ଯୁବତୀଙ୍କ ପେଟ କାଟୁଥିଲା, କିନ୍ତୁ ଡାକ୍ତର ବାବୁ ଦେହର ସବୁ ଆଡେ କିଛି ଏଭଳି ଛୁଇଁଲେ… ଆଉ ତା ପରେ ଯାହା ହେଲା ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଭଗବାନ ପରେ ଯଦି କେହି ମଣିଷ ପାଇଁ ଭଗବାନ ହୋଇଥାନ୍ତି ତେବେ ସେ ହେଉଛନ୍ତି ଡାକ୍ତର । କିନ୍ତୁ ଖବର ମୁତାବିକ ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି । ଡାକ୍ତର ଜଣେ ନାବାଳିକାଙ୍କ ସହ କରିଛନ୍ତି ଅସଦାଚରଣ । ଯାହାର ଖବର ଏବେ ଗଣ ମାଧ୍ୟମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଆସନ୍ତୁ ନଜର ପକାଇବା କିଭଳି ଜଣେ ଡାକ୍ତର ଚିକିତ୍ସା ସମୟରେ ବାହାନାରେ କରିଲେ ଅସଦାଚରଣ । ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଜଣେ ନାବାଳିକା ନିଜ ଦେହ ଦେଖାଇବା ପାଇଁ ବାରିପଦା PRM ଡାକ୍ତରଖାନା ଆସିଥିଲେ । ଦେହର ଚିକିତ୍ସା ସମୟରେ ବାହାନା କରି ଚିକିତ୍ସା କରିବା ବଦଳରେ ଆଉ କିଛି କରିବା ପାଇଁ ଚେଷ୍ଟା କରିଥିଲେ । ତାଙ୍କ ଦେହର ସବୁଆଡେ ଏବାନ ସବୁ ଅଙ୍ଗକୁ ସ୍ପର୍ଶ କରିବାକୁ ଲାଗିଥିଲେ । ନାବାଳିକା ଭାବି ଡାକ୍ତର ବାବୁ ଜଣଙ୍କ ତାଙ୍କ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିଥିଲେ ।

ଏହିସବୁ ପରେ ନାବାଳିକା ଜଣଙ୍କ ଯେତେବେଳେ ବାହାରକୁ ଆସିଲେ ସେ ତାଙ୍କ ପରିବାର ଲୋକଙ୍କୁ ସମସ୍ତ ଖୋଲି କହିଲେ । ଏହାପରେ ଡାକ୍ତରଙ୍କୁ ଅଟକ ରଖାଯାଇ ପଚରା ଉଚରା କରାଗଲା । ପୋଲିସ ଏହାର ଖବର ପାଇ ଡାକ୍ତରଖାନା ଆସି ଡାକ୍ତରଙ୍କୁ ଗିରଫ କରିଛି । ସମ୍ପୂର୍ଣ ଖବର ଉପରେ ଏବେ ପୋଲିସ ଛାନ ଭିନ ଆରମ୍ଭ କରିଛି ।

ପେଟ କାଟୁଥିବାରୁ ଯୁବତୀ ଜଣଙ୍କ ଯାଇଥିଲେ ମେଡିକାଲ । କିନ୍ତୁ ଡାକ୍ତର ବାବୁ ମେଡ଼ିସିନ ଦେବା ବଦଳରେ ଦେହର ନ ଛୁଇଁବା ଅଙ୍ଗକୁ ମଧ୍ୟ ଛୁଇଁବାକୁ ଲାଗିଥିଲେ । ସବୁକିଛି କରିବା ପାଇଁ ମଧ୍ୟ ଜବରଦସ୍ତି କରିଥିଲେ । କିନ୍ତୁ ଯୁବତୀ ଜଣଙ୍କ ବାହାରକୁ ଦୋଉଡି ଆସିଥିଲେ । ଏବଂ ଭିତରେ ଘଟିଥିବା ସମସ୍ତ କଥା ନିଜ ପରିବାର ଲୋକଙ୍କୁ କହିଥିଲେ ।

ଗତକାଲି ପୋଲିସ ନାବାଳିକା ଏବଂ ତାଙ୍କ ପରିବାର ଲୋକଙ୍କୁ ପୋଲିସ ଷ୍ଟେସନ ଡାକୁ ବୟାନ ରେକର୍ଡ କରିଛି ପୋଲିସ । ଶିଶୁ ବିଭାଗରେ କାର୍ଯ୍ୟରତ ରହିଥିବା ଡାକ୍ତର ସୌରଭ ଉପାଧ୍ୟାୟ ନାବାଳିକା ସହ ଏହି ଲାଜ୍ୟା ଜନକ କାଣ୍ଡ ଘଟାଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ମେଡିକାଲରେ ଉତ୍ତେଜନା ଆରମ୍ଭ ହୋଇଯାଇଥିଲା । ଏବଂ ତୁରନ୍ତ ପୋଲିସ ଆସି ଏହି ଘଟଣା ସମ୍ପର୍କରେ ଜାଣି ଉକ୍ତ ଡାକ୍ତର ଜଣଙ୍କୁ ଗିରଫ କରିଥିଲା । ଯଦି  ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର କରିବା ପାଇଁ ଜମା ବି ଭୁଲିବେନି ।