵାମୀଙ୍କ ରାଣ ପକାଇବା ସମ୍ପୂର୍ଣ ଅନୁଚିତ । ପ୍ରତିକଥାରେ ଝଗଡା କରିବା ସହ ଖରାପ ଭାଷାରେ ସ୍ଵାମୀକୁ ଗାଳି କରିବା ଘୋର ପାପ ସମାନ ହୋଇଥାଏ । ଏହା କୁହାଯାଏ କି ଖୁବ ଶୀଘ୍ର ଏହି ସମ୍ପର୍କ ଭାଙ୍ଗିଯାଇଥାଏ ।

ଯୁବା ଅବସ୍ଥାରେ ସ୍ଵାମୀର ଜୀବନ ଯିବାର ଏହା ଏକ ପ୍ରମୁଖ କାରଣ ହୋଇଥାଏ । ତେଣୁ କେବେ ମଧ୍ୟ ନିଜ ସ୍ଵାମୀଙ୍କ ସହ ଯଥାରେ କଳି ଝଗଡା କରିବା ଏବଂ ସ୍ଵାମୀକୁ ଖରାପ ଭାଷାରେ ଗାଳି କରିବା ସହ ହାତ ଉଠାଇବା ଭଳି ଭୁଲ କରିବା ଅନୁଚିତ ।

ତୃତୀୟ: ଗରୁଡ ପୁରାଣ ଅନୁଯାୟୀ ଯେଉଁ ନାରୀ ମାଂସ ସେବନ କରିଥାଏ ସେହି ନାରୀର ସ୍ଵାମୀ ଯୁବା ଅବସ୍ଥାରେ ନିଜ ଜୀବନ ହରାଇଥାନ୍ତି । ଗୁରୁବାର ଦିନ ସ୍ତ୍ରୀମାନେ ମୁଣ୍ଡ ସଫା କରିବା ଫଳରେ ସ୍ଵାମୀ ଏବଂ ସନ୍ତାନ ଉଭୟଙ୍କ ଆୟୁଷ ହାନି ହୋଇଥାଏ । ସ୍ଵାମିକ ଥାଇ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିବା ଦ୍ଵାରା ସ୍ଵାମୀର ଯୁବା ଅବସ୍ତାରେ ହିଁ ମୃତ୍ୟୁ ହୋଇଯାଇଥାଏ ।

ଯଦି ସ୍ତ୍ରୀମାନେ ଏହି ସମସ୍ତ କଥାକୁ ଧ୍ୟାନରେ ନ ରଖନ୍ତି ତେବେ ଏହି ଜନ୍ମ କଣ ଆସନ୍ତା କିଛି ଜନ୍ମ ପର୍ଯ୍ଯନ୍ତ ସ୍ଵାମୀକୁ ଯୁବା ବୟସରେ ହରାଇବାକୁ ପଡିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।