ନମସ୍କାର ବନ୍ଧୁଗଣ, ଗୋଟିଏ ନାରୀର ସୌନ୍ଦର୍ଜ୍ୟରେ ଚାର ଚାନ୍ଦ ଲଗାଇଥାଏ ଅଳଙ୍କାର । ଆପଣ ମାନେ ଦେଖୁଥିବେ ବଡ ବଡ କାନର ଲଗାଇବା ପରେ କାନରେ ହୋଇଥିବା କଣା ବଡ ହୋଇଯାଏ । କିଛି ଜଣଙ୍କ ଫଳିତବଦ ହୋଇ ସମ୍ପୂର୍ଣ କତିଯାଇଥାଏ । ଏହି କାରଣ ପାଇଁ ସେମାନେ ବିଲକୁଲ ମଧ୍ୟ କାନର ପିନ୍ଧି ପାରନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣ ମାନଙ୍କ ଏହି ଚିନ୍ତା ଦୂର କରିବା ପାଇଁ ଏକ ଅତି ସହଜ ଉପାୟ ନେଇ ଆସିଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଉପାୟ ସମ୍ପର୍କରେ ।
କାନର କଣା ବଡ ହୋଇଯିବା ପରେ ବା କାନର ଫଳି ସମ୍ପୂର୍ଣ କଟିଯିବା ପରେ ଆପଣ ଯେତେବଳେ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି ସେତେବେଳେ ଡାକ୍ତର ସର୍ଜରୀ କରିବା ପାଇଁ କହିଥାନ୍ତି । ସର୍ଜରୀ କରିବା ପରେ ମଧ୍ୟ ଆପଣ ମାନେ ବଡ କାନର ଲଗାଇ ପାରିନଥାନ୍ତି । ତେଣୁ ଆପଣ ନିଜ ଘରେ ନିଜେ ଅଳ୍ପ ପଇସାରେ କମ ସମୟରେ ଏହି ଉପାୟକୁ କରନ୍ତୁ । ଏଥିପାଇଁ ଆପଣଙ୍କୁ ଏକ ଟେପ ଆବଶ୍ୟକ ।
ଆପଣ ମାନେ ଦେଖିଥିବେ ଡାକ୍ତର ମାନେ ସର୍ଜରୀ ପରେ ଗୋଟିଏ ଟେପ ବ୍ୟବାହାର କରିଥାନ୍ତି । ସେହି ଟେପରେ ଛୋଟ ଛୋଟ କଣା ଥାଏ । ଯେଉଁଥିୟରେ କି ପବନ ପାସ କରିଥାଏ ଯାହା ଫଳରେ ଇନଫେକସନ ହୋଇଥାଏ । ତେଣୁ ଆପଣ ସେହି ଟେପ ଟିଏ କିଣି ଆଣନ୍ତୁ । ସେହି ଟେପଋ 4 କଣିଆ ନିଜ କାନ ଫଳି ସାଇଜଏ ଟେପ କାଟନ୍ତୁ । ଏହାପରେ ଆପଣ ଏହାକୁ ନିଜ କାନ ଫଳିରେ ଲଗାଇ ଦିଅନ୍ତୁ । ଆପଣ ଏହି ଟେପକୁ କାନ ଫଳିର ଆଗରେ ମଧ୍ୟ ଲଗାଇ ପାରିବେ ପଛରେ ମଧ୍ୟ ଲଗାଇ ପାରିବେ ।
ଆପଣ ଏହାକୁ କାନ ଫଳିରେ ଆଗରେ ହେଉ ବା ପଛରେ ହେଉ ଟେପ ଟିକୁ ଲଗାଇ ଦିଅନ୍ତୁ । ଏହାପରେ ଆପଣ ଯେମିତି କାନର ପିନ୍ଧନ୍ତି ସେମିତି କାନର ପିନ୍ଧନ୍ତୁ । ଟେପ ଲଗାଇ କାନର ପିନ୍ଧିବାରେ କୌଣସି ଅସୁବିଧା ହେବ ନାହିଁ କାରଣ ସେହି ଟେପରେ ରହିଥିବା କଣାରେ କାନର ସହଜରେ ଗଳିଯାଇଥାଏ । ଟେପ ଆପଣଙ୍କ କାନକୁ ଟାଇଟ କରି ରଖିଥାଏ
ତେଣୁ ଆପଣଙ୍କ କାନର ବିଲକୁଲ ମଧ୍ୟ ହଲଚଲ ହୋଇନଥାଏ ଭଲ ଭାବରେ ଗୋଟିଏ ଜାଗାରେ ଅଠାରେ ସେଟ ହୋଇ ରହିବା ଭଳି ରହିଥାଏ । ଆପଣ ଚାହିଁଲେ ଆରମରେ ବଡ କାନର ମଧ୍ୟ ପିନ୍ଧି ପାରିବେ । ଏହି ଟେପକୁ ଆପଣ ପ୍ରତିଦିନ ଆପଣଙ୍କ କାନରେ ଲାଗାଇ କାନର ପିନ୍ଧି ପାରିବେ ।
କାରଣ ଟେପରେ ଥିବା ଛୋଟ ଛୋଟ କଣା ପବନ ପାସ କରାଇଥାଏ ଯାହା ଫଳରେ ଆପଣଙ୍କ କାନରେ ଇନଫେକସନ ମଧ୍ୟ ହୋଇନଥାଏ । ତେଣୁ ଆପଣ ଏହି ସୁନ୍ଦର ଉପାୟଟିକୁ ନିହାତି ଭାବରେ ଆପଣାଇ ଦେଖନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।