Interesting Gk Question: ଝିଅମାନଙ୍କ ଶରୀରର କେଉଁ ଜିନିଷ ପ୍ରତି 2 ମାସରେ ବଦଳି ଥାଏ ?

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ଗୋଟିଏ ରୁମାଲର ଚାରୋଟି କୋଣ, ଗୋଟିଏ କୋଣ କାଟିଦେଲେ ଆଉ କେତୋଟି କୋଣ ରହିବ ?

ଉ: ୫ଟି

୨- କଞ୍ଚା ବେଳେ ଡାକନ୍ତି ଗୋଟିଏ ନାଁ, ଶୁଖିଗଲା ପରେ ଡାକନ୍ତି ଆଉ ଗୋଟିଏ ନାଁ, ତାହା କଣ ?

ଉ: ପଇଡ ନଡିଆ

୩- ଛୋଟପିଲାର ଏମିତି ଏକ ଖେଳଣା ଅଛି ଯାହାକୁ ଜଣେ ଧନ ଥିବା ବଡଲୋକ ମଧ୍ୟ କିଣିପାରିବେ ନାହିଁ ?

ଉ: ଜହ୍ନମାମୁଁ

୪- କେଉଁଠିକୁ ୧୦୦ ଲୋକ ଗଲେ ଫେରନ୍ତି ୯୯ ଜଣ /

ଉ: ମଶାଣି

୫- ତାହା କେଉଁ ଗାଡି ଯାହାକୁ ଆଗରୁ ଭଗବାନ ଗଢିଥିଲେ ଆଉ ପଚାରୁ ମଣିଷ ଗଢିଲା ?

ଉ: ଶଗଡ ଗାଡି

୬- ଆପଣଙ୍କ ଦେହର କେଉଁ ଅଂଶ ପାଣିରେ ପଡିଲେ ମଧ୍ୟ ଓଦା ହୁଏ ନାହିଁ ?

ଉ: ଛାଇ

୭- ଏମିତି କଣ ଅଛି ଯାହାର ମୁଣ୍ଡରେ ପଥର, ତା’ ପେଟରେ ଆଙ୍ଗୁଳି ପୁରେଇଲେ ଆପଣ ଖୁସି ହୁଅନ୍ତି ?

ଉ: ମୁଦି

୮- ଗରମ ପାଇଲେ ଉପରେ ଉଡେ ଶୀତଳତା ପାଇଲେ ତଳକୁ ଖସେ, ତାହା କଣ ?

ଉ: ବାଷ୍ପ

୯- ଗଛ ଲଗେଇଲି ଫଳିବା ପାଇଁ, ଫଳିଲା ହେଲେ ଝଡିଲା ନାହିଁ ?

ଉ: ଭେଣ୍ଡି

୧୦- କଞ୍ଚା ହଳଦିଆ ପାଚିଲେ କଳା, ନକହି ପାରିଲେ ରାଜ୍ୟରୁ ପଳା ?

ଉ: ଖଜୁରୀ

୧୧- କାଟିଲେ ରକତ ନାହିଁ କୁତିଳେ ହାଡ ବି ନାହିଁ, କି ଜୀବ ସିଏ କହିଲା ଭାଇ ?

ଉ: ମୂଷା

୧୨- ଦୁଇ ବାଳକର ରଙ୍ଗ ସମାନ, ଜଣେ ହଜିଗଲେ ଆଉ ଜଣେ କୋଉ କାମକୁ ନୁହେଁ ?

ଉ: ଚପଲ

୧୩- ଗୋଟିଏ ଥାଳିରେ ଦୁଇଟି ଅଣ୍ଡା, ଗୋଟିଏ ଗରମ ହେଲେ ଅନ୍ଯଟି ଥଣ୍ଡା, ତାହା କଣ ?

ଉ: ସୂର୍ଯ୍ୟ ଓ ଚନ୍ଦ୍ର

୧୪- ସୂର୍ଯ୍ୟ ପୃଥିବୀରେ କେବେ ହେଲେ କଣ ଦେଖି ନାହିଁ ?

ଉ: ଅନ୍ଧାର

୧୫- ଦୁଇ ଭାଇ, ଜଣକୁ ଖାଇଲେ ପେଟ ଥଣ୍ଡା ଓ ଅନ୍ୟକୁ ଖାଇଲେ ପେଟ ଗରମ ?

ଉ: ଚିନି ଓ ମିଶ୍ରି

୧୬- ଝିଅମାନଙ୍କ ଶରୀରର କେଉଁ ଜିନିଷ ପ୍ରତି ଦୁଇ ମାସରେ ବଦଳି ଥାଏ ?

ଉ: ଆଇ ବ୍ରୁ (Eyebrow) ଓ କେଶ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।