କଳିଯୁଗର ଦ୍ରୌପଦୀ ଏହି ଝିଅ, ୫ ଭାଇଙ୍କୁ ଏକା ସହିତ କରିଲା ବିବାହ, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ

ଆଜି ଆମେ ଆପଣଙ୍କୁ ପ୍ରାଚୀନକାଳର କଥା ସହିତ ଜଡିତ ଏକ ସତ୍ୟ କାହାଣୀ ବିଷୟରେ କହିବୁ । ଯାହାକୁ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ସମସ୍ତେ ପୌରାଣିକ କଥା ମହାଭାରତର କାହାଣୀ ବିଷୟରେ ତ ଜାଣିଥିବେ । ଯେଉଁଥିରେ ସବୁଠୁ ଅଧିକ ଚର୍ଚିତ ବିଷୟ ଏହା ଥିଲା କି ଦ୍ରୌପଦୀ ପାଞ୍ଚ ପାଣ୍ଡବଙ୍କର ପତ୍ନୀ ଥିଲେ । ଯେଉଁଭଳି ଭାବରେ ମହାଭାରତରେ ଦ୍ରୋପଦିଙ୍କର ବିବାହ କେବଳ ଅର୍ଜୁନ ସହ ହୋଇଥିଲା କିନ୍ତୁ ମାତା କୁନ୍ତୀଙ୍କ ଆଦେଶରେ ତାଙ୍କୁ ପାଞ୍ଚ ପାଣ୍ଡବଙ୍କୁ ବିବାହ କରିବାକୁ ପଡିଲା, ବର୍ତ୍ତମାନ କଳିଯୁଗରେ ବି ଏହିଭଳି ଘଟଣା ଏକ ଝିଅ ସହିତ ବି ହୋଇଛି । ଆଜି ଆମେ ଏହି ଝିଅ ବିଷୟରେ କହିବୁ ।

Image courtesy: Google

ଏହି ମାମଲାଟି ଉତ୍ତରାଖଣ୍ଡର ଅଟେ ଓ ସେହି ଝିଅର ନାମ ରଜୋ ହୈବତା ଦେ ଅଟେ । କହିବାକୁ ଗଲେ ରଜୋ ଗୋଟିଏ ପୁଅ ସହିତ ବିବାହ କରିଲା କିନ୍ତୁ ପରେ ରଜୋକୁ ନିଜ ସ୍ଵାମୀର ଚାରିଜଣ ଭାଇଙ୍କ ସହିତ ବିବାହ କରିବାକୁ ପଡିଲା । କହିଦେଉଛୁ କି ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଏମିତି ହିଁ ପରିବାରର ଫଟୋ ଭାଇରାଲ ହେଉଛି । ଯେଉଁଠି ପାଞ୍ଚ ଜଣ ପୁରୁଷଙ୍କ ସହିତ କେବଳ ଗୋଟିଏ ମହିଳା ହିଁ ନଜର ଆସୁଛି ।

ଏହି ପରିବାର ଦେହରାଦୂନ ପାଖରେ ଥିବା ଏକ ଗ୍ରାମରେ ରୁହନ୍ତି । କୁହାଯାଉଛି କି ଏହି ପରିବାର ବର୍ଷ ବର୍ଷ ଧରି ଚାଲିଆସୁଥିବା ଏକ ପ୍ରାଚୀନ ପ୍ରଥାକୁ ପାଳନ କରୁଛନ୍ତି । ଏହି ପ୍ରଥା ଅନୁସାରେ ଏହି ପରିବାରରେ ରଜୋକୁ ନିଜ ସ୍ଵାମୀର ଚାରି ଭାଇ ସହିତ ବିବାହ କରିବାକୁ ପଡିଲା । କେବଳ ଏତିକି ନୁହେଁ ରଜୋକୁ ପାଞ୍ଚ ଜଣ ଭାଇଙ୍କ ସହିତ ଶାରୀରିକ ସମ୍ବନ୍ଧ ବି ରଖିବାକୁ ପଡିଥାଏ ।

Image courtesy: Google

କିନ୍ତୁ ସବୁଠୁ ଖାସ କଥା ଏହା ଅଟେ କି କେବେ ବି ରଜୋକୁ ନେଇ ଏହି ସମସ୍ତ ଭାଇଙ୍କ ମଧ୍ୟରେ କୌଣସି ବିବାଦ ଦେଖାଯାଏ ନାହିଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ରଜୋର ଏକ ପୁଅ ବି ଅଛି । କିନ୍ତୁ ରଜୋ ଆଜି ପର୍ଯ୍ୟନ୍ତ ଜାଣି ପାରିଲା ନାହିଁ କି ଏହି ପୁଅ ପାଞ୍ଚ ଭାଇ ମଧ୍ୟରୁ କାହାର ଅଟେ । କିନ୍ତୁ ସେମାନେ ସମସ୍ତେ ମିଶି ପିଲାକୁ ଭଲ ଭାବରେ ପାଳନ କରନ୍ତି ।

Image courtesy: Google

ଯେତେବେଳେ ରଜୋକୁ ଏହି ବିଷୟରେ ପଚରାଗଲା ତେବେ ସେ କହିଲା କି ସେ ବହୁତ ଭାଗ୍ୟଶାଳୀ ଅଟେ କି ତାକୁ ୫ ଟି ସ୍ଵାମୀ ମିଳିଛି । ପାଞ୍ଚ ଜଣ ତାକୁ ବହୁତ ଭଲ ପାଆନ୍ତି । ଆପଣଙ୍କୁ କହିଦେଉଛୁ କି ଉତ୍ତରାଖଣ୍ଡ ଓ ତିବ୍ବତର କିଛି ଅଞ୍ଚଳରେ ଝିଅମାନଙ୍କର ସଂଖ୍ୟା ପୁଅମାନଙ୍କ ଅପେକ୍ଷା ବହୁତ କମ ଅଟେ । ଏହି କାରଣରୁ ତାଙ୍କୁ ବିବାହ କରିବା ପାଇଁ ଏହିଭଳି ଅଜବ ଗଜବ ପ୍ରଥାର ପାଳନ କରିବାକୁ ପଡିଥାଏ । ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।