Kabul Airport ରୁ ସାମ୍ନାକୁ ଆସିଲା ଜୀବନ ବଞ୍ଚାଇବାର ବିକଳ ଚିତ୍ର, Video ଦେଖିଲେ ଆପଣଙ୍କ ଛାତି ବି ଥରି ଉଠିବ !

ବନ୍ଧୁଗଣ ନମସ୍କାର, ବର୍ତ୍ତମାନ ଆଫଗାନିସ୍ତାନ ର ଅବସ୍ଥା ଦିନ କୁ ଦିନ ଦୟନୀୟ ହେବାରେ ଲାଗିଛି । ତାଲିବାନ ଆଫଗାନିସ୍ତାନ ରେ ଗୋଟିଏ ପରେ ଗୋଟିଏ ପ୍ରାଦେଶିକ ରାଜଧାନୀ କୁ କବଜା କରୁଛି । ଏହା ସହିତ ଆମେରିକା, ଭାରତ ସମେତ ବିଭିନ୍ନ ଦେଶ ଆଫଗାନିସ୍ତାନ ରୁ ନିଜ ଦେଶ ର ଲୋକ ମାନଙ୍କୁ ଦେଶକୁ ଫେରାଇ ଆଣୁଛନ୍ତି । ସୂଚନାନୁସାରେ, ବିଗତ କିଛି ଦିନ ମଧ୍ୟରେ ଆଫଗାନିସ୍ତାନ ରେ ତାଲିବାନ ଆ-ତ-ଙ୍କ-ଦୀ- ଙ୍କ ଦୌ-ରା-ତ୍ମ ବୃଦ୍ଧି ପାଇବାରେ ଲାଗିଛି ।

ତାଲିବାନ ଗତ କିଛି ଦିନ ମଧ୍ୟରେ ଆଫଗାନିସ୍ତାନ ର ୬ଟି ପ୍ରାଦେଶିକ ରାଜଧାନୀ ଦଖଲ କରିଛି । ଆଫଗାନିସ୍ତାନ ର ଅନେକ ସହର କୁ କବଜା କରିଥିବା ତାଲିବାନ ସେଠାକାର ଲୋକ ମାନଙ୍କୁ ଅତି ନି-ର୍ଦ୍ଦ-ୟ ଭାବରେ ହ-ତ୍ୟା ମଧ୍ୟ କରୁଛନ୍ତି । ତେବେ ଭାରତ ଏବଂ ଆମେରିକା ର ସୌନ୍ୟ ମାନେ ମଧ୍ୟ ନିଜ ଦେଶ କୁ ଫେରି ଆସିଛନ୍ତି । ତେବେ ବର୍ତ୍ତମାନ ଆଫଗାନିସ୍ତାନ ଏକଦମ ହତାଶ ଏବଂ ବିବସ ହୋଇ ପଡିଛି ।

ତେବେ ଆଫଗାନିସ୍ତାନ ର ରାଜଧାନୀ କାବୁଲ କୁ ତାଲିବାନ ମାନେ ଆଜି ଚାରି ପଟୁ ଘେରାଉ କରି ସରକାର କୁ ଆତ୍ମସମର୍ପଣ କରିବା ପାଇଁ ମଧ୍ୟ କହିଥିଲେ । ତେବେ ସେଠାକାର ସରକାର ଏହା ଘୋଷଣା କରିଛନ୍ତି କି କାବୁଲ ତାଲିବାନ ର ଶି-କା-ର ହେବ ନାହିଁ ତେଣୁ ସେମାନେ ଆତ୍ମସମର୍ପଣ କରିବେ । ତେବେ ତାଲିବାନ ର କାବୁଲ କୁ କବଜା କରିବା ପରେ ସେଠାକାର ଲୋକମାନେ ଭ-ୟ-ବି-ତ ଏବଂ ଆ-ତ-ଙ୍କି-ତ ହୋଇ ପଡିଛନ୍ତି । ସେଠାରେ ବାସ କରୁଥିବା ଲୋକମାନେ ନିଜ ସହର ଛାଡି ଯିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇ ପଡିଛନ୍ତି ।

ତେବେ ସହର ଛାଡ଼ି ଯିବା ପାଇଁ ସେମାନେ କାବୁଲ ଏୟାରପୋର୍ଟ ରେ ସବୁ ଲୋକମାନେ ଫ୍ଲାଇଟ ଧରିବା ପାଇଁ ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି । ଏୟାରପୋର୍ଟ ରେ ଏତେ ଅଧିକ ମାତ୍ର ରେ ଭିଡ଼ ଏବଂ ଫ୍ଲାଇଟ ରେ ଚଢ଼ିବା ପାଇଁ ଧ-ସ୍ତା-ଧ-ସ୍ତି ମଧ୍ୟ ହେଉଛି । ତେବେ କିଛି ଲୋକ ଫ୍ଲାଇଟ ରେ ଚଢ଼ିବା ପାଇଁ ପ୍ରୟାସ କରୁଥିବା ବେଳେ ଆଉ କିଛି ଲୋକ ତଳେ ଛିଡା ହୋଇ ଆଉ ଏକ ଫ୍ଲାଇଟ ର ଅପେଖା କରୁଛନ୍ତି ।

ତେବେ ଏହି ଦୃଶ୍ୟ ଦେଖି ଲାଗୁଥିଲା କି ଏହା କୌଣସି ଏୟାରପୋର୍ଟ ନୁହେଁ ବରଂ କୌଣସି ବସ ଷ୍ଟାଣ୍ଡ । ତେବେ ନିଜ ଜୀଵନ ବଞ୍ଚାଇ ଅନ୍ୟ ସହରକୁ ଯିବା ପାଇଁ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଛନ୍ତି ଆଫଗାନିସ୍ତାନ ର କାବୁଲ ବାସିନ୍ଦା । ତେବେ ଏହି କରୁଣ ଦୃଶ୍ୟ ଦେଖି ବହୁତ ଦୁଃଖ ମଧ୍ୟ ଲାଗୁଛି । ତେବେ ଏହାକୁ ନେଇ ଆପଣ ମାନନକ ମତାମତ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ