Jyotisha Shastra- କେବେବି ମିଛ କୁହନ୍ତି ନାହିଁ ଏହି 2 ନାମର ଝିଅ

ରାଶିଫଳ ଏକ ଏମିତି ଜିନିଷ ଅଟେ ଯୋଉଥିରେ ଲୋକ ବିଶ୍ୱାସ କରିଥାନ୍ତି ଏବଂ କିଛି ଲୋକ କରିନଥାନ୍ତି । ଜୀବନରେ ଯେତେବେଳେ କିଛି ଭୁଲ ହେଉଥାଏ ସେତେବେଳେ ମଣିଷ ନିଜର ରାଶିଫଳ ଏବଂ ଜାତକ ସର୍ବେ ପ୍ରଥମେ ଦେଖିଥାଏ । ଯେତେବେଳେ ଆମ କିଛି ଖରାପ ହୋଇଥାଏ ସେତେବେଳେ ଆମେ ଆମ ଭାଗ୍ୟକୁ କୋଷି ଥାଉ । ମନୁଷ୍ୟ ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ ।

ଏହି ସବୁ ପରିବର୍ତ୍ତନ ଗ୍ରହ ମାନଙ୍କ ସ୍ଥିତି ପରିବର୍ତ୍ତନ କାରଣରୁ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ୨ଟି ଅକ୍ଷରରୁ ଆରମ୍ଭ ହେଉଥିବା ଝିଅମାନଙ୍କ ବିଷୟରେ ଯେଉଁମାନେ କେବେବି ମିଛ କୁହନ୍ତି ନାହିଁ । ତେବେ ଚାଲନ୍ତୁ ଜାଣିବା ।

R ନାମର ଝିଅମାନେ:- ଯୋଉ ଝିଅମାନଙ୍କ ନାମର ପ୍ରଥମ ଅକ୍ଷର R ହୋଇଥାଏ ସେମାନେ ସ୍ୱଚ୍ଛ ହୃଦୟର ହୋଇଥାନ୍ତି । ସେମାନେ ନିଜ ଜୀବନରେ କେବେ ମଧ୍ୟ ମିଛ କୁହନ୍ତି ନାହିଁ । ଏମାନଙ୍କୁ ମିଛ କହିବା ବା ମିଛ ଶୁଣିବା ବିଲକୁଲ ପସନ୍ଦ ନୁହେଁ । ଏମାନେ କେବେ ଭୁଲ କାମ କରନ୍ତି ନାହିଁ । ଏମାନେ ସବୁବେଳେ ସତର ପଥରେ ଚାଲିବାକୁ ଭଲ ପାଆନ୍ତି । ଏମାନେ ନିଜ ପରିଶ୍ରମ ଦ୍ବାରା ଆଗକୁ ବଢ଼ିଥାନ୍ତି । ଏମାନେ ନିଜ କର୍ମ ଉପରେ ବିଶ୍ୱାସ ରଖିଥାନ୍ତି । ଏମାନେ ବହୁତ ଧାର୍ମିକ ହୋଇଥାନ୍ତି । ଏହି ଝିଅ ମାନେ ଯାହାକୁ ପ୍ରେମ କରନ୍ତି ତାଙ୍କ ସହିତ ଜୀବନସାରା ରହିଥାନ୍ତି । ଏହି ଝିଅ ମାନେ ବହୁତ ସିଧା ସାଧା ହୋଇଥାନ୍ତି ।

D ନାମର ଝିଅମାନେ:- ଏହି ଅକ୍ଷରରୁ ଆରମ୍ଭ ହେଉଥିବା ନାମର ଝିଅମାନେ ବହୁତ କୋମଳ ହୃଦୟର ହୋଇଥାନ୍ତି । ଏମାନେ କେବେ କାହାକୁ ଦୁଃଖ ଦିଅନ୍ତି ନାହିଁ । ଏମାନେ ସବୁବେଳେ ସତ କହିଥାନ୍ତି । ଏମାନେ ମିଛ କହିବାକୁ ପସନ୍ଦ କରନ୍ତି ନାହିଁ । ଏହା ଛଡା ମିଛ କହୁଥିବା ବ୍ୟକ୍ତିକୁ ଏମାନେ ଘୃଣା କରିଥାନ୍ତି ।

ଏହି ଝିଅମାନେ ବହୁତ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି । ଏମାନେ ନିଜ ସ୍ୱଭାବରୁ ସମସ୍ତଙ୍କ ହୃଦୟ କିଣିଥାନ୍ତି । ଏହି ଝିଅ ମାନେ ସେହି ଭଳି ମିଛ କହିଥାନ୍ତି ଯୋଉ ମିଛରୁ କାହାକୁ ଆଘାତ ପହଞ୍ଚେନାହିଁ । ଏହି ଝିଅ ମାନେ ବହୁତ ଜ୍ଞାନୀ ହୋଇଥାନ୍ତି । ଏମାନେ କାହାକୁ ଦୁଃଖରେ ଦେଖି ପାରନ୍ତି ନାହିଁ । ଏମାନେ ବହୁତ ପରୋପକାରୀ ହୋଇଥାନ୍ତି ।

ତେବେ ଆପଣଙ୍କ ମିଛ କୁହନ୍ତି କି ନାହିଁ ଆମକୁ ନିଶ୍ଚୟ ଜଣାନ୍ତୁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।