ଝିଟିପିଟି ଆପଣଙ୍କୁ କରିପାରେ ରାତାରାତି କୋଟିପତି ! ବାସ କରନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଝିଟିପିଟିକୁ ବହୁତ ଲୋକ ଦେଖି ତାହାକୁ ଏକ ସାଧାରଣ ଜୀବର ଆକ୍ଷା ଦେଇଥାନ୍ତି । ହେଲେ ଝିଟିପିଟି ମଧ୍ୟ ଏକ ମହତ୍ଵପୂର୍ଣ୍ଣ ଜୀବ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି । ତେବେ ଚାଲନ୍ତୁ କେଉଁ ସମୟରେ ଓ ଝିଟିପିଟିର କିଭଳି ଗତିବିଧି ଦେଖିଲେ । ଆପଣଙ୍କ ପାଇଁ ଶୁଭ ବୋଲି ଧରା ଯାଇଥାଏ, ତାହା ଆଲୋଚନା କରିବା । ଯଦି ଠାକୁର ଘରେ ସନ୍ଧ୍ୟା ସମୟରେ ପୂଜା କରୁଥିବା ସମୟରେ ଝିଟିପିଟି ଦେଖନ୍ତି ।

ତେବେ ଠାକୁର ଘରେ ରହିଥିବା କିଛି ଚାଉଳ ଓ ସିନ୍ଦୁର ଆଣି ସେହି ଝିଟିପିଟି ଉପରେ ପକାଇ ଦିଅନ୍ତୁ । ଆଉ ସେହି ସମୟରେ ନିଜର ମନ କଥା ମଧ୍ୟ ଝିଟିପିଟିକୁ ଜଣାଇ ଦିଅନ୍ତୁ । ଦେଖିବେ ନିଶ୍ଚୟ ଆପଣଙ୍କ ମନସ୍କାମନା ପୂରଣ ହେବ । ଘରେ ସଫା କରୁଥିବା ସମୟରେ ଯଦି କୌଣସି ମୃ-ତ ଝିଟିପିଟିକୁ ଦେଖିଥାନ୍ତି । ତେବେ ତାହା ଶୁଭ ହୋଇନଥାଏ । ତେଣୁ ସେହି ଝିଟିପିଟିକୁ ସେହି ସ୍ଥାନରୁ ନେଇ କରି ବାହାରେ ମାଟି ଖୋଲି ପୋତି ଦିଅନ୍ତୁ ।

ଯଦି ଖାଦ୍ୟ ଖାଉଥିବା ସମୟରେ ହଟାତ ଝିଟିପିଟିର ଆବାଜ ଆପଣ ଶୁଣିବାକୁ ପାଇଥାନ୍ତି । ତେବେ ଏହା ଆପଣଙ୍କ ପାଇଁ ବହୁତ ବଡ ଶୁଭ ସଂକେତ ଅଟେ । କାରଣ ଏହା ଦ୍ଵାରା ଆପଣ ଧନପ୍ରାପ୍ତି କରିବାର ସଂକେତ ପାଇଯାଇଥାନ୍ତି । ଯଦି ୨ ଟି ଝିଟିପିଟି ସମାଗମ ଅବସ୍ଥାରେ ଦେଖିବାକୁ ପାଇଥାନ୍ତି । ଅର୍ଥାତ ଗୋଟିଏ ଝିଟିପିଟି ଉପରେ ଅନ୍ୟ ଏକ ଝିଟିପିଟି ଶୋଇଥିବାର ଦେଖିବାକୁ ପାଇଥାନ୍ତି ।

ତେବେ ଆପଣ ମନେ ମନେ ଖୋଜୁଥିବା ଆପଣଙ୍କ ଜୀବନ ସାଥିକୁ ବହୁତ ଶୀଘ୍ର ଆପଣଙ୍କୁ ମିଳିଯିବାର ସମ୍ଭବନା ରହିଥାଏ। ନଚେତ ଆପଣଙ୍କର କୌଣସି ପୁରୁଣା ମିତ୍ର ଆପଣଙ୍କ ସହିତ ସାକ୍ଷାତ ହୋଇ ପାରନ୍ତି । ଯଦି କୌଣସି ବ୍ୟକ୍ତି ଉପରେ ହଟାତ ତାଙ୍କ ହାତରେ ବା ମସ୍ତକରେ ଝିଟିପିଟି ଖସିପଡିଥିବାର ଦେଖିବାକୁ ପାଇଥାନ୍ତି । ତେବେ ସେହି ବ୍ୟକ୍ତିକୁ ସମାଜରେ ମାନ ଓ ସମ୍ମାନର ଅଧିକାର ମିଳିଥାଏ। ଖାଦ୍ୟ ଖାଇବା ସମୟରେ ଝିଟିପିଟି ଦେଖିବା ତ ଶୁଭ କୁହାଯାଇଥାଏ ।

ହେଲେ ଖାଦ୍ୟ ଖାଇବା ସମୟରେ ପାଦ ପାଖକୁ ଝିଟିପିଟି ଚାଲି ଆସିଲେ । ତେବେ ଏହା ବ୍ୟକ୍ତିର ସ୍ଵାସ୍ଥ ଖରାପ ହେବାର ସୂଚନା ଦେଇଥାଏ । ଯଦି କଥା କହୁଥିବା ସମୟରେ ଝିଟିପିଟିର ଟକଟକ କରିବାର ଆବାଜ ଶୁଣିବାକୁ ପାଇଥାନ୍ତି । ହେଲେ ତେବେ ଆପଣ କଥାବାର୍ତ୍ତା କରୁଥିବା ସେହି କଥାଟି ସତ୍ୟ ହୋଇଯାଏ ବୋଲି ମାନ୍ୟତା ରହିଛି । ଝିଟିପିଟି ଯଦି କୌଣସି ବ୍ୟକ୍ତିର ମଥା ଉପରେ ଖସି ପଡେ ।

ତ ସେହି ବ୍ୟକ୍ତିକୁ ଧନପ୍ରାପ୍ତିର ସଂକେତ ମିଳିଥାଏ । ଯଦି ଦକ୍ଷିଣ କାନ୍ଧରେ ଖସି ପଡିଥାଏ । ତେବେ କୌଣସି ମୂଲ୍ୟ ବହୁଳ ଦ୍ରବ୍ୟର ପ୍ରାପ୍ତି ସେହି ବ୍ୟକ୍ତିକୁ ହୋଇଥାଏ । ଏବଂ ଯଦି ବାମ ପଟ କାନ୍ଧରେ ପଡିଥାଏ । ତେବେ ଆୟୁଷ ବୃଦ୍ଧି ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ