ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସାମ୍ନା କୁ ଆସିଛି ଏକ ବଡ ଖବର । ଏଇ ଖବର ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କାହିଁକି ନା ସମସ୍ତେ କହୁଛନ୍ତି ଦିଲ୍ଲୀପ ଙ୍କ ସ୍ତ୍ରୀ ଶୋନା 7 ମାସର ଗର୍ଭବତୀ ଥିଲେ । ଆଉ ଏହି ଖବର ଚାରିଆଡେ ପ୍ରସାର ହେବା ପରେ ଦିଲ୍ଲୀପ ଙ୍କ ଶ୍ଵଶୁର ତଥା ସୋନା ଙ୍କ ବାପା ଏଭଳି କିଛି ବୟାନ ଦେଇଛନ୍ତି । ଗତ କାଲି ଦିଲ୍ଲୀପ ବଞ୍ଚିଥିବା ଖବର ଜାଣିବା ପରେ ମା ଦେଖା କରିବାକୁ ଆସିଥିଲେ ।
ଆଉ ମେଡିକାଲ ରେ ଦିଲ୍ଲୀପ ଙ୍କୁ ତାଙ୍କ ମା ଦେଖା କରିଥିଲେ । କିନ୍ତୁ ରାତି 2ଟା ରେ ଡାକ୍ତର କହିଥିଲେ ଦିଲ୍ଲୀପ ଙ୍କ ଅବସ୍ଥା ଗୁରୁତର ହୋଇପଡିଛି । ଆଉ ଗତ କାଲି ରାତି 3ଟା ସମୟରେ ଦିଲ୍ଲୀପ ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି । ଆଉ ଏହି ଖବର ପାଇବା ପରେ ଦିଲ୍ଲୀପ ମା କାନ୍ଦି କାନ୍ଦି ଗଡି ଯାଉଛନ୍ତି ମେଡିକାଲ ପରିସରରେ । ଆଉ ଏ ସବୁ ମଧ୍ୟରେ ଡିଲଲ୍ପି ଙ୍କ ସୋନା ଗର୍ଭବତୀ ଥିବାର ଖବର ସାମନାକୁ ଆସିଛି ।
ଆଉ ଏ ସବୁ ମଧ୍ୟରେ ସୋନା ଙ୍କ ବାପା ଏ ସବୁ କଥା ମିଥ୍ୟା ବୋଲି ଖଣ୍ଡନ କରିଛନ୍ତି । ଉଭୟଙ୍କର ବାହାଘରକୁ 2 ବର୍ଷ ପୁରୀଥାନ୍ତା । ବେସ ହସ ଖୁସିରେ ଚାଲିଥିଲା ଦୁହିଙ୍କର ସଂସାର । ଡିସେମ୍ବର 30ରେ ସବୁ କିଛି ଓଲଟ ପାଲଟ ହୋଇଗଲା । ଗତ ଡିସେମ୍ବର 30ରେ ଦିଲ୍ଲୀପ ଓ ସୋନା ପରସ୍ପରକୁ ଦେଖିଥିଲେ ଯେଉଁ ଦେଖା ତାଙ୍କର ସେସ ଦେଖା ହୋଇଗଲା । ଆଉ ଦୁହେଁ ଦୁହିଙ୍କୁ କେବେ ଦେଖି ପାରିବେ ନାହିଁ ।
ସ୍ବାମୀଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ବାମୀଙ୍କ ବିନା କେମିତି ଦିନ କାଟିବେ ସେ କଥା ଭାବି ଭାବି ସୋନା ନିଜ ଜୀବନ ହାରିଲେ ନୂଆବର୍ଷ ଦିନ । ଆଉ ଗୋଟେ ଜୁଇ ରେ ଜଣଙ୍କର ଜୁଇ ଲିଭି ନ ଥିବା ବେଳେ ଆଉ ଜଣଙ୍କର ଜୁଇ ଜାଳିଲା ଗାଁ ମସାଣି ରେ । ଗତ କାଲି ବିଳମ୍ବିତ ରାତିରେ ଦିଲ୍ଲୀପ ବଞ୍ଚିଥିବା ଖବର ଆସଥିଲା କିନ୍ତୁ କିଛି ସମୟ ପରେ ସବୁ କିଛି ଓଲଟ ପାଲଟ ହୋଇଗଲା ।
ସକାଳୁ ଦିଲ୍ଲୀପ ନିଜର ଜୀବନ ହାରିଲେ । ଦିଲ୍ଲୀପଙ୍କ ଶ୍ଵଶୁର ଅହିଛନ୍ତି ମୋ ଝିଅ ସୋନା ଗର୍ଭବତୀ ନ ଥିଲା । ଏ ସବୁ ମିଛ କଥା । ଗତ ଡିସେମ୍ବର 29ରେ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଅକ୍ସିଜେନ ମରାମତି ବେଳେ ବିସ୍ଫୋରଣ ଘଟଣାରେ ମୃତ ବ୍ୟକ୍ତି ଭେଣ୍ଟଲିଟର ରୁ ବାହାରି ନିଜର ପରିଚୟ ଦେଇଥିଲେ ଦିଲ୍ଲୀପ ।
ଆଉ ଦିଲ୍ଲୀପ ବଞ୍ଚିବା ଖବର ପାଇବା ପରେ ପରିବାର ଲୋକେ ଖୁସି ହେବେ କି ଦୁଃଖୀ ହେବେ କିଛି ଭାବିପାରି ନ ଥିଲେ । ଗତ କାଲି ରାତିରେ ପୁଅକୁ ଦେଖିଥିଲେ ତାଙ୍କ ମା । କିନ୍ତୁ ବିଳମ୍ବିତ ରାତିରେ ଦିଲ୍ଲୀପଙ୍କର ମୃତ୍ୟୁ ଘଟିଥିଲା । ଏକମାତ୍ର ପୁଅକୁ ହରାଇ ଏ ମା ଏବେ ସ୍ତବ୍ଧ ହୋଇଯାଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।