ଜେନରାଲ କହିଲେ କି କାହିଁକି ଅପରେଶନରେ ୩ ଆତଙ୍କି ବଦଳରେ ସେନାଙ୍କର ୫ ଜଣ ଯବାନଙ୍କୁ ହରାଇବାକୁ ପଡିଥିଲା ?

୧୪ ଫେବ୍ରୁୟାରୀରେ ପୁଲୱାମାରେ ଆତଙ୍କିମାନଙ୍କର ଆକ୍ରମଣରେ ପଛରେ ମାଷ୍ଟରମାଇଣ୍ଡ ଆତଙ୍କି କାମରାନ ଉର୍ଫ ଗାଜୀ ରାଶିଦ ଥିଲା । ସେ ସିଆରପିଏଫ ଗାଡି ଉପରେ ଆତ୍ମଘାତୀ ଆକ୍ରମଣର ଷଡଯନ୍ତ୍ର ରଚିଥିଲା ଏବଂ ସୁସାଇଡ ବମ୍ବର ଆଦିଲକୁ ବି ପ୍ରଶିକ୍ଷିତ କରିଥିଲା ।

କହିଦେଉଛୁ ଯେ ସେନାଙ୍କୁ ଖବର ମିଳିଲା କି ପୁଲୱାମାର ପିଂଗଲିନାରେ ଆତଙ୍କି ଲୁଚି ଅଛନ୍ତି । ଯାହା ପରେ ସେନା ପୁରା ଯୋଜନା କରିଲେ ଏବଂ ୫୫ ରାଷ୍ଟ୍ରୀୟ ରାୟଫଲ୍ସ, ସିଆରପିଏଫ ଏବଂ ଏସଓଜି ରାତିରେ ୧୨ ଟାରେ  ଅପରେଶନ ଆରମ୍ଭ କରିଲେ । ରାତିରେ ହିଁ ସେହି ଘରକୁ ଉଡାଇ ଦେଲେ । କହିଦେଉଛୁ ଯେ ଗାଜୀ ଏହା ପୂର୍ବରୁ କେତେକ ଆତଙ୍କି ଆକ୍ରମଣରେ ସାମିଲ ଥିଲେ ।

କହିବାକୁ ଗଲେ ଗତ ବର୍ଷ ଆତଙ୍କି ଏବଂ ସେନା ମଧ୍ୟରେ ହୋଇଥିବା ଯୁଧ୍ୟରେ ସୁରକ୍ଷାକର୍ମୀ ସ୍ନାଇପରରେ ମୌଲାନା ମସୂଦ ଅଜହରଙ୍କର ଭଣଜାକୁ ମାରି ଥିଲେ । ଯାହା ପରେ ଜୈଶ-ଏ-ମୋହମ୍ମଦ ନିଜର ଟପ କମାଣ୍ଡର ଏବଂ ଆଈଈଡୀ ଏକ୍ସପର୍ଟ ଗାଜୀ ରଶୀଦକୁ ଦକ୍ଷିଣ କଶ୍ମୀରକୁ ପଠାଇଥିଲା ।

କହିଦେଉଛୁ ଯେ ଏହି ଯୁଧ୍ୟରେ ସୁରକ୍ଷାକର୍ମୀଙ୍କର ୪ ଜଣ ଯବାନ ଏବଂ ଜଣେ ମେଜର ସହିଦ ହୋଇଛନ୍ତି । ସହିଦ ଯବାନଙ୍କ ମଧ୍ୟରେ ମେଜର ଡୀଏସ ଡୋଂଡୀୟାଲ, ହେଡ କନ୍ସ୍ଟେବଲ ସେବ ରାମ, ସିପାହୀ ଅଜୟ କୁମାର ଏବଂ ସିପାହୀ ହରୀ ସିଂହ ଅଛନ୍ତି ।

ସ୍ଥାନୀୟ

କହିଦେଉଛୁ ଯେ ଯେମିତି ହିଁ ସେନା ଆତଙ୍କିମାନଙ୍କୁ ମାରିଦେଲେ ତେବେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ସେନାମାନଙ୍କ ଉପରକୁ ପଥର ଫୋପାଡିବା ଆରମ୍ଭ କରି ଦେଇଥିଲେ । ଏବଂ ପାକିସ୍ତାନ ଜିନ୍ଦାବାଦ ବୋଲି କହିବାକୁ ଲାଗିଲେ । ଜେନରାଲ କହିଲେ କି ନାଗରିକଙ୍କର ସୁରକ୍ଷା କାରଣରୁ ଅଧିକ ଯବାନ ସହିଦ ହୋଇଥିଲେ ।

ଲେଫ୍ଟିନେଂଟ ଜେନରାଲ ଜେ ଏସ ଢିଲ୍ଲନ, ଜୀଓସୀ, ୧୫ତମ କୋର ଆତଙ୍କିମାନଙ୍କୁ ଏବଂ ତାଙ୍କର ସରପରସ୍ତୋଂଙ୍କୁ କଡା ଚେତାବନୀ ଦେଇଛନ୍ତି ଏବଂ ତାହା ସହିତ ଭାରତୀୟ ସୁରକ୍ଷାକର୍ମୀ ମାନଙ୍କର ବିଶ୍ଵାସକୁ ବି ଜାହିର କାଲେ । ସେ କହିଲେ କି କେତେ ଗାଜୀ ଆସିଛି, କେତେ ଚାଲି ଯାଇଛି । ଆତଙ୍କି ସଂଗଠନ ଜୈଶ-ଏ-ମୋହମ୍ମଦ ପାକିସ୍ତାନ ସେନାର ହିଁ ପିଲା ଅଟେ ।

ଆଗକୁ କହିଲ ଆତଙ୍କି ମାମଲାରେ ସାମିଲ ଥିବା ଲୋକମାନଙ୍କୁ ବର୍ତ୍ତମାନ ସେନା ଆଉ ଛାଡିବ ନାହିଁ । ଏବଂ କହିଲେ କି କାଶ୍ମୀରରେ ଯିଏ ବନ୍ଧୁକ ଉଠାଇବ, ସେ ମରିବ । ପୁଲୱାମା ଆକ୍ରମଣରେ ଆଈଏସଆଈ ଏବଂ ପାକିସ୍ତାନ ସେନାର ହିଁ ହାତ ଅଛି ।
ପୋଷ୍ଟ ଟିକୁ ଶେୟାର କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।