Vastu Tips- ଏମିତି ପାଦଚିହ୍ନ ଥିବା ମହିଳା ହୋଇଥାନ୍ତି ସାକ୍ଷାତ ମା’ ଲକ୍ଷ୍ମୀଙ୍କ ରୂପ, ଯେଉଁ ଘରକୁ ଯାଆନ୍ତି ସେଠାରେ ହୋଇଥାଏ ଧନବର୍ଷା

ଯେତେବେଳେ ସମୁଦ୍ର ମନ୍ଥନ ହୋଇଥିଲା ସେତେବେଳେ ମା ଲକ୍ଷ୍ମୀ ଙ୍କ ସହ ଅନେକ କିଛି ଜିନିଷ ବାହାରକୁ ଆସିଥିଲା । ତେବେ ସେହି ସମୟରେ । ଏହା ସହ ଅନେକ ଜିନିଷ ବାହାରିଥିଲା ଅନେକ ବେଦ ବାହାରିଥିଲେ । ତେବେ ଆମ ଶାସ୍ତ୍ର ମଧ୍ୟରେ ଏକ ଶାସ୍ତ୍ର ଏଭଳି ଭି ଅଛି ଯାହାକୁ ସାମୁଦ୍ରିକ ଶାସ୍ତ୍ର ବୋଲି କୁହା ଯାଇଛି । ଏହି ଥିଲେ ଅନେକ ଋଷି ମୁନି ମାନେ କହିଛନ୍ତି କି ଯଦି ଏକ ମନୁଷ୍ୟର ଅଙ୍ଗ ଦେଖିକି ଜାଣି ହେବାକୀ ସେ ମନୁଷ୍ୟ କିଭଳି ଅଟେ ।

ତାହାର ଲକ୍ଷଣ କଣ ଅଟେ । ତେବେ ଆମେ ଆଜି କହିବାକୁ ଯାଉଛୁ କି ଆମ ପାଦର ଆଙ୍ଗୁଳି ଓ ପାଦର ଗଠନ କୁ ନେଇ ଆମେ କିଭଳି ଏକ  ମନୁଷ୍ୟର ବର୍ତ୍ତମାନ କହି ପାରିବା ଓ କିଭଳି ତାର ଭବିଷ୍ୟତ ବିଷୟରେ କହିପାରିବା । ତେବେ ଆସନ୍ତୁ ଆଣିବା ଏହି ବିଷାୟରେ । ଯେଉଁ ମାନଙ୍କ ବୁଢା ଆଙ୍ଗୁଳି ଅନ୍ୟ ଆଙ୍ଗୁଳି ଅପେକ୍ଷା ବଡ ଥାଏ ସେମାନେ କାହାକୁ ଅନୁସରଣ କରିବା ପାଇଁ ଭଲ ପାନ୍ତିନୀ । ସେମାନେ ନିଜ ପାଇଁ ନିଜେ ରାସ୍ତା ଖୋଜନ୍ତି ।

ସେମାନେ ନିଜ ଗୋଡରେ ନିଜେ ଠିଆ ହୋଇ ପଇସା ରୋଜଗାର କରନ୍ତି । ଏମାନେ ଭିଡାରେ ନିଜକୁ ଲଗା ଭାବନ୍ତି । ଯେଉଁ ମାନଙ୍କ ବୁଢା ଆଙ୍ଗୁଳି ଛୋଟ ଅଟେ । ସେମାନେ ସମାଜରେ ଏକ ଅଲଗା ପରିଚୟ ପାଇଥାନ୍ତି ଏମାନେ ଖୁବ ସାନ୍ତ ସରଲ ପ୍ରକୃତିର ଲୋକ ହେଇଥାନ୍ତି ।

ଯଦି ବୁଢା ଆଙ୍ଗୁଳି ପର ଆଙ୍ଗୁଳି ଯଦି ବଡ ହୋଇ ଥାଏ ତାହେଲେ ଏଭଳି ବ୍ୟକ୍ତି ନିଜକୁ ମୁଖିଆ ରୂପେ ଦେଖିବା ପାଇଁ ଚାହାନ୍ତି । ସେମାନେ ନିଜ ଇଚ୍ଛା ଅନୁସାରେ କମ କରନ୍ତି ଯାହା ପାଇଁ ଅନେକ ସମୟରେ ସେମାନେ ଖୁବ ଅସୁବିଧାରେ ପଡନ୍ତି । ଯଦି ଏହା ଛୋଟ ହୋଇ ଥାଏ । ତାହେଲ ଏଭଳି ବ୍ୟକ୍ତି ନିଜ ଜୀବନ ନିଜ ଇଚ୍ଛାରେ ବଞ୍ଚିବା ପାଇଁ ଭଲ ପାୟେ ନା ନିଜେ କାହା ଜୀବନରେ ପଶେ ନା ହି କାହାକୁ ନିଜ ଜୀବନକୁ ନେଇ କିଛି କହହିବାକୁ ଦିଏ ।

ଯେଉଁ ବ୍ୟକ୍ତିର ତୃତୀୟ ଆଙ୍ଗୁଳି ବଡ ଥାଏ ସେମାନେ ଖୁବ ଦାଇତ୍ଵବାନ ହୋଇ ଥାନ୍ତି । ଯଦି ଏହା ଛୋଟ ଥାଏ ତାହେଲେ ଏହା ବିପରୀତ ହୋଇଥାଏ କି ସେ ପ୍ରତେକ ଦିନ୍ନ ମୋଜ ମଜଲିଶରେ ବଞ୍ଚିବା ପାଇଁ ଭଲ ପାଏ । ଯଦି ଚତୁର୍ଥ ଆଙ୍ଗୁଳି ବଡ ଥାଏ ତ ଏହି ଭଳି ଲୋକମାନେ ଖୁବ ଚଞ୍ଚଲ ସ୍ଵଭାବର ହୋଇ ଥାନ୍ତି । ଯଦି ଏହା ଟିକେ ବଙ୍କା ଥାଏ ତାହେଲେ ଏମାନେ ନିଜ ପରିବାର ପାଇଁ ଖୁବ ଚିନ୍ତିତ ଥାନ୍ତି ଓ ସମ୍ପୂର୍ଣ ସମର୍ପିତ ମଧ୍ୟ ଥାନ୍ତି ।

ଏହା ପରେ ଆସନ୍ତୁ ଜାଣିବା କି ଆମେ ପାଦର କାର ବିଷୟରେ । ଯେଉଁ ଲୋକଙ୍କ ପାଦ ଚିହ୍ନ ରେ ପୁରା ପାଦ ଆସେ ଗୋଇଠି ଓ ଆଙ୍ଗୁଳି ସହ ସେମାନେ ଖୁବ ଲାକ୍ଷ୍ମୀବନ୍ତ । ଯଦି ଆପଣଙ୍କ ପାଦର ଚିହ୍ନ ରେ ଅଧା ପାଦ ଆସେ ଏଭଳି ଲୋକମାନେ ଖୁବ ସୁନ୍ଦର ଓ ଭାବନାତ୍ନମକ ହୋଇ ଥାନ୍ତି । ଯେଉଁ ମାନଙ୍କ କେବଳ ଆଙ୍ଗୁଳି ଓ ଗୋଇଠି ଚିହ୍ନ ଥାଏ । ଏମାନେ ଖୁବ ଭଲ ଥିଲେ ମଧ୍ୟ ନିଜ ବୁଦ୍ଧିକୁ ସବୁବେଳେ ଖରାପ ବାଟରେ ନିଅନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ