କେତେବେଳେ କହୁଛି ‘ମୋ ଭାଇ ପାଣିରେ ଭାସିଯାଇଛି’ ତ କେତେବେଳେ ‘ହଷ୍ଟେଲ ଯାଇଛି’, ଶୁଣନ୍ତୁ Jyoti ଙ୍କ ସାନଭାଇ କଥା, ଆପଣଙ୍କ ଆଖି ବି ଓଦା ହେଇଯିବ, ଦେଖନ୍ତୁ Video

ଭୁବନେଶ୍ଵର ଶତାବ୍ଦୀ ନଗର ଲେନ-୭ ରେ ଡ୍ରେନରେ ଭା-ସି ଯାଇ ପ୍ରା-ଣ ହ-ରା-ଇ-ଛ-ନ୍ତି ଜ୍ୟୋତିପ୍ରକାଶ ବେହେରା । ଦିନ ଦ୍ଵିପ୍ରହର ସମୟରେ ୫ ମିନିଟରେ ଆସୁଛନ୍ତି କହି ଘରୁ ବାହାରି ଯାଇଥିଲେ । କିନ୍ତୁ ଆଉ ଫେ-ରି ନଥିଲେ ଘରକୁ । ଲଗାଣ ବର୍ଷା ଯୋଗୁଁ ଡ୍ରେନରେ ପାଣି ଭର୍ତ୍ତି ହୋଇ ସମଗ୍ର ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇ ଯାଇଥିଲା । ସେହି ରାସ୍ତା ଦେଇ ଯାଉଥିବା ସମୟରେ ରାସ୍ତା ଓ ଡ୍ରେନ ମଧ୍ୟରେ ଫରକ କରି ପରି ନଥିଲେ ଜ୍ଯୋତି । ଯାହା ଫଳରେ ଡ୍ରେନର ତେଜ ସୁଅରେ ଭା-ସି ଯାଇଥିଲେ ।

ଖବର ପାଇ ଅଗ୍ନିଶମ ବିଭାଗ ଦୀର୍ଘ ୮ ଘଣ୍ଟା ଧରି ଖୋ-ଜା ଖୋ-ଜି କରିବା ପରେ ମଧ୍ୟ ଜ୍ଯୋତି ମିଳି ନଥିଲେ । ତା ପର ଦିନ ତାଙ୍କ ମୃ-ତ ଦେ-ହ ମିଳିଥିଲା । ତେବେ ଜ୍ୟୋତିଙ୍କ ଏଭଳି ଅ-କ-ସ୍ମା-ତ ଏବଂ ଅ-କା-ଳ ବିୟୋଗରେ ସଂପୂର୍ଣ୍ଣ ଭାବେ ଦୁଃଖରେ ଭା-ଙ୍ଗି ପଡିଛନ୍ତି ତାଙ୍କ ପରିବାର ଲୋକେ । ଜ୍ଯୋତି ଘରର ବଡ ପୁଅ ଥିଲେ ଓ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ତାଙ୍କର ମାତ୍ର ୪ ବର୍ଷର ଜଣେ ଛୋଟ ଭାଇ ଅଛନ୍ତି ।

ତାଙ୍କ ଭାଇ ଏତେ ଛୋଟ ଅଛନ୍ତି ଯେ ଭାଇର ମୃ-ତ୍ୟୁ କଥା ମଧ୍ୟ ଠିକ ସେ ଅନୁଭବ କରି ପାରୁ ନାହାନ୍ତି । ଭାଇ କୁଆଡେ ଯାଇଛି ବୋଲି ପଚାରିଲେ କେତେବେଳେ କହୁଛି କି ଭାଇ ପାଣିରେ ଭା-ସି-ଗ-ଲା । ଆଉ କେତେବେଳେ କହୁଛି ଭାଇ ହଷ୍ଟେଲ ଯାଇଛି । ମୃ-ତ୍ୟୁ କଣ ବୋଲି ମଧ୍ୟ ଜାଣି ନାହିଁ ଅଜ୍ଞାତ ଶିଶୁଟି । କେମିତି ବା ଜାଣିବ ତା ଭାଇ ଯେଉଁଠିକୁ ଯାଇଛି ସେଇଠୁ ଆଉ କେବେ ବି ଫେ-ରି ଆସିବନି ବୋଲି । ବାଳୁତ ମନରେ ହସି ଖେଳି ଖାଉଛି ।

ତା ମୁହଁ ଚାହିଁ ଜ୍ଯୋତି ମା’ଙ୍କ ମୁହଁରେ ସାମାନ୍ଯ ହସ ଦେଖିବାକୁ ମିଳିଛି । କିଛି ବୁଝି ନଥିବା ଛୋଟ ପିଲାଟି ବଡ ହେଲେ ଜଣେ ପୋଲିସ ଅଫିସର ହେବ ବୋଲି କହୁଛି । ଜ୍ଯୋତି ତାଙ୍କ ସାନ ଭାଇକୁ ଖୁବ ଭଲ ପାଉଥିଲେ । ତାଙ୍କ ସହ ହସ ଖେଳି ସମୟ ବିତାଉଥିଲେ ଓ ଭାଇଙ୍କ ସହ ଗେମ ଖେଳୁଥିଲେ ବୋଲି ବି କହିଛନ୍ତି ଜ୍ଯୋତିଙ୍କ ସାନ ଭାଇ । ତେବେ ଭଗବାନ ସେମାନଙ୍କ ମନକୁ ସୁଦୃଢ କରନ୍ତୁ ଓ ସାନ ପୁଅକୁ ଆଶୀର୍ବାଦ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।