ଆଜିର ରାଶିଫଳ, 27 ଡିସେମ୍ବର 2022, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି 5ଟି ରାଶି ଉପରେ, ମିଳିବ କିଛି ଖୁସି ଖବର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୭ ଡିସେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆପଣ କିଛି ଏମିତି ଦେଖିବେ ଯାହାକୁ ଦେଖା କରି ପୁରୁଣା ସ୍ମୃତି ତାଜା ହେବ । କ୍ୟାରିୟର ରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ । ସନ୍ତାନ ସୁଖ ପ୍ରାପ୍ତ ହେବ । ଜୀବନରେ ନୂଆ ପରିବର୍ତ୍ତନ ଆସନିବେ । ଯେତେ ମେହନତ କରିବେ ସେଥିରେ ସଫଳ ହେବେ । ଆକସ୍ମିକ ଧନ ଲାଭ ହେବ । ଆଜି ପୁରୁଣା ବନ୍ଧୁ ଙ୍କ ସହଯୋଗରେ ଆପଣ କୌଣସି ବଡ ସମସ୍ୟାର ସମଧାନ କରି ପାରିବେ ।

ବୃଷ ରାଶି : ଆୟ ର ସାଧନ ଅସ୍ଥିର ରହିବ । ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ । ଆଜି ଆପଣଙ୍କୁ ବ୍ୟାପାରିକ ଲାଭ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ । ପ୍ରେମ ରେ ଦୂରତା ଆସିବ । କାର୍ଯ୍ୟ ସ୍ଥଳରେ ଆପଣଙ୍କ ପ୍ରତିଷ୍ଠା ବଜାୟ ରହିବ । ବିଦ୍ୟାର୍ଥୀ କଠିନ ପରିଶ୍ରମ କରନ୍ତୁ ଓ ଭଲ ପରିଣାମ ପ୍ରାପ୍ତ ହେବ । ସଉଦା କରି କାରୋବାର କରୁଥିଲେ ଭଲ ଫାଇଦା ମିଳିପାରେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ମାତା ପିତା ଙ୍କ ସହଯୋଗ ପାଇବେ ।

ମିଥୁନ ରାଶି : ଆଜି ଦିନର ଆରମ୍ଭ ଭଗବାନ ଶିବ ଙ୍କ ପୂଜା ରେ କରନ୍ତୁ । ପ୍ରେମ ସମ୍ପର୍କ ପାଇଁ ଦିନ ଭଲ ରହିବ । କାର୍ଜ୍ୟାଳୟ ରେ ସବୁ କିଛି ଆପଣଙ୍କ ପକ୍ଷ ରେ ନଜର ଆସିବ । ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଆପଣ ପୁରା ଦିନ ବିଚଳିତ ରହିବେ । କାମ କାର୍ଯ୍ୟ ରେ କାହାର ସହଯୋଗ ଆପଣଙ୍କୁ ଲାଭ ପ୍ରାପ୍ତି କରାଇବ । ଆପଣଙ୍କୁ ନିଜର ପ୍ରତିଭା ଦେଖାଇବାର ଓ ନିଜର ନାମ ବନାଇବାରେ ଅବସର ମିଳିବ ।

କର୍କଟ ରାଶି : ଆଜି ଆପଣ ନିଜକୁ ଲୋକଙ୍କ ଧ୍ୟାନ ର କେନ୍ଦ୍ର ରେ ପାଇବେ । ଲୋକେ ଆପଣଙ୍କ ଠାରୁ ଅନେକ ଆଶା ରଖିବେ । ନିଜର ବଜେଟ ଉପରେ ଧ୍ୟାନ ରଖନ୍ତୁ । ସେହି ହିସାବରେ ନିସ୍ପତି ନିଅନ୍ତୁ । ବ୍ୟବସାୟରେ ନୂଆ ସଫଳତାର ଯୋଗ ଅଛି । କ୍ଯାରିୟରକୁ ନେଇ ଦିନ ଭଲ ହେବ । ବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ । ଲୋକଙ୍କୁ ଆପଣଙ୍କ ଠାରୁ କୌଣସି ପ୍ରକାରର ସାହାଜ୍ଯ ଦରକାର ପଡିବ ।

ସିଂହ ରାଶି : ପିତା ଙ୍କ ଉପଦେଶର ସମ୍ମାନ କରନ୍ତୁ । ତାଙ୍କ ଉପଦେଶ ଆପଣଙ୍କୁ ଲାଭ ଦେବ । ଆଜି ଆପଣଙ୍କୁ ଅଚାନକ ଆକସ୍ମିକ ଧନ ଲାଭ ପ୍ରାପ୍ତିର ଯୋଗ ଅଛି । ଧାର୍ମିକ ଯାତ୍ରା ର ଯୋଜନା ଫଳୀଭୂତ ହେବ । ଶିକ୍ଷା ରେ ସଫଳତା ପ୍ରାପ୍ତି ହେବ । ବିଜନେସରେ ଲାଭ ହେବ । ମାନସିକ ଶାନ୍ତି ମିଳିବ । ଖର୍ଚ୍ଚ ଅଧିକ ରହିବ । ବଡ ବିବାଦର ସ୍ଥିତି ହୋଇପାରେ । ବ୍ଯବସାୟିକ ଉନ୍ନତି ର ଫାଇଦା ଉଠାଇବା ପାଇଁ ଅନୁକୂଳ ସମୟ ଅଟେ ।

କନ୍ୟା ରାଶି : ପାରିବାରିକ ବାତାବରଣ ସୋହାର୍ଦ୍ୟ ପୂର୍ଣ୍ଣ ରହିବ । ମାତା ଙ୍କ ଆଶୀର୍ବାଦ ରୁ ଧନ ସମ୍ପତି ପ୍ରାପ୍ତ ହେବାର ଅବସର ମିଳିବ । ଆଜି ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ କିଛି ଚ୍ୟାଲେଞ୍ଜ ର ସାମ୍ନା କରିବାକୁ ପଡିପାରେ । ଏଥିପାଇଁ ଆପଣଙ୍କୁ ନିଜର ଧ୍ୟାନ କାମ ଉପରେ ରଖିବାର ଅଛି । ବ୍ୟକ୍ତିଗତ ଜୀବନରେ କିଛି କଠିନ ସ୍ଥିତି ର ସାମ୍ନା କରିବାକୁ ପଡିପାରେ । ସନ୍ତାନ ପକ୍ଷ ରୁ କିଛି ଶୁଭ ସମାଚାର ଆପଣଙ୍କୁ ମିଳିବ ।

ତୁଳା ରାଶି : ଏହି ଦିନ ଟି ବହୁତ କିଛି କହୁଛି । ଆପଣଙ୍କୁ କିଛି ଖାସ କାମରେ ସଫଳତା ହାସିଲ ହେବ । ଆଜି ଆପଣ ତାକତ ଓ ପ୍ରତିଷ୍ଠା ରୁ ପରିଚିତ ହେବେ । ଆଜି ଆପଣଙ୍କୁ କୌଣସି ସମାରୋହ ରେ ଯିବାର ଅବସର ମିଳିବ । ସମୟ ଅଳ୍ପ ବିପରୀତ ହୋଇପାରେ କିନ୍ତୁ ଯଦି ଆପଣ ସତର୍କ ହୋଇ କାମ କରିବେ ତେବେ ହାନି ରୁ ବଞ୍ଚି ପାରିବେ । କାର୍ଯ୍ୟ କ୍ଷେତ୍ର ରେ ଅଫିସ ରେ ନିଜ ଭବିଷ୍ୟ ପ୍ରତି ଉଶ୍ଚାହିତ ଅନୁଭବ କରିବେ ।

ବିଛା ରାଶି : ଆପଣଙ୍କ ଜୀବନ ସାଥି ଆପଣଙ୍କ ପାଇଁ ବିଶ୍ଵାସ ହେବେ । ଆଜି ଅନେକ ପ୍ରକାରର ଦାୟିତ୍ଵ ଆପଣଙ୍କ ଉପରେ ରହିବ । ପୂର୍ବରୁ ଚାକିଥିବା କିଛି କାମ ପୁରା ହେବ । ଯେଉଁ କଥାକୁ ନେଇ ଚିନ୍ତାରେ ଥିଲେ ତାହା ସହ ସମ୍ବାଧିତ ପଦକ୍ଷେପ ଆପଣ ଉଠାଇବେ । ପରିସ୍ଥିତି ସହ ବୁଝାମଣା କରିବାକୁ ରେଡି ରୁହନ୍ତୁ । କୌଣସି ଅଧିକାରୀ ଙ୍କ ସହ ବିବାଦ ହୋଇପାରେ । ମାତା ଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ । ଦାଂପତ୍ଯ ଜୀବନ ସୁଖଦ ରହିବ ।

ଧନୁ ରାଶି : ଏହି ଦିନ କାମ କାର୍ଯ୍ୟ ରେ ଭଲ ସଫଳତା ଆଣି ଦେବ । ଆପଣଙ୍କ ମେହନତ ଓ ଭାଗ୍ୟ ର ସହଯୋଗ ପ୍ରତେକ କ୍ଷେତ୍ର ରେ ଉତ୍ତମ ସାବ୍ୟସ୍ତ ହେବ । ଆଜି ଆପଣଙ୍କୁ ନିଜ କଥା ରଖିବାର ଅବସର ମିଳିବ । ପରିବାର ରେ କୌଣସି ସଦସ୍ୟ ଆପଣଙ୍କ ପ୍ରତିଷ୍ଠା ବଢାଇବ । ସମ୍ପତି ଡିଲର ପାଇଁ ଆଜି ଦିନ ଟି ଫାଇଦା ଆଣିପରେ । ଅଚାନକ ସନ୍ତାନ ଙ୍କ ଠାରୁ ଖୁସି ଖବର ମିଳିପାରେ । ଉନ୍ନତି ପାଇଁ ନୂଆ ମାର୍ଗ ସନ୍ଧାନ କରିବାର ଜରୁରତ ଅଛି ।

ମକର ରାଶି : ବ୍ୟବସାୟିକ ସଉଦା ହୋଇପାରେ । ଅଧୁର ରହିଥିବା କାମ ପୁରା ହେବ । ଯେଉଁ ଲୋକ ଲମ୍ବା ସମୟରୁ ରୋଜଗାର ରେ ସନ୍ଧାନ ରେ ଅଛନ୍ତି ସେମାନଙ୍କୁ ଏପଟ ସେପଟ ହେବାର ଆଉ ଜରୁରତ ନାହି । ସେମାନଙ୍କ ହାତରେ ଯାଇ ଭଲ ଅବସର ଆସିପାରେ । ଆଜି ରାଜନୀତି ଦିଶା ରେ କାର୍ଯ୍ୟ ରତ ଲୋକ ଙ୍କୁ ନିଜର ପୂର୍ବ କାମ ପାଇଁ ସମ୍ମାନିତ କାର ଯାଇପାରେ । ଖେଳକୁଦ ଭଳି ଗତି ବିଧି ରେ ଭାଗ ନେବେ ।

କୁମ୍ଭ ରାଶି : ଆପଣଙ୍କ ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ଆପଣ ନିଜକୁ ଏନରଜେଟିକ ଅନୁଭବ କରିବେ । ଆଜି ସରକାରି କାର୍ଯ୍ୟ ରେ ଲାଭ ହେବ । ଆଜି ଦିନରେ ପୂଣ୍ୟ ଓ ପ୍ରଶଂସା କମାଇବାକୁ ହେଲେ ଯେତେ ସମ୍ଭବ ଲୋକଙ୍କୁ ସାହାଜ୍ଯ କରନ୍ତୁ । ଚାକିରି କରୁଥିବା ଜାତକ ମାଲିକ ଙ୍କ ସହ ଫୋନ ରେ ସମ୍ପର୍କ ସ୍ଥାପିତ କରିବାକୁ ହେବ । କୌଣସି କାମ କରିବାର ତରବର ହୁଅନ୍ତୁ ନାହି ।

ମୀନ ରାଶି : ଛୋଟ ଛୋଟ କଥାର ପ୍ରଭାବ ଆପଣଙ୍କ ଉପରେ ପଡିପାରେ । ପିଲା ଓ ପରିବାରକୁ ଅଧିକ ସ୍ମାୟ ଦେବେ । ଅତିଥି ଙ୍କ ସ୍ବାଗତରେ ବ୍ୟସ୍ତ ରହିବେ । ପେଟ ସମ୍ବଧିତ ସମସ୍ଯା ହୋଇପାରେ । କୋର୍ଟ କଚେରୀ ର ନିସ୍ପତି ଆପଣଙ୍କ ପକ୍ଷ ରେ ରହିବ । ବାହନ ସାବଧାନ ପୂର୍ବକ ଚଲାନ୍ତୁ । ଭାଇ ଙ୍କ ସହ ସମ୍ପର୍କ ଭଲ ରହିବ । ମାତା ଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।