ବନ୍ଧୁଗଣ ଆମ ସମସ୍ତଙ୍କ ଜୀବନରେ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକ ରହିଛି । କାରଣ ଯେଉଁ ବ୍ୟକ୍ତିବିଶେଷଙ୍କ ପାଖରେ ଜ୍ଞାନର ଅଭାବ ରହିଥାଏ ବା ଜ୍ଞାନ ନଥାଏ । ଆମେ କୌଣସି କାର୍ଯ୍ୟରେ ସଫଳତା ତଥା କୃତ କାର୍ଯ୍ୟ ହୋଇପାରିବାନହିଁ । ତେଣୁ ସବୁ ଲୋକଙ୍କୁ ଜ୍ଞାନ ତଥା ସାଧାରଣ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକତା ରହିଅଛି । ଯାହା ଦ୍ଵାରା ଆମେ ଆମର ସେହି ଜ୍ଞାନ ଦ୍ଵାରା ସବୁ କାମରେ ବିଜୟୀ ତଥା ଆଗାମୀ ଜୀବନରେ ସଫଳତା ହାସଲ କରିପାରିବୁ। ତେବେ ଚାଲନ୍ତୁ ଆଉ ସମୟ ନଷ୍ଟ ନକରି କିଛି ଜଣା ଅଜଣା ସାଧାରଣ ଜ୍ଞାନ ବିଷୟରେ ଆଲୋଚନା କରିବା ।
1; – କେଉଁ ଦେଶରେ କୁକୁରକୁ ପୂଜା କରାଯାଇଥାଏ ବା ଏଭଳି କୁକୁରକୁ ପୂଜା କରିବାର ମାନ୍ୟତା ରହିଥାଏ ?
ଉତ୍ତର;- ନେପାଳ ଦେଶରେ କୁକୁରକୁ ପୂଜା କରାଯିବାର ମାନ୍ୟତା ରହିଅଛି ।
2; – କେଉଁ ପଶୁର କ୍ଷୀରର ରଙ୍ଗ ଗୋଲାପୀ ରଙ୍ଗର ହୋଇଥାଏ ?
ଉତ୍ତର;- ସାଧାରଣତଃ ସବୁ ପଶୁ, ପକ୍ଷୀଙ୍କ କ୍ଷୀରର ରଙ୍ଗ ଧଳା ହୋଇଥିବାବେଳେ ହିପୋ ନାମକ ଏକ ପଶୁର ରଙ୍ଗ ଗୋଲାପୀ ରଙ୍ଗର ହୋଇଥାଏ ?
3; – ଆମ ଭାରତ ଦେଶର ସବୁଠାରୁ ଛୋଟ ରାଜ୍ୟର ନାମ କ’ ଣ ଅଟେ ?
ଉତ୍ତର;- ଭାରତର ସବୁଠାରୁ ଛୋଟ ରାଜ୍ୟର ନାମ ହେଉଛି ଗୋଆ ।
4; – ଆମ ଭାରତର କେଉଁ ରାଜ୍ୟରେ ଝାଁସୀ ନଗର ରହିଛି ?
ଉତ୍ତର;- ଉତ୍ତର ପ୍ରଦେଶରେ ଝାନ୍ସି ନାମକ ଏକ ନଗର ରହିଛି ।
5; – ଶାନ୍ତିର ପ୍ରତୀକ ଭାବରେ କେଉଁ ପକ୍ଷୀକୁ ମନା ଯାଇଥାଏ ?
ଉତ୍ତର;- ଶାନ୍ତିର ପ୍ରତୀକ ଭାବରେ ପାରାକୁ ମନା ଯାଇଥାଏ ।
6; – ଭାରତ ରତ୍ନ କାହା ଦ୍ଵାରା ପ୍ରଦାନ କରାଯାଇଥାଏ ?
ଉତ୍ତର;- ଭାରତ ରତ୍ନ ରାଷ୍ଟ୍ରପତିଙ୍କ ଦ୍ଵାରା ପ୍ରଦାନ କରାଯାଇଥାଏ ।
7; – କେଉଁ ଫୁଲ ୧୨ ବର୍ଷରେ ଥରେ ଫୁଟିବାର ଦେଖା ଯାଇଥାଏ ?
ଉତ୍ତର;- ନୀଲକୁରଞ୍ଜି ଫୁଲ ୧୨ ବର୍ଷରେ ଥରେ ମାତ୍ର ଫୁଟିବାର ଲୋକ ଦେଖିବାକୁ ପାଇଥାନ୍ତି ।
8; – ସୂର୍ଯ୍ୟ କିରଣରେ କେଉଁ ପ୍ରକାର ଭିଟାମିନ ମିଳିଥାଏ ?
ଉତ୍ତର;- ସୂର୍ଯ୍ୟ କିରଣରେ ଭିଟାମିନ-ଏ ମିଳିଥାଏ ।
9; – କଦଳୀ ସହିତ କ’ ଣ ଖାଇଲେ ମଣିଷର ମୃତ୍ୟୁ ମଧ୍ୟ ହୋଇଯାଇଥାଏ ?
ଉତ୍ତର;- କଦଳୀ ସହିତ ଅଣ୍ଡା ଖାଇବା ଦ୍ଵାରା ମଣିଷର ମୃ-ତ୍ୟୁ ହେବାର ସମ୍ଭାବନା ରହିଥାଏ ।
10; – ଭାରତରେ ବର୍ତ୍ତମାନ କେତୋଟି ରାଜ୍ୟ ରହିଛି ?
ଉତ୍ତର;- ଭାରତରେ ବର୍ତ୍ତମାନ ୨୯ ଟି ରାଜ୍ୟ ରହିଛି ।
ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଆଗକୁ ଏହିଭଳି ସବୁଦିନ ଯୋଡି ହୋଇ ରହିଥାନ୍ତୁ । ଯାହା ଦ୍ଵାରା ଆପଣଙ୍କ ପାଇଁ ଆମେ ଆଣୁଥିବା ନୂଆ ନୂଆ ଅପଡେଟ ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର ଆପଣଙ୍କ ନିକଟରେ ଅତି ସହଜରେ ପହଞ୍ଚି ପାରିବ । ସେଥିପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ