ବନ୍ଧୁଗଣ ଜୀବନରେ କେତେବେଳେ କ’ଣ ଯେ ଘଟିଯିବ ! ତାହା କେହି ମଧ୍ୟ ପୂର୍ବରୁ କହିପାରିବେ ନାହିଁ । ହେଲେ ଏହି ପ୍ରକୃତିରୁ ଆମେ ଅନେକ ସମୟରେ ଏଭଳି ସବୁ କିଛି ସଂକେତ ପାଇପାରିଥାଉ । ଯାହା ଦ୍ଵାରା ଭବିଷ୍ୟତରେ ହେବାକୁ ଥିବା ଘଟଣା ସମ୍ପର୍କରେ ଆମେ କିଛି ସୂଚନା ପାଇପାରିଥାଉ । ଯେପରି ଝିଟିପିଟି ଏକ ଏମିତି ପ୍ରାଣୀ ଅଟେ । ଜିଏକି ଆମକୁ ଆଗତ ଭବିଷ୍ୟତ ବିଷୟରେ ଆମକୁ ବହୁ ଗୁଡିଏ ସୂଚନା ପ୍ରଦାନ କରିଥାଏ ।
ତେବେ ବନ୍ଧୁଗଣ ସେହି ଝିଟିପିଟି ଯଦି କୌଣସି ବ୍ୟକ୍ତିର ଶରୀରରେ ଆସି ପଡିଥାଏ । ସେତେବେଳେ ବ୍ୟକ୍ତିକୁ କଣ ସୂଚନା ପ୍ରାପ୍ତ ହୋଇଥାଏ । ସେ ସମ୍ପର୍କରେ ଚାଲନ୍ତୁ ଜାଣିବା ।
1- ଯେତେବେଳେ ଆପଣ ଗୋଟେ ଝିଟିପିଟି ଉପରେ ଅନ୍ୟ ଏକ ଝିଟିପିଟି ଥିବାର ଦେଖିବାକୁ ପାଇଥାନ୍ତି । ତେବେ ଏହା ଦେଖିବାର ଅର୍ଥ ହେଉଛି । ଖୁବ ଶୀଘ୍ର ଆପଣ ନିଜର କୌଣସି ଘନିଷ୍ଠ ବନ୍ଧୁଙ୍କ ସହ ଦେଖା ହୋଇବା ପାଇଁ ଯାଉଛନ୍ତି ।
2- ଯେତେବେଳେ 2 ଟି ଝିଟିପିଟି ଉଭୟଏନକେ ମଧ୍ୟରେ ଆମ୍ନାସାମ୍ନୀ ହୋଇ ଝଗଡା କରୁଥିବାର ଦୃଶ୍ୟ ଆପଣଙ୍କ ଆଖି ଆଗକୁ ଚାଲି ଆସିଥାଏ । ତେବେ ଆପଣଙ୍କ ସହ କାହାର ଝଗଡା ହେବାକୁ ଯାଉଛି ବୋଲି ସୂଚନା ମିଳିଥାଏ । ତେଣୁ ସେହି ସମୟ ଠାରୁ ଆପଣଙ୍କୁ ସାବଧାନରେ ରହିବା ଉଚିତ ।
3- ଯଦି ଝିଟିପିଟି କୌଣସି ବ୍ୟକ୍ତିର ମଥା ଉପରେ ଆସି ପଡିଥାଏ । ତେବେ ତାହାକୁ ବହୁତ ଶୁଭ ବୋଲି କୁହାଯାଇଥାଏ । କାରଣ ନିକଟରେ ସେହି ବ୍ୟକ୍ତିକୁ ଅଚାନକ ଧନ ପ୍ରାପ୍ତି ହେବାକୁ ଯାଉଛି । ହେଲେ ଯଦି ଝିଟିପିଟି ଆସି କୌଣସି ବ୍ୟକ୍ତିର ଚୁଟି ଅର୍ଥାତ ମୁଣ୍ଡ ଉପରେ ଆସି ପଡିଥାଏ । ତେବେ ତାହାକୁ ବହୁତ ଭୟଙ୍କର ସୂଚନା ବୋଲି ମାନାଯାଇଥାଏ । ଏହାଦ୍ଵାରା ସେହି ଲୋକର ଜୀବନ ପ୍ରତି ବହୁତ ବଡ ସଙ୍କଟ ରହିଛି ବୋଲି ଜଣାଯାଇଥାଏ । ତେଣୁ ଆପଣ ସାବଧାନ ହୋଇଯିବା ସହ ତୁରନ୍ତ ସେହି ସ୍ଥାନରୁ ଚାଲି ଆସନ୍ତୁ ।
4- ଡାହାଣ କାନରେ ଝିଟିପିଟି ପଡିଲେ । ସେହି ବ୍ୟକ୍ତିକୁ ଅଭୁଶନ ମିଳିଥାଏ । ବାମ କାନରେ ଝିଟିପିଟି ପଡିବାର ଅର୍ଥ ହେଉଛି ବ୍ୟକ୍ତିର ଆୟୁ ବୃଦ୍ଧି ହେବାର ଏହା ସଂକେତ ହୋଇଥାଏ ।
5- ଯେଉଁ ବ୍ୟକ୍ତିର ନାକ ଉପରେ ଆସି ଝିଟିପିଟି ପଡିଥାଏ । ତେବେ ସେହି ବ୍ୟକ୍ତିର ଭାଗ୍ୟ ଖୁବ ଶୀଘ୍ର ଉଦୟ ହେବାକୁ ଯାଉଛି । ବ୍ୟକ୍ତିର ଅଟକି ରହିଥିବା ଏଥର କୌଣସି କାର୍ଯ୍ୟ ଖୁବ ଶୀଘ୍ର ନିକଟରେ ପୂରଣ ହେବାକୁ ଯାଉଛି ।
ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପେଜକୁ ଲାଇକ୍, କମେଣ୍ଟ କରିବା ସହ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ଏହାକୁ ବହୁ ମାତ୍ରାରେ ଅନ୍ୟ ମାନଙ୍କ ପାଖକୁ ଶେୟାର ମଧ୍ୟ କରନ୍ତୁ ।